ଆସିକାରେ ଗୋଟିଏ ଘରେ ସ୍ୱାମୀ ସହ ଏକାଠି ରହିଲେ ତପସ୍ୱିନୀ : ୭ଦିନ ଏକାଠି ରହିବାକୁ ଏସଡିଜେଏମ କୋର୍ଟ ଦେଇଥିଲେ ନିର୍ଦ୍ଦେଶ; ହେଲେ, ଭେଟିପାରିବେନି ପରିବାର ଲୋକ; ଶ୍ୱଶୁର ଘର ଆଗରେ ୧୧ଦିନ ଧାରଣା ଦେଇଥିଲେ ବୋହୁ

11