କେନ୍ଦ୍ରସରକାରଙ୍କ କୃଷି ଆଇନ ବିରୋଧରେ ପଞ୍ଜାବ ଓ ହରିଆଣାର ହଜାର ହଜାର କୃଷକ ଗୁରୁବାର ଓ ଶୁକ୍ରବାର ଦିଲ୍ଲୀରେ ଧାରଣା…

କନକ ବ୍ୟୁରୋ : କେନ୍ଦ୍ରସରକାରଙ୍କ ନୂତନ କୃଷି ଆଇନକୁ ବିରୋଧ କରି ପଞ୍ଜାବ ଓ ହରିଆଣାର ହଜାର ହଜାର ଚାଷୀ ଏବେ ଦିଲ୍ଲୀରେ ଧାରଣା ଦେଇଛନ୍ତି । ଏହା ସହ ଦିଲ୍ଲୀ ଚାଲ କିଷାନ ମାର୍ଚ୍ଚ ଆରମ୍ଭ କରିଛନ୍ତି । ଏହି ମାର୍ଚ୍ଚକୁ ରୋକିବାକୁ ପଞ୍ଜାବ ଓ ହରିଆଣାର ସରକାର ନିଜ ନିଜ ରାଜ୍ୟର ସୀମାକୁ ସିଲ୍…

ଆତଙ୍କବାଦୀଙ୍କ ସହ ସଂପର୍କ ରଖିବା ଅଭିଯୋଗରେ ପିଡିପି ନେତା ଗିରଫ୍ । ନିଲମ୍ବିତ ଡିଏସପି ଦେବିନ୍ଦରଙ୍କ ସହ ଥିଲା ସଂପର୍କ

କନକ ବ୍ୟୁରୋ : ରାଷ୍ଟ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା ଏନ୍ ଆଇ ଏ ଦ୍ୱାରା ଆଜି (ବୁଧବାର) ଜଣେ ପିଡିପି ନେତା ଗିରଫ୍ ହୋଇଛନ୍ତି । ପିଡିପିର ଯୁବନେତା ୱାହିଦ ଓରଫ୍ ରେହେମାନ ପାରାଙ୍କୁ ଗିରଫ୍ କରାଯାଇଛି । ଦୁଇଦିନର ପଚରା ଉଚରା ପରେ ତାଙ୍କୁ ଗିରଫ୍ କରିଛି ଏନଆଇଏ । ପାରାଙ୍କୁ ସୋମବାର ଦିନ ଏନଆଇ…

ଲକ୍ଷ୍ମୀବିଳାଶ ବ୍ୟାଙ୍କ ଗ୍ରାହକଙ୍କୁ ଆସ୍ୱସ୍ଥି, ଡେଭଲପ୍‌ମେଣ୍ଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଲିମିଟେଡ ସହ ମିଶ୍ରଣ ହେବ…

କନକ ବ୍ୟୁରୋ : ଆର୍ଥିକ ସଂକଟରେ ଥିବା ଲକ୍ଷ୍ମୀବିଳାଶ ବ୍ୟାଙ୍କ ଡେଭଲପ୍‌ମେଣ୍ଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଲିମିଟେଡ ସହିତ ମିଶ୍ରଣ ହେବ । ଏନେଇ ଏହି ପ୍ରସ୍ତାବ ଉପରେ ମୋହର ଲଗାଇଛି କେନ୍ଦ୍ର କ୍ୟାବିନେଟ୍ । ଏହି କ୍ୟାବିନେଟ୍ ରେ ଏଟିସି କ୍ଷେତ୍ରରେ ବୈଦେଶିକ ପୁଞ୍ଜିନିବେଶକୁ ବି ମଞ୍ଜୁରୀ ମିଳିଛି…

ପଞ୍ଜାବ ସରକାରଙ୍କ କୋଭିଡ୍ କଟକଣା, ୧ ଡିସେମ୍ବରରୁ ପଞ୍ଜାବରେ ରାତ୍ରୀ କର୍ଫ୍ୟୁ। ନିୟମ ଉଲଙ୍ଘନ କଲେ ୧ ହଜାର ଜରିମାନା

କନକ ବ୍ୟୁରୋ : ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ରାଜ୍ୟର ସମସ୍ତ ସହର ଓ ଗ୍ରାମାଞ୍ଚଳରେ ରାତ୍ରୀକାଳିନ କଫ୍ୟୁ ପାଇଁ ଆଦେଶ ଦେଇଛନ୍ତି । ଏହି ଆଦେଶ ୧ ଡିସେମ୍ବର ଠାରୁ ଆରମ୍ଭ ହେବ । ଏହା ସହ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି କି କୋଭିଡ୍‌-୧୯ ନେଇ ସରକାର ଯେଉଁ କଟକଣା…

 ବିହାର ବିଧାନସଭାରେ ନୂତନ ବାଚସ୍ପତି ହେଲେ ବିଜେପି ପ୍ରାର୍ଥୀ ବିଜୟ ସିହ୍ନା । ଆରଜେଡିର ହଙ୍ଗାମା ପରେ ମତଦାନ ପ୍ରକିୟା…

କନକ ବ୍ୟୁରୋ : ବିହାର ବିଧାନସଭା ବାଚସ୍ପତ୍ତି ନିର୍ବାଚନରେ ଏନଡିର ବିଜୟ । ସଦନରେ ହଟ୍ଟଗୋଳ ସତ୍ତ୍ୱେ ବୁଧବାର ବିହାର ବିଧାନସଭାରେ ବାଚସ୍ପତ୍ତି ପଦ ପାଇଁ ମତଦାନ ହୋଇଛି । ଏହି ପଦ ପାଇଁ ଏନଡିଏରୁ ପ୍ରାର୍ଥୀ ହୋଇଥିବା ବିଜେପି ବିଧାୟକ ବିଜୟ ସିହ୍ନା ବିଜୟଲାଭ କରିଛନ୍ତି । ଏହି ନିର୍ବାଚନରେ…

କୋଲକତାରେ ବିଜେପି ଉପାଧ୍ୟକ୍ଷଙ୍କ ବିବାଦୀୟ ବୟାନ । ପଶ୍ଚିମବଙ୍ଗରେ ବିଜେପି ସରକାର ଆସିଲେ ଜୋତା ଚାଟିବ ପୋଲିସ ।…

କନକ ବ୍ୟୁରୋ : ହାଇଦ୍ରାବାଦରେ ବିଜେପି ଓ ଓୱେସୀଙ୍କ ମଧ୍ୟରେ ଚାଲିଥିବା ଆରୋପ ପ୍ରତ୍ୟାରୋପ ପରେ ଏବେ କୋଲକତାରେ ବିଜେପି ଉପାଧ୍ୟକ୍ଷଙ୍କ ବୟାନ ପ୍ରମାଣ କରୁଛି ଯେ କ୍ଷମତା ପାଇଁ ନେତା ମାନେ କେତେ ତଳକୁ ଯାଇ ପାରନ୍ତି । ଆସନ୍ତା ବର୍ଷ ଅର୍ଥାତ ୨୦୨୧ ଆରମ୍ଭରେ ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେବାକୁ…