‘ମୋ ଭାଇ ଉପରେ ବ୍ଲାକ୍ ମ୍ୟାଜିକ୍ ହେଇଛି’ । ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ନାଁ ନେଇ ଏପରି କହିଲେ ବାବୁସାନଙ୍କ ଭଉଣୀ…

କନକ ବ୍ୟୁରୋ: ବାବୁସାନଙ୍କ ଘଟଣାରେ ସିଧାସଳଖ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଦାୟୀ କରିଛନ୍ତି ତାଙ୍କ ଭଉଣୀ । ‘ମୋ ଭାଇ ପୂର୍ବଠାରୁ ବହୁତ ବଦଳିଯାଇଛି । ଏଥିପାଇଁ ଅଭିନେତ୍ରୀ ଦାୟୀ’ ବୋଲି ଖୋଲାଖୋଲି କହିଛନ୍ତି ବାବୁସାନଙ୍କ ଭଉଣୀ । ‘ପ୍ରକୃତି ମିଶ୍ରଙ୍କ କ୍ୟାରେକ୍ଟର ବିଷୟରେ ମୁଁ ଭଲ…

‘ମୋ ପୁଅର ଭଲପଣିଆର ଫାଇଦା ନିଆଯାଇଛି’ । ଭାବବିହ୍ୱଳ ହୋଇ ରାଜ୍ୟବାସୀଙ୍କ ପ୍ରାର୍ଥନା କାମନା କଲେ ବାବୁସାନଙ୍କ ମା’…

କନକ ବ୍ୟୁରୋ: ପୁଅ ବାବୁସାନଙ୍କ କଥା କହି ଭାବବିହ୍ୱଳ ହେଲେ ମା’ ଅପରାଜିିତା । ପୁଅକୁ ପୂର୍ବଭଳି ଫେରିପାଇବାକୁ ରାଜ୍ୟବାସୀଙ୍କ ପ୍ରାର୍ଥନା କରିବାକୁ ଅନୁରୋଧ କଲେ । ଓଲିଉଡ୍ ଆକ୍ଟର ବାବୁସାନଙ୍କୁ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ତାଙ୍କ ପତ୍ନୀ ରେଡହ୍ୟାଣ୍ଡେଡ୍ ଧରିବା ପରେ ରାଜଧାନୀ…

ୱାର୍ଲ୍ଡ ଆଥଲେଟିକ୍ ଚାମ୍ପିଅନସିପରେ ଇତିହାସ ରଚିଲେ ନୀରଜ ଚୋପ୍ରା । ଜାଭେଲିନ୍ ଥ୍ରୋରେ ଜିତିଲେ ରୌପ୍ୟ ।

କନକ ବ୍ୟୁରୋ: ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ରୌପ୍ୟ ଜିତି ଇତିହାସ ରଚିଛନ୍ତି ଗୋଲ୍ଡେନ୍ ବୟ ନୀରଜ ଚୋପ୍ରା । ଆମେରିକାରେ ଆୟୋଜିତ ଏହି ସମ୍ମାନଜନକ ଇଭେଣ୍ଟରେ ୮୮.୧୩ ମିଟର ଭାଲା ଫିଙ୍ଗି ରୌପ୍ୟ ପଦକ ହାତେଇଛନ୍ତି ନୀରଜ । ଏହା ପୂର୍ବରୁ ବିଶ୍ୱ ଆଥଲେଟକ୍ସ ଚାମ୍ପିଅନସିପରେ ଭାରତକୁ ଗୋଟିଏ…

୬୮ ଦେଶରେ ବ୍ୟାପୀଲାଣି ମଙ୍କିପକ୍ସ । ଏହାକୁ ଗ୍ଲୋବାଲ ପବ୍ଲିକ୍ ହେଲଥ ଏମରଜେନ୍ସି ଘୋଷଣା କଲା ବିଶ୍ୱ ସ୍ୱାସ୍ଥ୍ୟ…

କନକ ବ୍ୟୁରୋ: ମଙ୍କିପକ୍ସକୁ ଗ୍ଲୋବାଲ ପବ୍ଲିକ୍ ହେଲଥ ଏମରଜେନ୍ସି ଘୋଷଣା କଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ଏହା ବିଶ୍ୱ ସ୍ତରରେ କାୟା ବିସ୍ତାର କରିବାରେ ଲାଗିଲାଣି ବୋଲି କହିଛନ୍ତି ଡବ୍ଲୁଏଚଓ ମୁଖ୍ୟ ଟେଡ୍ରୋସ୍ ଘେବ୍ରୟସସ୍ । ୟୁରୋପୀୟ ଦେଶ ମାନଙ୍କରେ ମଙ୍କିପକ୍ସର ଅଧିକ ବିପଦ ରହିଥିବା…

ସାମ୍ନାକୁ ଆସିଲା ପାର୍ଥଙ୍କ ସହଯୋଗୀ ଅର୍ପିତା ମୁଖାର୍ଜିଙ୍କ ଓଡ଼ିଶା ଲିଙ୍କ । ଜାଣନ୍ତୁ କିଏ ଏହି ଅର୍ପିତା ମୁଖାର୍ଜୀ ।

କନକ ବ୍ୟୁରୋ: ୨୬ ଘଂଟାର ଜେରା ପରେ ଗିରଫ ହୋଇଛନ୍ତି ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜି । ସେପଟେ ସାମ୍ନାକୁ ଆସିଛି ପାର୍ଥଙ୍କ ସହଯୋଗୀ ଅର୍ପିତା ମୁଖାର୍ଜିଙ୍କ ଓଡ଼ିଶା ଲିଙ୍କ । ଏକାଧିକ ଫିଲ୍ମରେ ଅଭିନୟ କରିଛନ୍ତି ଅର୍ପିତା । ତେବେ ଅର୍ପିତା ମୁଖାର୍ଜୀ କିଏ? - ବେଙ୍ଗଲୀ ଫିଲ୍ମ…

ରାସ୍ତା ଉପରେ ଷ୍ଟାର ଦମ୍ପତିଙ୍କ ହାଇଡ୍ରାମା । ଜଣେ ଅଭିନେତ୍ରୀଙ୍କ ସହ ବାବୁସାନଙ୍କୁ ଧରିଲେ ତାଙ୍କ ପତ୍ନୀ । ସୋସିଆଲ…

କନକ ବ୍ୟୁରୋ: ରାଜରାସ୍ତାକୁ ଆସିଲା ଷ୍ଟାରଙ୍କ ଘର କଳି । ରାସ୍ତା ଉପରେ ବାବୁସାନଙ୍କ ସହ ଝଗଡ଼ା କଲେ ପତ୍ନୀ । ଜଣେ ଅଭିନେତ୍ରୀଙ୍କ ସହ ବାବୁସାନ ଥିବା ବେଳେ ଧରିଲେ ପତ୍ନୀ । ବାବୁସାନଙ୍କ ସାଥିରେ ଥିବା ହିରୋଇନ୍ ଓଲିଉଡ଼ର ଜଣେ ଚର୍ଚ୍ଚିତ ଚେହେରା । ରାସ୍ତା ଉପରେ କାରକୁ ଅଟକାଇ ଝଗଡ଼ା କରିବା ସହ…