ସ୍ପେନ୍ ଜଙ୍ଗଲରେ ଭୀଷଣ ନିଆଁ । ନିଆଁ ଲଭାଇବାରେ ମୁତୟନ ସେନାର ହେଲିକପ୍ଟର ।

କନକ ବ୍ୟୁରୋ: ସ୍ପେନ୍ ପାହାଡ ମାନଙ୍କରେ ଲାଗିଥିବା ନିଆଁକୁ ଏଯାଏଁ ନିୟନ୍ତ୍ରଣ କରାଯାଇପାରିନାହିଁ । ନିଆଁ ଲିଭାଇବାକୁ ଏକାଧିକ ହେଲିକପ୍ଟରକୁ ମୁତୟନ କରାଯାଇଥିଲେ ବି ନିଆଁ ନିୟନ୍ତ୍ରଣକୁ ଆସୁନାହିଁ । ଏଯାଏଁ ୨୦୦୦ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଦକ୍ଷିଣ…

ନବାବ୍ ମଲ୍ଲିକଙ୍କୁ ଝଟକା । ରାଜ୍ୟସଭା ନିର୍ବାଚନରେ ଦେଇପାରିଲେନି ଭୋଟ୍ ।

କନକ ବ୍ୟୁରୋ: ରାଜ୍ୟସଭାର ୧୬ ଆସନ ପାଇଁ ଆଜି ହୋଇଛି ଭୋଟିଂ । ହେଲେ ଏହା ଭିତରେ ମହାରାଷ୍ଟ୍ର ନେତା ନବାବ୍ ମଲ୍ଲିକଙ୍କୁ ଲାଗିଛି ଝଟକା । ମହାରାଷ୍ଟ୍ର, କର୍ଣ୍ଣାଟକ, ରାଜସ୍ଥାନ, ଓ ହରିୟାଣାର ବିଧାୟକମାନେ ନିଜ ନିଜ ମତ ସାବ୍ୟସ୍ତ କରୁଛନ୍ତି । ହେଲେ ଇଚ୍ଛା ଥାଇବି ଭୋଟ ଦେବାରୁ ବାଦ୍ ପଡିଲେ…

ଟ୍ରାଫିକ୍ ନିୟମ ଭାଙ୍ଗଲେ । ଚାଲାନ୍ କାଟିବାକୁ କହିବାରୁ ନାଲି ଆଖି ଦେଖାଇଲେ ବିଧାୟକଙ୍କ ଝିଅ ।

କନକ ବ୍ୟୁରୋ: ବାପା ସତ୍ତାରେ ତେଣୁ ଝିଅର ନିଘା ନାହିଁ । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବେଙ୍ଗାଳୁରୁରେ । ଏଠାରେ ଟ୍ରାଫିକ୍ ନିୟମ ଭାଙ୍ଗିବାକୁ ନେଇ ଚାଲାଣ କାଟିବାକୁ କହିବାରୁ ପୋଲିସ ସାଙ୍ଗରେ ମୁହାଁମୁହିଁ ହେଲେ ବିଧାୟକଙ୍କ ଝିଅ । ପ୍ରକୃତ କଥା ହେଉଛି ବେଙ୍ଗାଳୁରୁ ବିଧାୟକ…

ଫେସବୁକ୍ ବ୍ୟବହାରକାରୀଙ୍କୁ ବିପଦ! ଭିଡିଓ ଦେଖିବାକୁ କହି ସାଇବର ଅପରାଧୀ ପଠାଉଛନ୍ତି ଲିଙ୍କ ତା’ପରେ ହ୍ୟାକ୍…

କନକ ବ୍ୟୁରୋ: ସ୍ମାର୍ଟ ଫୋନ୍ ଓ ଇଣ୍ଟରନେଟ୍ ୟୁଜର୍ସ ମାନେ ଯେତେ ସତର୍କ ହେଉଛନ୍ତି ତାଙ୍କ ଠାରୁ ବଳି ପଡୁଛନ୍ତି ସାଇବର ଠକ । ଏବେ ସେମାନେ ନୂଆ ନୂଆ ଉପାୟରେ ଅପରାଧ ଘଟାଇବା ଆରମ୍ଭ କଲେଣି । ସ୍ଥିତି ଏଭଳି ଅବସ୍ଥାରେ ପହଞ୍ଚଛି ଯେ, ଗୋଟିଏ ପଟେ ପୋଲିସ ଭିଡିଓ ଓ ମେସେଜ୍ ଜରିଆରେ ଏ…

ୟୁକ୍ରେନ ରାଷ୍ଟ୍ରପତିଙ୍କ ନୂଆ ମନ୍ତବ୍ୟ । ‘ଋଷ ଯୋଗୁଁ ବିଶ୍ୱରେ ଦେଖାଦେବ ଅନାହାର । ଭୋକରେ ମରିବେ ଲକ୍ଷ ଲକ୍ଷ…

କନକ ବ୍ୟୁରୋ: ହାତରେ ନମାରି ସାରା ବିଶ୍ୱକୁ ଭାତରେ ମାରୁଛି ଋଷ । ଋଷ ନାକାବନ୍ଦୀ ଯୋଗୁଁ ଲକ୍ଷ ଲକ୍ଷ ଲୋକ ଭୋକରେ ମରି ପାରନ୍ତି । ଏହି କଥା କହିଛନ୍ତି ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦୋମିର ଜେଲେନସ୍କି । ସେ କହିଛନ୍ତି ଯେ, ୟୁକ୍ରେନର ବ୍ଲାକ୍ ସି ପୋର୍ଟରେ ଋଷର ପ୍ରତିବନ୍ଧକ କାରଣରୁ ଲୋକଙ୍କ…

ମହୀଶୂରରେ ଅନର କିଲିଙ୍ଗ । ଦଳିତ ପୁଅକୁ ଝିଅ ବାହାହେଲା ବୋଲି ଦାଉ ସାଧିଲେ ଘର ଲୋକେ । ଅଡିଓ କହିଲା ସତ ।

କନକ ବ୍ୟୁରୋ: କର୍ଣ୍ଣାଟକ ମହୀଶୂର ଜିଲ୍ଲା ପେରିୟାପାଟଣାରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ଅନ୍ୟ ଜାତି ପୁଅକୁ ବିବାହ କରିଥିବାରୁ ଝିଅକୁ ମାରିଦେଲେ ବାପା । ତେବେ ଏହି ଅନର କିଳିଙ୍ଗ ବାବାଦରେ ଏପରି ଏକ ଅଡିଓ ପୋଲିସ ହାତରେ ଲାଗିଛି ଯାହା ପୁରା ଘଟଣାର ଗୁମର ଖୋଲିଛି । ଯୁବତୀଙ୍କୁ ହତ୍ୟା…