ଦୂର ହେବ ଖାଦ୍ୟ ସଙ୍କଟ । ଖାଦ୍ୟଶସ୍ୟ ରପ୍ତାନୀ ପାଇଁ ଶେଷରେ ସହମତି ଦେଲେ ରୁଷ ଓ ୟୁକ୍ରେନ୍

କନକ ବ୍ୟୁରୋ: ଦୂର ହେବ ଖାଦ୍ୟ ସଙ୍କଟ । ଖାଦ୍ୟ ଶସ୍ୟ ରପ୍ତାନୀ ପାଇଁ ଶେଷରେ ସହମତି ଦେଲେ ରୁଷ ଓ ୟୁକ୍ରେନ୍ । ଗତ ଫେବ୍ରୁୟାର ୨୪ତାରିଖରୁ ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଜାରି ରହିଥିବା ଭିତରେ ଦୁଇ ଦେଶ ମଧ୍ୟରେ ଏହି ବୁଝାମଣା ସ୍ୱାକ୍ଷର ହୋଇଛି । କୃଷ୍ଣସାଗର ପଥ ଦେଇ ଜାହାଜରେ…

କାଶୀପୁରରେ ଝାଡ଼ାବାନ୍ତିରେ ଆଉ ଜଣଙ୍କର ମୃତ୍ୟୁ । ଘରେ ଚିକିତ୍ସିତ ହେଉଛନ୍ତି ୫ଶହରୁ ଅଧିକ ରୋଗୀ ।

କନକ ବ୍ୟୁରୋ: କାଶୀପୁରରେ ଝାଡ଼ାବାନ୍ତିରେ ଆଉ ଜଣଙ୍କର ମୃତ୍ୟୁ । ମୃତକ ଜଣକ ଡ଼ୁଡ଼କବାହାଲ ଡ଼େଙ୍ଗାଗୁଡ଼ା ଗାଁର ଅର୍ଜୁନ ମାଝି । ପୂର୍ବରୁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ବି ସେ ଭଲ ହୋଇଗଲେ କହି ଘରକୁ ପଠାଇଦେଇଥିଲେ ଡାକ୍ତର । ସୂଚନା ମୁତାବକ, ୩ ହସ୍ପିଟାଲରେ ମାତ୍ର ୪୮ ରୋଗୀ…

ଶିବସେନା କାହାର? ବହୁମତ ସାବ୍ୟସ୍ତ କରିବାକୁ ଏକନାଥ ଓ ଉଦ୍ଧବଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ୍ ।

କନକ ବ୍ୟୁରୋ: ଶିବସେନା କାହାର । ମହାରାଷ୍ଟ୍ରରେ ଉଦ୍ଦବ ସରକାର ଭାଙ୍ଗି ସିନ୍ଦେ ସରକାର ଗଠନ ହେବା ପରେ ଏବେ ଶିବସେନା କାହାର, ତାକୁ ନେଇ ଚାଲିଛି ଛକାପଂଝା । ଉଦ୍ଧବ ଠାକରେ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉଭୟଙ୍କ ଗୋଷ୍ଠି ଶିବସେନା ଓ ଏହାର ଦଳୀୟ ଚିହ୍ନକୁ ନିଜ କବଜାରେ…

୬ଜଣ କାଉଡିଆଙ୍କ ଉପରେ ମାଡିଗଲା ଡମ୍ପର । ଘଟଣାସ୍ଥଳରେ ମୃତ୍ୟୁ

କନକ ବ୍ୟୁରୋ: ଉତ୍ତରପ୍ରଦେଶ ହାଥରସଠାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏଠାରେ ମହାଦେବଙ୍କ ପାଖୁ ଜଳଭିଷେକ କରିବାକୁ ଯାଉଥିବା ୬ଜଣ କାଉଡିଆ ଭକ୍ତଙ୍କ ଉପରେ  ଡମ୍ପର ମାଡିଯିବାରୁ ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ହୋଇଛି । ସୂଚନା ମୁତାବକ, ସେମାନେ ହରିଦ୍ୱାରରୁ ଗଙ୍ଗାଜଳ ନେଇ ଜନପଦ…

ଚାଲିଛି ଦ୍ରୌପଦୀ ମୁର୍ମୁଙ୍କ ଶପଥପାଠ ଉତ୍ସବର ଅତିଥି ତାଲିକା ପ୍ରସ୍ତୁତି । ଶପଥ ସମାରୋହକୁ ମୁଖ୍ୟମନ୍ତ୍ରୀ ନବୀନ…

କନକ ବ୍ୟୁରୋ: ଦେଶର ପରବର୍ତୀ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ । ତାଙ୍କୁ ଅପେକ୍ଷା କରିଛି ରାଇସିନା ହିଲ । ସୋମବାର ଦିନ ସେ ରାଷ୍ଟ୍ରପତି ଭାବେ ଶପଥ ନେବେ । ପାର୍ଲାମେଂଟର ସେଂଟ୍ରାଲ ହଲରେ ଶପଥ ସମାରୋହ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଶପଥ ପାଠ ଉତ୍ସବରେ…

ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତର ରୋମାଂଚକର ବିଜୟ । ମାତ୍ର ତିନି ରନରେ ଜିତିଲା ଟିମ୍ ଇଣ୍ଡିଆ

କନକ ବ୍ୟୁରୋ: ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତର ରୋମାଂଚକର ବିଜୟ । ମାତ୍ର ତିନି ରନରେ ଜିତିଲା ଟିମ୍ ଇଣ୍ଡିଆ । ଫଳରେ ସିରିଜ୍ ୧-୦ରେ ଆଗୁଆ ରହିଛି ଶିଖର ଧାୱନଙ୍କ ଦଳ । ପ୍ରଥମେ ବ୍ୟାଟିଂ କରି ଭାରତ ୭ ୱିକେଟ୍ ହରାଇ ୩୦୮ ରନ୍ କରିଥିଲା । ଦମଦାର ବ୍ୟାଟିଂ କରିଥିଲେ ଅଧିନାୟକ ଶିଖର ଧାୱନ୍…