Daily Archives

July 19, 2023

୧୦ ବର୍ଷ ଧରି ଅଭିଯୋଗ କରି କରି ଥକିଗଲେ ଗ୍ରାମବାସୀ, ଶେଷରେ ପାହାଡ ଖୋଳି କେନାଲ କଲେ ଚାଷୀ

କନକ ବ୍ୟୁରୋ : ହାତରେ ଶାବଳ ଓ କୋଦାଳ ଧରି ପାହାଡ ଖୋଳିଲେ ଚାଷୀ । ମୁଣ୍ଡ ଝାଳ ତୁଣ୍ଡରେ ମାରି ପାହାଡକୁ ଚିରି କେନାଲ ଖୋଳିଛନ୍ତି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ନୂଆଗାଁର ଚାଷୀ । ଆଉ ପାହାଡରୁ ପାଣି ଆଣି ଜମିରେ ଫସଲ ଫଳାଇବାକୁ ଚେଷ୍ଟା କରିଛନ୍ତି । କେନାଲ ଖୋଳିବା ପାଇଁ ପ୍ରଥମେ ପ୍ରଶାସନ…

ଥାନା ଭିତରେ ଲାଞ୍ଚନେବା ଘଟଣା : ନିଲମ୍ବିତ ହେଲେ ଚାନ୍ଦିପୁର ଥାନା ଏଏସଆଇ, ଆଇଆଇସିଙ୍କ କଥା ବିଚାର କରିବେ ଡିଜି

କନକ ବ୍ୟୁରୋ: ଚାନ୍ଦିପୁର ଥାନା ଏଏସଆଇ ପ୍ରଦୀପ କୁମାର ନିଲମ୍ବିତ ହୋଇଛନ୍ତି । ତାଙ୍କୁ ବାଲେଶ୍ୱର ଏସପି ନିଲମ୍ବନ କରିଛନ୍ତି । ସେପଟେ ଏହି ମାମଲାରେ ଆଇଆଇସି ଗଣେଷ ପ୍ରଧାନଙ୍କ ହାତ ଥିବା କଥା କୁହାଯାଉଛି । ତାଙ୍କ ସଂପୃକ୍ତି ନେଇ ଡିଜି ବିଚାର କରିବେ ବୋଲି କୁହାଯାଉଛି । ସୂଚନା ଥାଉକି ।…

ଫାଇଭ-ଟି ସ୍କୁଲରେ ପ୍ଲାଷ୍ଟର ଖସି ଫାଟିଲା ଦିଦିଙ୍କ ମୁଣ୍ଡ, ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ ସେନାପତି ଓ ସିଆରସି…

କନକ ବ୍ୟୁରୋ : ଫାଇଭ-ଟି ସ୍କୁଲ ଛାତରୁ ଖସିଲା ପ୍ଲାଷ୍ଟର । ପ୍ଲାଷ୍ଟର ଖସି ୨ ଜଣ ଆହତ ହୋଇପଡିଛନ୍ତି । ଜଣେ ଶିକ୍ଷୟିତ୍ରୀ ଗୁରୁତର ହୋଇଥିବା ବେଳେ ସିଆରସି ଆହତ ହୋଇଛନ୍ତି । ପୁରୀ ଜିଲ୍ଲା ଅସ୍ତରଙ୍ଗ ତାଳଦା ପଂଚାୟତ ପଢିଆରୀ ବିଦ୍ୟାପୀଠରେ ଏହି ଅଘଟଣ ଘଟିଛି । ବିଦ୍ୟାଳୟ ଅଫିସ ଘରେ ବୈଠକ…

ରେଳଯାତ୍ରୀଙ୍କ ପାଇଁ ଖୁସିଖବର । ଏବେ ଜେନେରାଲ ବଗି ଯାତ୍ରୀଙ୍କୁ ମିଳିବ ଇକୋନମିକ ମିଲ୍, ୨୦ ଟଙ୍କାରେ ମିଲ ତ ୩ଟଙ୍କାରେ…

କନକ ବ୍ୟୁରୋ : ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଖୁସି ଖବର । ଏବେ ଟ୍ରେନର ଜେନେରାଲ କୋଚରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ସୁବିଧା ଓ ଶସ୍ତାରେ ଖାଦ୍ୟ ଓ ପାନୀୟ ଯୋଗାଇ ଦେବ ରେଳ ବିଭାଗ । ଷ୍ଟେସନର ପ୍ଲାଟଫର୍ମ ନିକଟରେ ଯେତେବେଳେ ଟ୍ରେନ ଲାଗିବ ସେତେବେଳେ ଜେନେରାଲ…

କଟକରେ ପୁଣି ଜୀବନ ନେଲା ମୁକୁଳା ଡ୍ରେନ, ବାରପଥର ଅଞ୍ଚଳରେ ମୁକୁଳା ଡ୍ରେନରେ ପଡି ଜଣେ ମୃତ

କନକ ବ୍ୟୁରୋ : ମୁକୁଳା ଡ୍ରେନରେ ପଡି ପୁଣି ଜଣେ ବ୍ୟକ୍ତିଙ୍କର ଜୀବନ ଯାଇଛି । କଟକ ବାରପଥର ଅଞ୍ଚଳରେ ଜଣେ ବ୍ୟକ୍ତି ମୁକୁଳା ଡ୍ରେନରେ ପଡି ମୃତ୍ୟୁବରଣ କରିଛନ୍ତି । ସଫେଇ କରିବା ସମୟରେ କର୍ମଚାରୀ ଜଣଙ୍କ ମୁକୁଳା ଡ୍ରେନ ଭିତରକୁ ଖସିପଡିଥିଲେ । ସଂପୃକ୍ତ ବ୍ୟକ୍ତିଙ୍କୁ ମିଶାଇ ଗତ ୪ ଦିନ…

ପୁରୀ ମାଟିଆପଡା ଫକୀର ଗେଷ୍ଟ ହାଉସରୁ ନର୍ସଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ଆଣିଲେ…

କନକ ବ୍ୟୁରୋ: ପୁରୀ ମାଟିଆପଡା ଫକୀର ଗେଷ୍ଟ ହାଉସରୁ ନର୍ସଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଦୁସ୍କର୍ମ ପରେ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ । ତାଳ ବଣିଆ ଥାନା ପୁଲିସ ମାମଲାକୁ ଚପାଇ ଦେବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି । ସାକ୍ଷୀଗୋପାଳରେ ନର୍ସ ଭାବେ କାର୍ଯ୍ୟ କରୁଥଲେ ୨୩ ବର୍ଷିୟ…