ପାକିସ୍ତାନରେ ହେବ ଶ୍ରୀଲଙ୍କା ସ୍ଥିତି ! ଖାଲି ପଡିଛି ରାଜସ୍ୱ, ଏବେ ମୁଖିଆଙ୍କ ମୁଣ୍ଡରେ ଋଣ ସୁଝିବାକୁ ଚିନ୍ତା ।
କନକ ବ୍ୟୁରୋ: ଶ୍ରୀଲଙ୍କାର ଭୟଙ୍କର ସ୍ଥିତି କାହରିକୁ ଅଛପା ନାହିଁ । ଶାସନ ଅବ୍ୟବସ୍ଥା ପୁରା ଦେଶକୁ କିପରି ଛାରଖାର କରିପାରେ ଶ୍ରୀଲଙ୍କା କାହାର ଜ୍ୱ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛି । ଦେଶରେ ଲୋକେ ଖାଇବାକୁ ପାଉନାହାଁନ୍ତି । ରୋଗୀଙ୍କ ପାଇଁ ଔଷଧ ନାହିଁ । ଦେଶ ଛାଡି ପଳାଇଛନ୍ତି…