ଶିକ୍ଷକଙ୍କ ବଦଳି ଖବରକୁ ସହିପାରିଲେନି ଛାତ୍ରଛାତ୍ରୀ । ସାରଙ୍କୁ ଧରି ଭୋ ଭୋ ହୋଇ କାନ୍ଦିଲେ କୁନି କୁନି ପିଲା ।…

କନକ ବ୍ୟୁରୋ: ଉତ୍ତରପ୍ରଦେଶର ଚନ୍ଦୌଲି ଜିଲ୍ଲାରେ ଥିବା ଏକ ସ୍କୁଲର ଏକ ଭିଜୁଆଲ ସୋସିଆଲ ମିଡିଆରେ ଲୋକଙ୍କୁ ଭାବୁକ କରିପକାଉଛିି । ଚନ୍ଦୌଲିର କମ୍ପୋଜିଟ୍ ସ୍କୁଲର ଛୋଟ ଛୋଟ ଛାତ୍ରଛାତ୍ରୀ ଶିକ୍ଷକଙ୍କୁ ଧରି ଭୋ ଭୋ ହୋଇ କାନ୍ଦୁଛନ୍ତି । କାରଣ ହେଉଛି ଏହି ସ୍କୁଲର ଶିକ୍ଷକ ଶିବେନ୍ଦ୍ର ସିଂହ…

ପାକିସ୍ତାନୀ ସେନାଧିକାରୀଙ୍କୁ ଅପହରଣ କରି ହତ୍ୟା କଲେ ଆତଙ୍କବାଦୀ । ପରିବାର ସହ ବୁଲିବାକୁ ବାହାରିଥିଲେ ଅଧିକାରୀ ।

କନକ ବ୍ୟୁରୋ: ପାକିସ୍ତାନରେ ସେନାଧିକାରୀଙ୍କୁ ହତ୍ୟା କଲେ ଆତଙ୍କବାଦୀ । ପରିବାର ସହ ବୁଲିବାକୁ ବାହାରିଥିବା ସେନାଧିକାରୀ କର୍ଣ୍ଣଲ ଲାଇକ୍ ବେଗ୍ ମିର୍ଜା ଇଦ୍ ଛୁଟିରେ ପରିବାର ସହ କରାଚିରୁ ଜିୟାରତ୍ ବୁଲିବାକୁ ଯାଉଥିବାବେଳେ ତାଙ୍କୁ ଅପହରଣ କରିନେଇ ହତ୍ୟା କରିଛନ୍ତି ଆତଙ୍କବାଦୀ ।…

ହାତରେ ରହିଛି ସୁସ୍ଥ ରହିବାର ରହସ୍ୟ । ତାଳି ମାରନ୍ତୁ, ସୁସ୍ଥ ରୁହନ୍ତୁ ।

କନକ ବ୍ୟୁରୋ: କୌଣସି ଇଭେଣ୍ଟଠାରୁ ଆରମ୍ଭ କରି ଖେଳ କୁଦ , ଧର୍ମ ସମ୍ମିଳନୀ ସବୁଠି ତାଳିବାର ଗୁରୁତ୍ୱ ରହିଛି । କିନ୍ତୁ ଆପଣ ଜାଣନ୍ତି କି ତାଳି ମାଣିଷର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍ ଉପକାରୀ ହୋଇଥାଏ । ଅନେକ ସ୍ୱାସ୍ଥ୍ୟ ସର୍ମ୍କୀୟ ଗବେଷଣାରୁ ଏହାର ପ୍ରମାଣ ମିଳିଛି । କ’ଣ କହୁଛି ଗବେଷଣା?…

ନୂଆ ରୂପରେ କଙ୍ଗନା ରାଣାୱତ । ଜଣେ ଶକ୍ତିଶାଳୀ ମହିଳାଙ୍କ ବେଶରେ ଆସିଲେ ନଜର ।

କନକ ବ୍ୟୁରୋ: ଝାନ୍ସି ରାଣୀ ଲକ୍ଷ୍ମବାଈ, ଜୟଲଲିଥାଙ୍କ ବାୟୋପିକ ପରେ ଏବେ ଭାରତର ଆଇରନ୍ ଲେଡି କୁହାଯାଉଥିବା ମହିଳା ତଥା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଗର ଆସିଛନ୍ତିି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ୍ । ରିଲିଜ୍ ହୋଇଥିବା ଆଗାମୀ ଫିଲ୍ମ…

ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ବିବାହକୁ ନେଇ ବିବାଦ । ପବିତ୍ର ‘ଗୁରୁଗ୍ରନ୍ଥ ସାହିବ’ର ଅପମାନ ହୋଇଥବା ଏସଜିପିସିର…

କନକ ବ୍ୟୁରୋ: ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ବିବାହକୁ ନେଇ ଆରମ୍ଭ ହୋଇଛି ବିବାଦ । ମାନଙ୍କ ବିବାହରେ ପବିତ୍ର ଗ୍ରନ୍ଥ ‘ଗୁରୁଗ୍ରନ୍ଥ ସାହିବ’ଙ୍କ ଅପମାନ ହୋଇଥିବା ଦାବି କରିଛି ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି(ଏସଜିପିସି) । ମାନଙ୍କ ବିବାହରେ ‘ଗୁରୁ ଗ୍ରନ୍ଥ ସାହିବ’ଙ୍କୁ ନେଇଯାଉଥିବା…

ପାକିସ୍ତାନରେ ହେବ ଶ୍ରୀଲଙ୍କା ସ୍ଥିତି ! ଖାଲି ପଡିଛି ରାଜସ୍ୱ, ଏବେ ମୁଖିଆଙ୍କ ମୁଣ୍ଡରେ ଋଣ ସୁଝିବାକୁ ଚିନ୍ତା ।

କନକ ବ୍ୟୁରୋ: ଶ୍ରୀଲଙ୍କାର ଭୟଙ୍କର ସ୍ଥିତି କାହରିକୁ ଅଛପା ନାହିଁ । ଶାସନ ଅବ୍ୟବସ୍ଥା ପୁରା ଦେଶକୁ କିପରି ଛାରଖାର କରିପାରେ ଶ୍ରୀଲଙ୍କା କାହାର ଜ୍ୱ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛି । ଦେଶରେ ଲୋକେ ଖାଇବାକୁ ପାଉନାହାଁନ୍ତି । ରୋଗୀଙ୍କ ପାଇଁ ଔଷଧ ନାହିଁ । ଦେଶ ଛାଡି ପଳାଇଛନ୍ତି…