ମେଧାବୀ ଝିଅ ହାତରେ ବେଲଚା । ପାଠପଢା ଖର୍ଚ୍ଚ ପାଇଁ ପାଲଟିଛି ଦିନ ମଜୁରିଆ ।

କନକ ବ୍ୟୁରୋ: ରାତିରେ ହାତରେ ବହି ଖାତା । ଆଉ ସକାଳ ପାହିଲେ ହାତରେ କୋଡି କୋଦାଳ । ପାଠ ପଢିବାକୁ ପ୍ରବଳ ଇଚ୍ଛା । ହେଲେ ପେଟର ଭୋକ ହେଉଛି ବାଧକ । ପରିବାରର ଭୋକ ମେଣ୍ଟାଇବାକୁ ମେଧାବୀ ଝିଅ ସାଜିଛି ଦିନ ମଜୁରିଆ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଦେବୀଘାଟ ପଞ୍ଚାୟତର…

ଭାରତୀୟ ବୃଦ୍ଧଙ୍କ ଠାରେ ବିରଳ ବ୍ଲଡ୍ ଗ୍ରୁପ୍ । ଦେଶରେ ପ୍ରଥମ , ବିଶ୍ୱରେ ୧୦ମ ଘଟଣା

କନକ ବ୍ୟୁରୋ: ଦୁନିଆଁରେ ୪ ପ୍ରକାର ବ୍ଲଡ ଗ୍ରୁପ କଥା ସମସ୍ତେ ଜାଣିଥିବେ । ହେଲେ ଏହାକୁ ବାଦ ଦେଇ ଆଉ କିଛି ରକ୍ତ କଣିକା ବି ରହିଛି । ନିକଟରେ ଗୁଜୁରାଟର ଜଣେ ବ୍ୟକ୍ତିଙ୍କ ଠାରୁ ଏକ ଭିନ୍ନ ଧରଣର ବ୍ଲଡ ଗ୍ରୁପ ମିଳିଛି ଯାହାକୁ ନେଇ ବିଜ୍ଞାନ କ୍ଷେତ୍ରରେ ଆଲୋଡନ ସୃଷ୍ଟି ହୋଇଛି । ଦେଶରେ ଏକ…

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ‘କ୍ୟାରିୟର ଓ ପିଲା ମଧ୍ୟରେ ଜଣକୁ ବାଛିବାକୁ ମହିଳାଙ୍କୁ ବାଧ୍ୟ କରାଯାଇପାରିବ…

କନକ ବ୍ୟୁରୋ: କର୍ମଜୀବୀ ମହିଳାଙ୍କ ପାଇଁ ବମ୍ବେ ହାଇକୋର୍ଟ ଶୁଣାଇଲେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ । ଯାହା ଦେଶର କର୍ମଜୀବୀ ମହିଳାଙ୍କୁ ଆଶ୍ୱସ୍ତ କରିପାରିଛି । ପିଲା ଓ ଚାକିରି ମଧ୍ୟରେ ବୁଝାମଣା କରିବାକୁ ଜଣେ ମହିଳାଙ୍କୁ କେହି ବାଧ୍ୟ କରିପାରିବେ ନାହିଁ । ‘କ୍ୟାରିଅର ଓ ପିଲା ମଧ୍ୟରେ ଜଣକୁ…

ଇନ୍ଦ୍ରଦେବଙ୍କୁ ସନ୍ତୁଷ୍ଟ କରିବାକୁ ମହିଳାଙ୍କ ଅଜବ ଉପାୟ । ବିଜେପି ବିଧାୟକଙ୍କ ଦେହରେ କାଦୁଅ ବୋଳି କଲେ ପୂଜା

କନକ ବ୍ୟୁରୋ: କେଉଁଠି ବନ୍ୟା ତ କେଉଁଠି ମରୁଡି । ଉତ୍ତରପ୍ରଦେଶର ମହାରାଜଗଂଜରେ ଠିକ ଭାବେ ବର୍ଷା ହେଉନଥିବାରୁ ମରୁଡି ସ୍ଥିତି ସୃଷ୍ଟି ହୋଇଛି । ଫଳରେ ଏଠିକାର ମହିଳା ଗ୍ରହଣ କରିଛନ୍ତି ନିଆରା ପୂଜାବିଧି । ମହିଳାମାନେ ‘ବିଜେପି’ ବିଧାୟକ ଜୟମଙ୍ଗଳ କନୋଜିଆ ଏବଂ ପୌ ର ପରିଷଦ ଅଧ୍ୟକ୍ଷ…

ପୋଲିସର ଦୌରାତ୍ମ୍ୟ । ଦିବ୍ୟାଙ୍ଗ ଶିକ୍ଷକଙ୍କୁ ନିସ୍ତୁକ ମାଡ ମାରିଲେ । ବିବସ୍ତ୍ର କରି ଆଣ୍ଠେଇଲେ ଥାନାଧିକାରୀ ।

କନକ ବ୍ୟୁରୋ: ବିହାର ପୋଲିସର ଦାଦାଗିରି । ବିହାର ରୋହତାସ୍ ଜିଲ୍ଲା ନୌହଟ୍ଟା ଥାନାର ଏଏସଆଇ ଜଣେ ଦୃଷ୍ଟି ହୀନ ଶିକ୍ଷକଙ୍କୁ ନିସ୍ତୁକ ମାଡ ମାରିବା ସହ ତାଙ୍କୁ ବିବସ୍ତ୍ର କରି ଆଣ୍ଠେଇ ଦେବା ଘଟଣା ସାରା ଇଲାକାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପ୍ରକୃତ ଘଟଣା ହେଉଛି, ତିଲୌଥୁ ପ୍ରାଥମିକ…

ଅପେକ୍ଷାର ଅନ୍ତ ହେଲା । ଦୀର୍ଘ ବର୍ଷର ଅପେକ୍ଷା ପରେ ଜନ୍ମକଲା ମା’ କୋଳକୁ ଫେରିଲା ପୁଅ ।

କନକ ବ୍ୟୁରୋ: ଦୀର୍ଘ ଦିନ ଅପକ୍ଷାର ଅନ୍ତ ହୋଇଛି । ମା’ କୋଳକୁ ଫେରିଛି ପୁଅ । ଜନ୍ମ ହେବା ପରଠାରୁ କେବେ ଆଖି ପୁରେଇ ଦେଖିନଥିବା ମା’ ଆଜି କୁନିପୁଅକୁ ପାଖରେ ପାଇ ଆତ୍ମହରା ହୋଇଉଠିଛି । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଇଲାକାରେ ଥିବା ଶିଶୁ କଲ୍ୟାଣ ବୋର୍ଡ…