ମହାକାଶ ଷ୍ଟେସନରେ କେମିତି ରହନ୍ତି ଲୋକ ,ଆର୍ନ୍ତଜାତୀୟ ମହାକାଶ ଷ୍ଟେସନ କ’ଣ ? କାହିଁକି ନିର୍ମାଣ କରାଯାଇଥିଲା…

କନକ ବ୍ୟୁରୋ : ମହାକାଶ ବିଜ୍ଞାନରେ ଏବେ ବି ଭାରତ ତରଫରୁ ଅନେକ ରିସର୍ଚ୍ଚ ଚାଲିଛି । ହେଲେ ଆମେ ଏବେ ଆପଣଙ୍କୁ ଆର୍ନ୍ତଜାତିୟ ମହାକାଶ ଷ୍ଟେସନ ବା ଆଇଏସଏସ୍ ବାବଦରେ କିଛି ରୋଚକ ତଥ୍ୟ ଦେବାକୁ ଯାଉଛୁ । ପୃଥିବୀରୁ ପ୍ରାୟ ୧ ଶହ କିଲୋମିଟର ଉପରକୁ ଯିବା ପରେ ମହାକାଶ ଆରମ୍ଭ ହୋଇଥାଏ । ହେଲେ…

ବିହାର ନିର୍ବାଚନ ଫଳା ଫଳ ରୋମାଞ୍ଚକର । ବର୍ତ୍ତମାନ ଯାଏଁ ଏନଡିଏ ୭୦ ଆସନରେ ବିଜୟଲାଭ କରିଥିବା ବେଳେ ୫୮ ଆସନରେ…

କନକ ବ୍ୟୁରୋ : କୋଭିଡ କଟକଣା ପାଇଁ ବିହାରରେ ଭୋଟ ଗଣତି ବିଳମ୍ବ ହେବାରେ ଲାଗିଛି ସଂନ୍ଧ୍ୟା ୫.୩୦ ସୁଦ୍ଧା ଆସିଥିବା ସୂଚନା ମୁତାବକ ଏବେ ବି ଏନଡିଏ ମହାଗଠବନ୍ଧନ ଠାରୁ ଆଗରେ ରହିଛି । ଏହା ମଧ୍ୟରେ କିଛି ଆସନରେ ସମ୍ପୂର୍ଣ୍ଣ ଫଳା ଫଳ ଆସି ସାରିଛି । ୭୦ ଟି ଆସନରେ ଏନଡିଏ ପ୍ରାର୍ଥୀ ମାନେ…

କୌଣସି ସମୟରେ ବଦଳିପାରେ ପାଳି । ୯୯ ଟି ଆସନରେ ଭୋଟ ମାର୍ଜିନ ୨ ହଜାର ତଳେ

କନକ ବ୍ୟୁରୋ : ବିହାର ନିର୍ବାଚନ ପରେ ଆଜି ସକା ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି । ଭୋଟ ଫଳା ଫଳର ସଦ୍ୟ ସୂଚନା ମୁତାବକ ପୁଣିଥରେ ନିତୀଶ କୁମାର ସରକାର କରିପାରନ୍ତି ବୋଲି ଅନୁମାନ କରାଯାଉଛି । ମାତ୍ର ଏହା ବର୍ତମାନ ଯାଏ ସ୍ପଷ୍ଟ ହୋଇନାହିଁ । କହିରଖୁ କି ଯେତେବେଳେ ଭୋଟ ଗଣତି ଆରମ୍ଭ ହୋଇଥିଲା…

ଦଶ ମାସର ପୁଅକୁ ଧରି ଡ୍ୟୁଟି କରୁଛି ପୋଲିସ ମାଆ । ମହାମାରୀ ବେଳେ କର୍ତ୍ତବ୍ୟ ଓ ମମତାକୁ ସମାନ ଆଖିରେ ଦେଖି ଚର୍ଚ୍ଚାରେ…

କନକ ବ୍ୟୁରୋ : ଖାକିବର୍ଦ୍ଦି ପିନ୍ଧି ଥାନାଚୌକିରେ ବସିଛି ମା  ଆଉ ଟେବୁଲ ଉପରେ ବସିଛି ୧୦ ମାସର କୁନିପୁଅ । କେତେବେଳେ କାମରୁ ଟିକେ ଫୁରସତ ପାଇଲେ କୁନିପୁଅକୁ କୁଳରେ ବସାଇ ଟିକେ ଗେହ୍ଲ କରୁଛି ମା ଆଉ ପୁଅର ମୁହଁରେ ଫୁଟି ଯାଉଛି ଟିକି ଟିକି ହସ । ଏଦୃଶ୍ୟ ଆଗ୍ରାର ଏକ ଥାନା ଭିତରର । ଏମିତି…

ବିହାର ନିର୍ବାଚନ ଭୋଟ ଗଣତିରୁ ୩୨ ଆସନରୁ ଅସିଲା ସମ୍ପୂର୍ଣ୍ଣ ଫୈସଲା । ୨୨ ଟିରେ ଏନଡିଏ ବିଜୟଲାଭ କରିଥିବା ବେଳେ ୯ ଟି…

 କନକ ବ୍ୟୁରୋ ବିହାର ନିର୍ବାଚନ ଭୋଟ ଗଣତିର ପ୍ରଥମ ସମ୍ପୁର୍ଣ୍ଣ ଫଳା ଫଳ ଆସିଛି । ୩୨ ଟି ବିଧାନସଭା ନିର୍ବାଚନ କ୍ଷେତ୍ରରେ ସମ୍ପୁର୍ଣ୍ଣ ଭୋଟ ଗଣନା ସରିଛି । ଏହି ୩୨ଟି ବିଧାନସଭା କ୍ଷେତ୍ରରୁ ୨୨ ଟିରେ ଏନଡିଏ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ମହାଗଠବନ୍ଧନରୁ ୯ ଜଣ ପ୍ରାର୍ଥୀ ବିଜୟୀ…

ବିହାରରେ ଚାଲିଛି ଭୋଟ ଗଣତି । ଏନଡିଏକୁ କଡା ଟକ୍କ ଦେଉଛିି ମହାଗଠବନ୍ଧନ । ମଧ୍ୟାହ୍ନ ସୁଦ୍ଧା ଏନଡିଏ ୧୨୭ ଓ…

 କନକ ବ୍ୟୁରୋ : ବିହାର ନିର୍ବାଚନ ଫଳ ଫଳ ଏବେ ବି କଡା ମୁକାବିଲା ଭିତରେ ଚାଲିଛି । ଦିନ ୧.୩୦ ସୁଦ୍ଧା ଆସିଥିବା ଫଳା ଫଳ ମୁତାବକ ଏନଡିଏର ପଲ୍ଲା ଏବେ ବି ଭାରି ରହିଛି । ୨୪୩ ବିଧାନସଭା ଆସନ ବିଶିଷ୍ଠ ବିହାରେ ଏନଡିଏ ଏବେ ୧୨୭ ଆସନରେ ଆଗୁଆ ଥିବା ବେଳେ ମହାଗଠବନ୍ଧନ ୧୦୫ ଆସନରେ ଆଗୁଆ ରହିଛି…