Daily Archives

July 19, 2023

ସାଉଦି ଆରବର ଦାଦନ ଯନ୍ତ୍ରଣାର କରୁଣ ଚିତ୍ର: କାମ କରିବାକୁ ଯାଇ ଫସିଛନ୍ତି ଓଡ଼ିଶାର ତିନି ଶ୍ରମିକ

କନକ ବ୍ୟୁରୋ: ସାଉଦିଆରବରୁ ଆସିଲା ଦାଦନ ଯନ୍ତ୍ରଣାର କରୁଣ ଚିତ୍ର । କାମ କରିବାକୁ ଯାଇ ଫସିଛନ୍ତି ଓଡ଼ିଶାର ୩୦ ଶ୍ରମିକ । ନିଜ ଯନ୍ତ୍ରଣାର ଛାତିଥରା କାହାଣୀ ଭିଡିଓ ମାଧ୍ୟମରେ ଜଣାଇ ସେଠାରୁ ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କୁ କରିଛନ୍ତି ଆକୁଳ ନିବେଦନ । ସାଉଦୀ ଆରବର ଏକ କମ୍ପାନୀରେ କାମ…

ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ ଓ ଏଏସଆଇ: ମଦ ବେପାରୀଙ୍କଠୁ ୫୦ ହଜାର ଲାଂଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ

କନକ ବ୍ୟୁରୋ: ଥାନା ଭିତରୁ ପୋଲିସ ଅଧିକାରୀଙ୍କୁ ଉଠାଇନେଲା ଭିଜିଲାନ୍ସ । ଏଭଳି ମାମଲା ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଥାନା ଅଂଚଳରୁ ଆସିଛି । ଏକ ମାମଲାର ରଫାଦଫା ପାଇଁ ୫୦ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଥାନା ଭିତରେ ଆଇଆଇସି ଓ ଏଏସଆଇଙ୍କୁ ଉଠାଇ ନେଲା ଭିଜିଲାନ୍ସ । ସ୍ଥାନୀୟ ମଦ…

ଭିନ୍ନ ଏକ କାହାଣୀକୁ ନେଇ ଆସୁଛି ଓଡ଼ିଆ ଫିଲ୍ମ ଜହ୍ନ ରାତିର ସାଥୀ: ସମାଜକୁ କେମିତି ପ୍ରଭାବିତ କରୁଛି ଗୁଣି ଗାରେଡ଼ି ଓ…

କନକ ବ୍ୟୁରୋ: ଆସନ୍ତା ୨୧ ତାରିଖରେ ରିଲିଜ ହେବ ଚଳଚିତ୍ର ଜହ୍ନ ରାତିର ସାଥୀ । ଗୁଣିଗାରେଡି, ଅନ୍ଧବିଶ୍ୱାସ, କୁସଂସ୍କାର କିପରି ସମାଜର କ୍ଷତି କରୁଛି ତାକୁ ନେଇ ଫିଲ୍ମ କରାଯାଇଛି । ଏଥିରେ ବଶବର୍ତି ହୋଇ କିପରି ନୀରିହ ଲୋକଙ୍କ ଜୀବନ ଯାଉଛି ତାହା ଚଳଚିତ୍ରରେ ଦର୍ଶାଯାଇଛି । ଏବଂ ଏହି…

ସ୍ମାର୍ଟ ସିଟିରେ ସରକାରୀ ସ୍କୁଲର ବିକଳ ଚିତ୍ର: ଗୋଟିଏ କୋଠରୀରେ ପାଠପଢ଼ୁଛନ୍ତି ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀ

କନକ ବ୍ୟୁରୋ: ରାଜ୍ୟରେ ଭୁଷୁଡି ପଡ଼ିଛି ଶିକ୍ଷା ବ୍ୟବସ୍ଥା । କେଉଁଠି ଶିକ୍ଷକ ନାହାନ୍ତିତ ଅନ୍ୟ କେଉଁଠି ଛାତ୍ରଛାତ୍ରୀଙ୍କ ପାଇଁ ନାହିଁ ସ୍କୁଲ ଘର । ଏହେଉଛି ରାଜଧାନୀ ଭୁବନେଶ୍ୱର ଖାରବେଳନଗର ସ୍ଥିତ ୟୁନିଟ୍ –ଥ୍ରି ପ୍ରାଥମିକ ବିଦ୍ୟାଳୟ ଚିତ୍ର । ଯେଉଁଠି ଗୋଟିଏ ଗୋଟିଏ କୋଠରୀରେ ପଢ଼ୁଛନ୍ତି…

ତୀସ୍ତା ସୀତଲବାଡଙ୍କୁ ସୁପ୍ରିମକୋର୍ଟରୁ ବଡ ଆଶ୍ୱସ୍ତି । ତୀସ୍ତାଙ୍କୁ ନିୟମିତ ଜାମିନ୍ ପ୍ରଦାନ କଲେ ଦେଶର ଶୀର୍ଷ ଅଦାଲତ…

କନକ ବ୍ୟୁରୋ: ତୀସ୍ତା ସୀତଲବାଡଙ୍କୁ ସୁପ୍ରିମକୋର୍ଟରୁ ବଡ ଆଶ୍ୱସ୍ତି । ବୁଧବାର ଦେଶର ଶୀର୍ଷ ଅଦାଲତା ଗୁଜରାଟ ଦଙ୍ଗା ମାମଲାରେ ତୀସ୍ତାଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି । ତେବେ ତୀସ୍ତା ସୀତଲବାଡ ହେଉଛନ୍ତି ସେହି ବ୍ୟକ୍ତି, ଯାହାଙ୍କ ଉପରେ ଗୁଜରାଟ ଦଙ୍ଗା ମାମଲାରେ ମିଛ ଆଫିଡେଭିଟ୍ ଦାଖଲ…

ମାଲକାନଗିରିରେ ଲଗାଣ ବର୍ଷାର ବଡ଼ ପ୍ରଭାବ: ସେମିଷ୍ଟାର ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

କନକ ବ୍ୟୁରୋ: ମାଲକାନଗିରିରେ ଲଗାଣ ବର୍ଷା ପ୍ରଭାବ । ସେମିଷ୍ଟାର ପରୀକ୍ଷା ଦେବାରୁ ବଂଚିତ ହେଲେ ଅନେକ ଛାତ୍ରଛାତ୍ରୀ । ଯୁକ୍ତ ୩ ଦ୍ୱିତୀୟ ବର୍ଷର ଚତୁର୍ଥ ସେମିଷ୍ଟାର ପରୀକ୍ଷା ଦେବାରୁ ବାଦ ପଡ଼ିଲେ ଛାତ୍ରଛାତ୍ରୀ । ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଯୋଗୁଁ ପରୀକ୍ଷା କେନ୍ଦ୍ରରେ ପହଂଚି ପାରିଲେନି…