ସୋମବାର ସକାଳ ୧୦ଟା ୧୪ରେ ସଂସଦର ସେଣ୍ଟ୍ରାଲ ହଲରେ ଶପଥ ନେବେ ଦ୍ରୌପଦୀ ମୁର୍ମୁ । ଶପଥ ସମାରୋହକୁ ମୁଖ୍ୟମନ୍ତ୍ରୀ ନବୀନ…

କନକ ବ୍ୟୁରୋ: ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ । ତାଙ୍କୁ ଅପେକ୍ଷା କରିଛି ରାଇସିନା ହିଲ । ସୋମବାର ଦିନ ସେ ରାଷ୍ଟ୍ରପତି ଭାବେ ଶପଥ ନେବେ । ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲରେ ଶପଥ ସମାରୋହ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଶପଥ ପାଠ…

ବାପାକୁ ହରାଇ ବେସାହାରା ୩ ମେଧାବୀ ଝିଅ । ପିଲାଙ୍କ ଭବିଷ୍ୟତ ପାଇଁ ଗୁହାରୀ କରୁଛି ଅସହାୟ ମା’

କନକ ବ୍ୟୁରୋ: ବାପାଙ୍କୁ ହରାଇ ଏବେ ବେସାହାରା ୩ ଝିଅ । ଘରର ମୂରବୀ ଆରପାରିକୁ ଚାଲିଯିବା ପରେ ଅସହାୟ ହୋଇପଡିଛନ୍ତି ତିନି ଝିଅ । ଯେଉଁଠି ଦି ବୋଳି ପେଟପୁରା ଖାଇବା ଯୋଗାଡ କରିବା କଷ୍ଟକର ସେଠି ପାଠ ପଢିବାକୁ ପାଉନି ସାହାସ । ୩ ଝିଅଙ୍କ ଭବିଷ୍ୟତ ପାଇଁ ସରକାରଙ୍କୁ ଗୁହାରୀ କରୁଛି ବିଧବା…

ଇତିହାସ ରଚିଲେ ବୁଲନ୍ଦସହର ଝିଅ । ସିବିଏସଇ ଦ୍ୱାଦଶରେ ପରଫେକ୍ଟ ୫୦୦ ଆଣି କଲେ ରେକର୍ଡ

କନକ ବ୍ୟୁରୋ: ଆଜି ପ୍ରକାଶ ପାଇଛି ସିବିଏସଇର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ । ଏଥିରେ ସର୍ବ ଭାରତୀୟ ସ୍ତରରେ ପାସ ହାର ୯୨.୭୧ ପ୍ରତିଶତ ଥିବାବେଳେ ଝିଅମାନେ ବାଜି ମାରିଛନ୍ତି । ତେବେ ଉତ୍ତରପ୍ରଦେଶ ବୁଲନ୍ଦସହର ବାସିନ୍ଦା ତାନ୍ୟା ସିଂହ ଏହି ପରୀକ୍ଷାରେ ଫୁଲମାର୍କ ଆଣି ରାଜ୍ୟ ସହ ସାରା ଦେଶରେ…

ପୁଣି ଲକ୍ଷ୍ୟ ଭେଦ କଲା ନୀରଜ ଚୋପ୍ରାଙ୍କ ଭାଲା । ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପର ଫାଇନାଲରେ ଗୋଲ୍ଡେନ୍ ବୟ

କନକ ବ୍ୟୁରୋ: ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ଦେଶ ପାଇଁ ଖ୍ୟାତି ଆଣିଥିବା ନୀରଜ ଚୋପ୍ରା ପୁଣି ଥରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍ ର ଫାଇନାଲରେ ପ୍ରବେଶ କରିଛନ୍ତି । ଆମେରିକାର ୟୁଜିନରେ ଚାଲିଥିବା ପ୍ରତିଯୋଗିତାରେ ନୀରଜ ତାଙ୍କର ପ୍ରଥମ…

ଗଙ୍ଗା ନଦୀର ପ୍ରଖର ସ୍ରୋତରେ ଭାସିଗଲେ ୭ କାଉଡିଆ । ଜୀବନକୁ ବାଜି ଲଗାଇ ନଦୀକୁ ଡେଇଁଲେ ଆର୍ମି ଯବାନ୍ ଓ ପୋଲିସ କର୍ମୀ

କନକ ବ୍ୟୁରୋ: ଏବେ ଉତ୍ତରାଖଣ୍ଡରେ ଲଗାଣ ବର୍ଷା ଯୋଗୁଁ ଗଙ୍ଗାନଦୀରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଗଙ୍ଗା ନଦୀରେ ଏବେ ପ୍ରଖର ସ୍ରୋତ । ହେଲେ ଶ୍ରାବଣ ମାସ ଚାଲିଥିବାରୁ ଏଠାରେ ଶିବ ଭକ୍ତ କାଉଡିଆଙ୍କ ଗହଳି ବଢିବାରେ ଲାଗିଛି । ଏପରି ସ୍ଥିତିରେ ଶୁକ୍ରବାର ଭୋର ସମୟରେ ଗଙ୍ଗାସ୍ନାନ…

ବୋମା ଥିବା ଖବର ପରେ ଇଣ୍ଡିଗୋ ବିମାନର ଜରୁରୀ ଅବତରଣ । ପାଟଣା ବିମାନବନ୍ଦରରେ ଖାନତଲାସି ।

କନକ ବ୍ୟୁରୋ: ଗୁରୁବାର ଦିନ ଏକ ଇଣ୍ଡିଗୋ ବିମାନ (୬ଇ-୨୧୨୬) ପାଟନା ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି । ବିମାନରେ ମୋବା ଥିବା ଖବର ଜଣେ ଯାତ୍ରୀ ଦାବି କରିବା ପରେ ପାଇଲଟ୍ ବିମାନକୁ ପାଟଣା ଜରୁରୀକାଳୀନ ଅବତରଣ କରିଥିଲା । ନିଜ ବ୍ୟାଗରେ ବୋମା ଥିବା ଯାତ୍ରୀ ଜଣକ ଦାବି କରିଥିଲେ।…