ବଗଲା ଧର୍ମଶାଳା ଜମି ବିକ୍ରି ପ୍ରସଙ୍ଗ । ହାଇକୋର୍ଟରେ ତୃତୀୟ ମାମଲା ଦାୟର । ସିବିଆଇ ତଦନ୍ତ ଦାବି କଲେ ଆବେଦନକାରୀ ।

କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିର ନିକଟ ବଗଲା ଧର୍ମଶାଳା ଜମିବିକ୍ରି ମାମଲା ଦିନକୁ ଦିନ ନୂଆମୋଡ ନେଉଛି । ଏହି ମାମଲା ଏବେ ହାଇକୋର୍ଟରେ ଚାଲିଥିବା ବେଳେ ଏହାକୁ ନେଇ ପୁଣି ଏକ ନୂଆ ମାମଲା ଦାୟର କରାଯାଇଛି । ଏହି ନୂଆ ମାମଲାରେ ଆବେଦନକାରୀ ଦାବି କରିଛନ୍ତି କି ଜମିବିକ୍ରି ନେଇ ସିବିଆଇ…

ପୂର୍ବ ବିଶ୍ୱକପ୍ ରେ ଭାଗ ନେଇଥିବା ବ୍ୟାଟ୍ସମ୍ୟାନ୍ ମହମ୍ମଦ ସୌଜିବଙ୍କ ଆତ୍ମହତ୍ୟା  । ଏସିଆ କପ୍ ରେ ଶ୍ରୀଲଙ୍କା…

କନକ ବ୍ୟୁରୋ : ବାଂଗ୍ଲାଦେଶର ୧୯ ବର୍ଷରୁ କମ୍ କ୍ରିକେଟ୍ ଟିମ୍ ରେ ଭାଗ ନେଇ ଦେଶ ପାଇଁ ଅନେକ କିର୍ତ୍ତୀ ଅର୍ଜନ କରିଥିବା କ୍ରିକେଟର ମହମ୍ମଦ ସୌଜିବ ଆଉ ଦୁନିଆରେ ନାହାନ୍ତି । ସେ ୧୪ ନଭେମ୍ବର ଶନିବାର ଦିନ ନିଜ ବାସଭବନରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ୨୧ ବର୍ଷିୟ ସୌଜିବ୍…

ବେଡି ଉପରେ କୋରଡା ମାଡ । କରୋନା ପରେ ମାଡି ଆସୁଛି ଖାଦ୍ୟ ସଂକଟ । ସର୍ତକ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

କନକ ବ୍ୟୁରୋ : ୨୦୨୧ ରେ ଭୟଙ୍କର ହେବ ମହାମାରୀ । ସେ ମହାମାରୀ କୌଣସି ରୋଗ ନୁହେଁ କି କୌଣସି ପ୍ରଳୟ ମାଧ୍ୟମରେ ନୁହେଁ । ଏହି ମହାମାରୀ ଖାଦ୍ୟ ଅଭାବରୁ ହେବ । ଏଭଳି ସୂଚନା ଦେଇଛନ୍ତି ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲ୍ୟଏଚପି) ର ମୁଖ୍ୟ ଡେଭିଡ୍ ବସଲି । ସେ କହିଛନ୍ତି କି ଯଦି ବିଶ୍ୱ…

ଦୁଇବର୍ଷ ହେବ ଖାଲି ପଡିଛି ପୌରାଞ୍ଚଳର ଲୋକପ୍ରତିନିଧି ପଦବୀ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ୬ ମାସ ମଧ୍ୟରେ ନିର୍ବାଚନ…

କନକ ବ୍ୟୁରୋ : ପୌର ନିର୍ବାଚନକୁ ନେଇ ୨ ବର୍ଷ ହେବ ଲାଗି ରହିଛି ଅଚଳାବସ୍ଥା । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ୬ ମାସ ମଧ୍ୟରେ ନିର୍ବାଚନ କରିବାକୁ ସରକାରଙ୍କ ପ୍ରସ୍ତୁତି । ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସଂରକ୍ଷଣ ହାର ୫୦ ପ୍ରତିଶତ ମଧ୍ୟରେ ସୀମିତ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି…

ଉପନିର୍ବାଚନ ଫଳା ଫଳକୁ ନେଇ ମୁଖ୍ୟମନ୍ତ୍ରୀ ଖୁସି । ସଂନ୍ଧ୍ୟାରେ ବାଲେଶ୍ୱର ଓ ତିର୍ତ୍ତୋଲର ଦଳୀୟ କର୍ମୀଙ୍କୁ ସମ୍ବୋଧନ…

କନକ ବ୍ୟୁରୋ: ଆଜି ସଂନ୍ଧ୍ୟାରେ ସମ୍ବୋଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଅନୁଷ୍ଠିତ ହୋଇଥିବା ଉପନିର୍ବଚନରେ ବିଜେଡିର ବାଜିମାତ୍ ପରେ ଆଜି ଉଭୟ ବିଧାନସଭାର ଭୋଟର ମାନଙ୍କୁ ସମ୍ବୋଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ସଂନ୍ଧ୍ୟା ୬ ଟାରେ ମୁଖ୍ୟମନ୍ତ୍ରୀ ଭିଡିଓ…

ବିନା ଗ୍ୟାରେଣ୍ଟିରେ ମିଳିବ ୫ ଲକ୍ଷ ଟଙ୍କାର ଋଣ । ଡିଜିଟାଲ ପ୍ଲାଟଫର୍ମରେ ଋଣ ଦେବ ପେମେଣ୍ଟ ଆପ୍ ପେଟିଏମ୍ । କ୍ଷୁଦ୍ର…

କନକ ବ୍ୟୁରୋ : ଏବେ ଋଣ କରିବା ହେଲା ଆହୁରି ସହଜ । ଆଉ ବ୍ୟାଙ୍କ ଆଗରେ ଋଣ ପାଇଁ ଗୋଡ ଭାଙ୍ଗି ଠିଆ ହେବାକୁ ପଡିବନି ଗ୍ରାହକ ମାନଙ୍କୁ । ଋଣ ଦେବାକୁ ବ୍ୟାଙ୍କ ଆଉ ମାଗି ପାରିବ ନାହିଁ ଗ୍ୟାରେଣ୍ଟର କି ଗ୍ୟାରେଣ୍ଟି । ଏବେ ବିନା ଗ୍ୟାରେଣ୍ଟର ଓ ବିନା ଗ୍ୟାରେଣ୍ଟିରେ ଆପଣଙ୍କୁ ମିଳିଯିବ ୫ ଲକ୍ଷ…