Daily Archives

July 27, 2023

ଚମତ୍କାର ଢଙ୍ଗରେ ଜୀବନ ଦର୍ଶନର କଥା କହିଲେ ରାଷ୍ଟ୍ରପତି, ବ୍ୟକ୍ତି ପରିବର୍ତ୍ତନ ହେଲେ ସମାଜ ହୁଏ ପରିବର୍ତନ

କନକ ବ୍ୟୁରୋ : ଅତି ଚମତ୍କାର ଢଙ୍ଗରେ ଜୀବନ ଦର୍ଶନର କଥା କହିବା ସହ ଶାନ୍ତି, ପ୍ରେମ, ସଦଭାବ ଓ ଆଧ୍ୟାତ୍ମିକ ମାର୍ଗରେ ପରିିଚାଳିତ ହେବା ପାଇଁ ପରାମର୍ଶ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଓଡ଼ିଶା ଗସ୍ତର ଶେଷ ଦିନରେ ତମାଣ୍ଡୋ ବ୍ରହ୍ମକୁମାରୀ କେନ୍ଦ୍ରରେ ନିଜର ଅଭିଭାଷଣ ରଖିଛନ୍ତି ।…

ଚାଷୀଙ୍କ ଆଶା ଧୋଇଦେଲା ବର୍ଷା। ଅନୁଗୁଳରେ ପ୍ରବଳ ବର୍ଷା ଯୋଗୁଁ ଏକର ଏକର ଜମିରେ ଫସଲ ନଷ୍ଟ

କନକ ବ୍ୟୁରୋ: ବର୍ଷା ଭାଙ୍ଗି ଦେଲା ଚାଷୀର ମେରୁଦଣ୍ଡ । ବର୍ଷା ପାଣି ପଶି ଉଜୁଡିଗଲା ଏକର ଏକର ଫସଲ । ଅମଳ ସମୟରେ ପରିବା ନଷ୍ଟ ହୋଇଯାଇଥିବାରୁ ଚିନ୍ତାରେ ପଡିଯାଇଛନ୍ତି ଅନୁଗୁଳ ବନ୍ତଳା ଅଞ୍ଚଳର ଚାଷୀ । ପାଣିରେ ଭାସୁଛି ଅମଳକ୍ଷମ ପନିପରିବା । ଲଗାଣ ବର୍ଷାରେ ବାଇଗଣ ଫସଲ ନଷ୍ଟ ହୋଇଛି ।…

ଦୁର୍ଘଟଣାରେ ଚାଲିଗଲା ଯବାନଙ୍କ ଜୀବନ। ମୃତ୍ୟୁର କିଛି ସମୟ ପୂର୍ବରୁ ରିଲ୍ସ କରି ସୋସିଆଲ ମିଡିଆରେ କରିଥିଲେ ଅପଲୋଡ୍

କନକ ବ୍ୟୁରୋ: ମୃତ୍ୟୁ କେତେବେଳେ କେମିତି ଆସିବ ତାହା କାହାକୁ ଜଣାନଥାଏ । ଏଇ ଯେମିତି ସୋସିଆଲ ମିଡିଆରେ ରିଲ୍ସ ଅପଲୋଡ କରିବାର ମାତ୍ର କେଇ ମିନିଟ୍ ଭିତରେ ଦୁର୍ଘଟଣାରେ ଚାଲିଯାଇଛି ଯବାନଙ୍କ ଜୀବନ । ଗତ ୬ ତାରିଖରେ ଛୁଟିରେ ଘରକୁ ଆସିଥିବା ବିଏସଏଫ୍ ଯବାନ ଜିତେନ୍ଦ୍ର କୁମାର ପାଢୀଙ୍କ…

ତୁଟୁନି ରାଇପାହାଡ଼ ସୀମା ବିବାଦ: ବୈଠକରେ ପଛଘୁଞ୍ଚା ଦେଲା ଆନ୍ଧ୍ର, ଦେଖାଇ ପାରିଲା ନାହିଁ ପ୍ରମାଣ ପତ୍ର

କନକ ବ୍ୟୁରୋ: କୋରାପୁଟ ନନ୍ଦପଡା ବ୍ଲକର ରାଇପାହାଡ ସୀମା ବିବାଦକୁ ନେଇ ଓଡ଼ିଶା- ଆନ୍ଧ୍ରର ଅଧିକାରୀଙ୍କ ମଧ୍ୟରେ ଆଜି ପୁଣି ବସିଥିଲା ବୈଠକ । ସୀମାନ୍ତ ଚାଟୁଆ ଗାଁରେ ଦିନ ୧୧ଟାରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ବୈଠକରେ ବି ପଛଘୁଂଚା ଦେଲେ ଆନ୍ଧ୍ର ଅଧିକାରୀ । ସୀମାନ୍ତବର୍ତ୍ତୀ ଅଞ୍ଚଳ ବାବଦରେ…

ଦିନରେ କେଳା, ରାତିରେ ଚୋର। ଗାଁ ଗାଁରେ କଳାକନା ବୁଲାଉଥିବା ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଛି ଖୋର୍ଦ୍ଧା ପୁଲିସ

କନକ ବ୍ୟୁରୋ: ଦିନରେ କେଳା, ରାତିରେ କରନ୍ତି ଲୁଟପାଟ୍ । ଏଭଳି ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଛି ଖୋର୍ଧା ପୁଲିସ । ସେମାନଙ୍କଠାରୁ ୨ଶହ ୫୦ ଗ୍ରାମର ସୁନା, ୫ କେଜି ରୂପା ଗହଣା ଜବତ ହୋଇଛି । ଏହାସହ ଏକ ମୃତ ବଜ୍ରକାପ୍ତା ମଧ୍ୟ ଉଦ୍ଧାର ହୋଇଛି । ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆଙ୍କ…

ଉତ୍ପାତ କରୁଛନ୍ତି ହାତୀପଲ, ଘଉଡାଇବା ପାଇଁ ନିଆଁହୁଳା ମାଡ଼

କନକ ବ୍ୟୁରୋ: ଗାଁ ଗଣ୍ଡାରେ ଉତ୍ପାତ କରୁଥିବା ହାତୀ ପଲଙ୍କୁ ଘଉଡାଇବା ପାଇଁ ନିଆଁହୁଳା ମାଡ଼ । କିଛି ଦିନ ହେବ ମୟୂରଭଞ୍ଜ କରଞ୍ଜିଆ ବନଖଣ୍ଡର ଅନେକ ଗାଁରେ ହାତୀପଲ ଆତଙ୍କ ସୃଷ୍ଟି କରିଛନ୍ତି ହାତୀପଲ । ହାତୀ ଉପଦ୍ରବରେ ଅତିଷ୍ଠ ହୋଇ ଲୋକମାନେ ନିଆଁ ହୁଳା ଧରି ହାତୀ ଘଉଡାଇବାକୁ ଉଦ୍ୟମ…