Daily Archives

December 9, 2023

୩ରାଜ୍ୟର କିଏ ଧରିବେ ମଙ୍ଗ, ଖୋଜ ସହ ମାନସମନ୍ଥନ କରୁଛି ବିଜେପ । ମୁଖ୍ୟମନ୍ତ୍ରୀ ଚେହେରା ଖୋଜୁଛନ୍ତିି ପର୍ଯ୍ୟବେକ୍ଷକ

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ଚେହେରା ଭିତରେ ଜାରି ରହିଛି ବିଜେପିର ମାନସମନ୍ଥନ । ରାଜସ୍ଥାନ ପାଇଁ ସବୁଠୁ ଅଧିକ କସରତ କରୁଛି ଦଳ । ସେପଟେ ଚର୍ଚ୍ଚା ସାଉଁଟିଛି ମୁଖ୍ୟମନ୍ତ୍ରୀ ରେସର ଅନ୍ୟତମ ପ୍ରମୁଖ ଦାବିଦାର ବାବା ବାଲକନାଥଙ୍କ ସୋସିଆଲ ମିଡିଆ ପୋଷ୍ଟ । ସୋସିଆଲ ମିଡିଆରେ ପ୍ରଚାର ହେଉଥିବା…

କଳାଟଙ୍କାକୁ ନେଇ ସାରା ଦେଶରେ ଆନ୍ଦୋଳନ । ଚଢ଼ାଉକୁ ନେଇ ତେଜୁଛି ରାଜନୀତି

କନକ ବ୍ୟୁରୋ : କଂଗ୍ରେସର ପୂର୍ବତନ ସାଂସଦ ତଥା ମଦ ବ୍ୟବସାୟୀ ଧିରଜ ସାହୁଙ୍କ ବିଭିନ୍ନ ଠିକଣା ଉପରେ ଆୟକର ବିଭାଗ ଛଢାଉରେ ବର୍ତମାନ ସୁଦ୍ଧା ପାଖାପାଖି ୩୦୦ କୋଟି ନଗଦ ଟଙ୍କା ଜବତ ହୋଇ ସାରିଲାଣି । ଏତେ ମାତ୍ରାରେ କଳାଧନକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ଶହ ଶହ କୋଟି ଟଙ୍କାରେ…

ଆନ୍ଧ୍ରପ୍ରଦେଶରୁ ଚୋରି, ଭୁବନେଶ୍ୱରରେ ଠାବ । ପୋଲିସ ଫେରାଇଲା ଚୋରି ବାଇକ

କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶ ଶ୍ରିକାକୁଲମ ନିବାସୀ ତୁଲସିଦାସଙ୍କ ବୁଲେଟ ତାଙ୍କ ଇଚ୍ଛାପୁରମ ଅଫିସ ନିକଟରୁ ଗତ ମାସ ଚୋରି ହୋଇଥିଲା । ରାତିରେ ନାଇଟ ଡ୍ୟୁଟି କରୁଥିବା ସମୟରେ ଚୋର ତାଙ୍କ ବୁଲେଟର ହ୍ୟାଣ୍ଡେଲ ଲକ ଭାଙ୍ଗି ବୁଲେଟଟିକୁ ନେଇ ଫେରାର ହୋଇଯାଇଥିଲେ ଦୁର୍ବୃତ । ସେ ଏନେଇ…

ରେଳବାଇର ଅଜବ ନୀତି । ଦୂରତା ସମାନ, ହେଲେ ଭଡ଼ା ଭିନ୍ନ

କନକ ବ୍ୟୁରୋ : ପାସେଞ୍ଜର ଟ୍ରେନରେ ସବୁଦିନ ହଜାର ହଜାର ଲୋକ ଯାତ୍ରା କରିବା ଭଳି ଏହି ଦୁଇ ଷ୍ଟେସନ ମଧ୍ୟରେ ମଧ୍ୟ ଯାତ୍ରୀଙ୍କ ଯିବା ଆସିବା ଚାଲେ । ଏମିତିକି ବାଲେଶ୍ୱରର ଲୋକ ସବୁଦିନ ଭଦ୍ରକ ଆସି ଚାକିରିରେ ଯୋଗଦେଇ ଫେରିଯାଆନ୍ତି । ସେମିତି ଭଦ୍ରକରୁ ଯାତ୍ରୀ ପ୍ରତିଦିନ ବାଲେଶ୍ୱର ଯାଆନ୍ତି…

ରାସ୍ତାଖୋଳି ଲୋକଙ୍କୁ ମରଣଯନ୍ତାରେ ପକାଉଛି ୱାଟକୋ । ଗାତରେ ପଡି ମହିଳା ଗୁରୁତର

କନକ ବ୍ୟୁରୋ : ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହୋଇଛି । ସ୍ୱେରେଜ୍ ଲାଇନ ପାଇଁ ୱାଟକୋ ଖୋଳିଥିବା ୧୫ଫୁଟ ଗଭୀର ଗାତରେ ଖସି ପଡିଛନ୍ତି ମହିଳା । ସ୍କୁଟି ଭାଂଗି ଯାଇଥିଲେ ବି ସୌଭାଗ୍ୟ ବସତଃ ମହିଳାଙ୍କ ମୁଣ୍ଡରେ ହେଲମେଟ ଥିବାରୁ ତାଙ୍କ ଜୀବନ ବଂଚିଯାଇଛି । ସବୁଦିନ ଭଳି ପିଲାକୁ…

ଏନସିଆରବି ରିପୋର୍ଟରେ ସାଂଘାତିକ ତଥ୍ୟ । ୩୪ ହଜାରରୁ ଅଧିକ ଶିଶୁ ଓ ମହିଳାଙ୍କ ମିଳୁନି ପତ୍ତା

କନକ ବ୍ୟୁରୋ : ଅପରାଧ, ଦୁର୍ନୀତି ଓ ଆଇନ ଶୃଙ୍ଖଳାର ସ୍ଥିତି ନେଇ ପ୍ରକାଶ ପାଇଛି ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ୨୦୨୨ର ରିପୋର୍ଟ । ଏଥିରେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି, ତାହା ବେଶ ଚିନ୍ତାଜନକ । କାରଣ ଦେଶରେ ମହିଳା ଓ ଶିଶୁଙ୍କ ନିଖୋଜ ସଂଖ୍ୟା ବଢ଼ିବାରେ ଲାଗିଛି । ପ୍ରଶ୍ନ ଉଠୁଛି,…