Daily Archives

July 31, 2023

ସରକାରୀ ଜମିରେ ବେଆଇନ୍ ପୋଡ଼ା ମୋବିଲ୍ କାରବାର ମାମଲା : ଲକ୍ଷେ ଟଙ୍କା ଜରିମାନା ଆଦାୟ କଲା ବିଏମସି

କନକ ବ୍ୟୁରୋ : ଲକ୍ଷେ ଟଙ୍କା ଜରିମାନା ଆଦାୟ କଲା ଭୁବନେଶ୍ୱର ମହାନଗର ନିଗମ ବା ବିଏମସି । ସରକାରୀ ଜମିରେ ବେଆଇନ ଭାବେ ପୋଡା ମୋବିଲ କାରବାର ଚାଲିଥିଲା । ଭିଏସଏସ ନଗର ସ୍ଥିତ ଏକ ସ୍କୁଲ ନିକଟରେ ଚାଲିଥିଲା ଏହି ବେଆଇନ କାରବାର । ତେଣୁ ସ୍ଥାନୀୟ ଲୋକେ ଏବଂ କର୍ପୋରେଟର ବାରମ୍ବାର ଏ ନେଇ…

ଉନ୍ନୟନ କାର୍ଯ୍ୟ ଅନିୟମିତତା ଦେଖିବାକୁୁ ଆସି ହଟହଟା ହେଲେ ଅତିରିକ୍ତ ବିଡିଓ, କାଦୁଅ ରାସ୍ତାରେ ଚଲାଇଲେ ଗ୍ରାମବାସୀ

କନକ ବ୍ୟୁରୋ : ଉନ୍ନୟନ କାର୍ଯ୍ୟ ଅନିୟମିତତା ଦେଖିବାକୁୁ ଆସି ହଟହଟା ହେଲେ ଅତିରିକ୍ତ ବିଡିଓ । କାଦୁଅ ରାସ୍ତାରେ ଚଲାଇଲେ ଗ୍ରାମବାସୀ । ବିଡିଓ ହାତରେ ଚପଲ ଧରି ଚାଲି ଚାଲି ଯିବା ସମୟରେ ତଳି ରୋଇଲେ ଲୋକେ । ପୋଲସରା ବ୍ଲକ ଢ଼ୁଙ୍କାପଡ଼ା ଗାଁରେ ଅତିରିକ୍ତ ବିଡିଓଙ୍କ ସହ କାଦୁଅରେ ଜିଆରଏସ…

ବଜ୍ରପାତରେ ଦୁଇ ଜଣଙ୍କ ମୃତ୍ୟୁ : ମଝି ଚିଲିକାକୁ ମାଛ ମାରିବାକୁ ଯାଇଥିଲେ ବାପ-ପୁଅ

କନକ ବ୍ୟୁରୋ : ଚିଲିକାରେ ବଜ୍ରପାତରେ ବାପ ଓ ପୁଅଙ୍କ ମୃତ୍ୟୁ । ମଝି ଚିଲିକାକୁ ମାଛ ଧରିବାକୁ ବାପ-ପୁଅ ଯାଇଥିଲେ । ଡଙ୍ଗାରେ ଥିବା ବାପ-ପୁଅଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ବିଧାନ ବିଶ୍ୱାସ ଓ ଉତ୍ତମ ବିଶ୍ୱାସ । ମୃତକଙ୍କ ଘର ବାଲୁଗାଁ ଶାନ୍ତିନଗରରେ ବୋଲି ଜଣାପଡିଛି । ଗାଁରେ…

କଲଭର୍ଟ ଭୁଶୁଡି ୫ ମୃତ ଘଟଣା : ମୃତକଙ୍କ ଭିତରେ ୪ ଛୋଟପିଲା ଥିବା ସୂଚନା; ସ୍ୱାମୀ ଓ ପୁଅ ଚାଲିଯିବାରୁ ବିଷପିଇ ଦେଲେ…

କନକ ବ୍ୟୁରୋ : କଲଭର୍ଟ ଭୁଶୁଡି ୫ ମୃତ । ରାୟଗଡା କଲ୍ୟାଣସିଂହପୁର ଉପରସଜା ନିକଟରେ ଥିବା କଲଭର୍ଟ ଭୁଶୁଡି ପଡିଛି । ମୃତକଙ୍କ ମଧ୍ୟରେ ୪ ଜଣ ଶିଶୁ ଓ ଜଣେ ୪୫ ବର୍ଷିୟ ବ୍ୟକ୍ତି ଅଛନ୍ତି । କଲର୍ଭଟ ପାଖରେ ଥିବା ପାଣିରେ କିଛି ବ୍ୟକ୍ତି ଗାଧୋଉ ଥିବା ବେଳେ ଏହି ଅଘଟଣ ଘଟିଛି । ଭୁଶୁଡି ଯାଇଥିବା…

୨୦୨୩ ବିଶ୍ୱକପ୍ : ଅକ୍ଟୋବର ୧୫ ତାରିଖରେ ଖେଳାଯିବନାହିଁ ଭାରତ -ପାକିସ୍ତାନ ମ୍ୟାଚ, ଜାଣନ୍ତୁ କେବେ ସ୍ଥିର ହେଲା ତାରିଖ

କନକ ବ୍ୟୁରୋ : ୨୦୨୩ ବିଶ୍ୱକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅକ୍ଟୋବର ୧୫ ତାରିଖରେ ହେବାକୁ ଥିବା ମ୍ୟାଚ୍ ବାତିଲ ହୋଇଛି । ଏବେ ଏହି ମହାମୁକାବିଲା ପାଇଁ ତାରିଖ ବଦଳିଛି । ସୂଚନା ମୁତାବକ ଏହି ମ୍ୟାଚ୍ କେବେ ହେବ ତାହା ଆଜି ସ୍ଥିର କରାଯିବ । ସେପଟେ ଏକ ରିପୋର୍ଟ ମୁତାବକ ଭାରତ ଓ…

ଆସନ୍ତାକାଲି ବସିବ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ : ହେଲେ ଏଜେଣ୍ଡାରେ ନାହିଁ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ

କନକ ବ୍ୟୁରୋ : ଆସନ୍ତାକାଲି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ହେଲେ ଏଥର ମଧ୍ୟ ତାଲିକାରେ ସ୍ଥାନ ପାଇନି ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ । ଦୀର୍ଘ ଦିନ ହେବ ରତ୍ନ ଭଣ୍ଡାର ଖୋଲିବାକୁ ବିରୋଧୀଙ୍କ ସମେତ ଗଜପତି ମହାରାଜ, ଶ୍ରୀମନ୍ଦିର ସେବାୟତ, ପରିଚାଳନା କମିଟି ସଦସ୍ୟ ପଦ୍ମଶ୍ରୀ…