ପଶ୍ଚିମବଙ୍ଗରେ ଦ୍ରୌପଦୀ ମୁର୍ମୁଙ୍କୁ ବିଜେପିର ଭବ୍ୟ ସ୍ୱାଗତ । ଅନ୍ୟପଟେ ଦ୍ରୌପଦୀଙ୍କୁ ସମର୍ଥନ ପାଇଁ ଦାବି କଲେ…

କନକ ବ୍ୟୁରୋ: ସମର୍ଥନ ଯୋଗାଡ଼ରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ପଶ୍ଚିମବଙ୍ଗରେ ପହଂଚିବା ପରେ ବିଜେପି ପକ୍ଷରୁ ସ୍ୱାଗତ କରାଯାଇଛି । ପଶ୍ଚିମବଙ୍ଗରେ ଥିବା ସ୍ୱାମୀ ବିବେକାନନ୍ଦଙ୍କ ପୈତୃକ ବାସଭବନରେ ପହଞ୍ଚିିଥିଲେ ଦ୍ରୌପଦୀ । ସେଠାରେ ବିବେକାନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି…

ଆଜି ରସଗୋଲା ଦିବସ । ରସଗୋଲା ଦେଇ ମା’ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ପ୍ରଭୁ ଶ୍ରୀଜଗନ୍ନାଥ

କନକ ବ୍ୟୁରୋ: ଓଡିଶାର ମିଷ୍ଟାନ୍ନଗୁଡିକ ଭିତରେ ରସଗୋଲା ଯେ କେତେ ଗୁରୁତ୍ୱ ବହନ କରେ ଏକଥା କୌଣସି ଓଡିଆକୁ ବୁଝାଇବା ଆବଶ୍ୟକ ନାହିଁ । ଶ୍ରୀଜଗନ୍ନାଥ ସଂସ୍କୃତିରେ ରସଗୋଲର ବେଶ୍ ଗୁରୁତ୍ୱ ରହିଛି । ପ୍ରତିବର୍ଷ ଚତୁର୍ଦ୍ଧା ମୂରତିଙ୍କ ନୀଳାଦ୍ରି ବିଜେ ଅବସରରେ ରସଗୋଲା ଭୋଗ ଲାଗୁଥିବାରୁ ଏହି…

ଦେଶ ଛାଡି ଯିବାକୁ ଚେଷ୍ଟା କରୁଥିଲେ ରାଷ୍ଟ୍ରପତିଙ୍କ ଭାଇ । ଏୟାରପୋର୍ଟରେ କାବୁ କରିନେଲେ ଅଧିକାରୀ

କନକ ବ୍ୟୁରୋ: ଶ୍ରୀଲଙ୍କାରେ ସ୍ଥିତି ଅଣାୟତ୍ତ । ଉକ୍ରଟ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି ଦେଶବାସୀ । ଆଉ ଏହି ଆର୍ଥିକ ସଙ୍କଟ ଏବେ ରାଜନୈତିକ ସଙ୍କଟରେ ବଦଳିଛି । ଏଭଳି ସ୍ଥିତିରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ପରିବାର ଉପରେ ଆକ୍ରୋଶ ପ୍ରକାଶ କରିଛନ୍ତି ନାଗରିକ । ଉଭୟଙ୍କ ସରକାରୀ…

ଆସନ୍ତା ୫ ବର୍ଷ ମଧ୍ୟରେ ରାସ୍ତାରୁ ଗାଏବ ହୋଇଯିବ ପେଟ୍ରୋଲ ଗାଡି । ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ଦାବି

କନକ ବ୍ୟୁରୋ: ନିଜର ମନ୍ତବ୍ୟକୁ ନେଇ ଏବେ ପୁଣିଥରେ ଚର୍ଚ୍ଚାରେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ଗଡକରୀ ନିଜ ନୂଆ ନୂଆ ଯୋଜନାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସୁଛନ୍ତି । ଏହାବ୍ୟତୀତ ସଡକ ସୁରକ୍ଷା ସହ ପରିବେଶ ସୁରକ୍ଷା ପାଇଁ ସବୁଜ ଶକ୍ତି ଉପରେ ସୁବବେଳେ ଗୁରୁତ୍ୱ…

୫ ବର୍ଷର ଅପେକ୍ଷା ପରେ ଭାରତର ବୋହୂ ହେଲେ ପାକିସ୍ତାନୀ ଝିଅ । ଜଳନ୍ଧରରେ କଲେ ବିବାହ

କନକ ବ୍ୟୁରୋ: କୁହାଯାଏ ପ୍ରେମରେ ଦୂରତା ବାଧା ଦେଇପାରେନା । ପ୍ରେମ ଆଗରେ ସବୁ ପ୍ରତିବନ୍ଧକ ହାର ମାନେ । ଏହାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ପକିସ୍ତାନର ଯୁବତୀ । ୫ ବର୍ଷର ଉଦ୍ୟମ ପରେ ପାକିସ୍ତାନର ଶମିୟାଲା ପାକିସ୍ତାନରୁ ଭାରତ ଆସି ପହଞ୍ଚିଛନ୍ତି । ସେ ପଞ୍ଜାବର କଳନ୍ଧର ନିବାସୀ କମଲ…

ନୂଆ ସଂସଦ ଭବନରେ ସୁଉଚ୍ଚ ଅଶୋକ ସ୍ତମ୍ଭ  । ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ମୋଦୀ । 

କନକ ବ୍ୟୁରୋ: ନୂଆ ସଂସଦ ଭବନରେ ଆଜି ନୂଆ ଅଶୋକ ସ୍ତମ୍ଭର ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି  ସମ୍ଭର ଉଚ୍ଚତା ରହିଛି ୨୦  ଫୁଟ୍ । ଏହାର ଓଜନ ୯୫୦୦ କେଜି । ଏହା କେବଳ ବ୍ରୋଞ୍ଚରେ ନିର୍ମାଣ କରାଯାଇଛି । ଏହାକୁ ୮ଟି ପର୍ଯ୍ୟାୟରେ ନିର୍ମାଣ କରାଯାଇଛି । ଏହାପରେ ନୂତନ…