ଚେକିଙ୍ଗ ବେଳେ ଏଆରଟିଓର ଦୁଇ କନଷ୍ଟେବଳଙ୍କୁ ଟ୍ରକ ଚଢାଇ ହତ୍ୟା । ଘଟଣାସ୍ଥଳରେ ଦୁହିଁଙ୍କ ମୃତ୍ୟୁ ।

କନକ ବ୍ୟୁରୋ: ଉତ୍ତରପ୍ରଦେଶ ସୁଲତାନପୁରରେ ଘଟିଛି ହରିୟାଣା ପରି ଆଉ ଏକ ଘଟଣା । ଚେକିଙ୍ଗ ପାଇଁ ଯାଇଥିବା ଏଆରଟିଓ କନଷ୍ଟେବଳ ଓ ଡ୍ରାଇଭରଭାବେ କାର୍ଯ୍ୟ କରୁଥିବା ଅନ୍ୟଜଣେ କନଷ୍ଟେବଳଙ୍କୁ ଟ୍ରକ୍ ମଡାଇ ହତ୍ୟା କରାଯାଇଛି । ଘଟଣାସ୍ଥଳରେ ହିଁ ଦୁହିଁଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ଅଭଯୁକ୍ତ…

କାରଗିଲ ବିଜୟ ଦିବସକୁ ୨୩ ବର୍ଷ । ଦେଶ ପାଇଁ ପ୍ରାଣବଳି ଦେଇଥିବା ଯବାନଙ୍କୁ ଝୁରୁଛି ସାରା ଦେଶ ।

କନକ ବ୍ୟୁରୋ: କାହାଣୀ ଭାରତୀୟ ବୀର ଯବାନଙ୍କର । ୨୩ ବର୍ଷରେ ବି ଭାରି ମନେ ପଡେ ବୀର ଯବାନଙ୍କର ସୌର ଗାଥା । ମନେ ପଡେ ପାକିସ୍ତାନର ବିଶ୍ୱାସଘାତକତା । ଆଉ ମନେପଡେ ଲହୁ ଢାଳି , ପ୍ରାଣ ଦେଇ ଶତ୍ରୁ ଠାରୁ ନିଜ ଦେଶକୁ ରକ୍ଷା କରିଥିବା ଅମର ଯବାନଙ୍କର ଦୁଃସାହସର କାହାଣୀ । ଆଜି ବି ସେମାନଙ୍କର…

ଅନନ୍ୟ ପଶୁପ୍ରେମୀ । ବୁଲା କୁକୁରଙ୍କ ପାଇଁ ବିକିଦେଲେ ଘର ଓ ଗାଡି ।

କନକ ବ୍ୟୁରୋ: ଯେଉଁଠି ମଣିଷ ଦୁଃଖ ବୁଝିବାକୁ ଲୋକେ ନାରାଜ ସେଠି ବୁଲା ପଶୁଙ୍କ କଥା ପଚାରେ କିଏ । ହେଲେ ସମାଜର ଜଣେ ଭିନ୍ନ ମଣିଷ ରାକେଶ କୁମାର । ବାଙ୍ଗାଲୋର ସହରର ବାସିନ୍ଦା । ଯିଏ ରାସ୍ତାର ବୁଲା କୁକୁରଙ୍କ ପାଇଁ ବିକିଦେଲେ ନିଜର ୩ଟି ଘର ଆଉ ୨୦ଟି କାର୍ । କଥାଟା ଆପଣଙ୍କୁ କାହାଣୀ ପରି…

ଦୁର୍ଘଟଣାଗ୍ରସ୍ତ ହୋଇ ବିଲରେ ଖସିଲା ଟ୍ରେନି ବିମାନ । ଅଳ୍ପକେ ବର୍ତ୍ତିଲେ ମହିଳା ପାଇଲଟ୍ ।

କନକ ବ୍ୟୁରୋ: ମହାରାଷ୍ଟ୍ର ପୁଣେ ଜିଲ୍ଲାର ଇନ୍ଦାପୁର ତାଲୁକା ଇଲାକାରେ ଆଜି ସକାଳ ପାଖାପାଖି ୧୧.୩୦ ସମୟରେ ଏକ ଟ୍ରେନି ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଛି । ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଯାଇଛି ମହିଳା ପାଇଲଟଙ୍କ ଜୀବନ । Maharashtra | A trainee aircraft crashed in a…

ରାଷ୍ଟ୍ରପତି ଆସନରୁ ହଟିବା ପରେ ମେହବୁବା ମୁଫତିଙ୍କ ଟାର୍ଗେଟରେ ରାମନାଥ କୋବିନ୍ଦ ।

କନକ ବ୍ୟୁରୋ: ନୂଆ ରାଷ୍ଟ୍ରପତିଙ୍କ ଆଗମନ ସହ ରାଷ୍ଟ୍ର୍ରପତି ଭବନରୁ ବିଦାୟ ନେଇଛନ୍ତି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି ପଦ ଛାଡିବା କ୍ଷଣି କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ନିଶାନା ବନିଛନ୍ତି ରାମନାଥ କୋବିନ୍ଦ । କୋବିନ୍ଦ ଏପରି ଏକ ପୃଷ୍ଠଭୂମି…

ଶିକ୍ଷୟିତ୍ରୀରୁ ରାଷ୍ଟ୍ରପତି ଯାଏଁ ଯାତ୍ରା । ଦେଶର ପ୍ରଥମ ଆଦିବାସୀ , ସବୁଠୁ କନିଷ୍ଠ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

କନକ ବ୍ୟୁରୋ: ଆଜି ଦେଶକୁ ମିଳିଛନ୍ତି ୧୫ ତମ ରାଷ୍ଟ୍ରପତି । ସଂସଦର ସେଣ୍ଟ୍ରାଲ ହଲରେ ମାନ୍ୟଗଣ୍ୟ ବକ୍ତିତ୍ୱଙ୍କ ଗହଣରେ ଶପଥ ଗ୍ରହଣ କରିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦେଶ ଆଜି ପାଇଛି ପ୍ରଥମ ଆଦିବାସୀ ଓ ସର୍ବକନିଷ୍ଠ ରାଷ୍ଟ୍ରପତି । ଜୁନ୍ ୨୦ ତାରିଖରେ ୬୪ତମ ଜନ୍ମଦିନ…