Daily Archives

July 17, 2023

ବିଦ୍ୟାଳୟର ଅସୁବିଧା ଜଣାଇବାକୁ ପଦଯାତ୍ରା : ୩୪୦ ପିଲାଙ୍କ ପାଇଁ ମାତ୍ର ୩ ଶିକ୍ଷକ ; ଅଧାବାଟରେ ଆସି ବୁଝାଇଲେ ଶିକ୍ଷା…

କନକ ବ୍ୟୁରୋ : ବିଦ୍ୟାଳୟର ଅସୁବିଧା ଜଣାଇବାକୁ ପଦଯାତ୍ରା । ସ୍କୁଲରେ ଶିକ୍ଷକ ଅଭାବକୁ ନେଇ ୪ କିଲୋମିଟର ବାଟ ଚାଲିଛନ୍ତି ଛାତ୍ରଛାତ୍ରୀ । ବାରିପଦା ଲକ୍ଷ୍ମୀପୋଷି ସୁବର୍ଣ୍ଣରେଖା ଏଜୁକେସନ କମ୍ପୋଜାଏଟ୍ ପ୍ରୋଜେକ୍ଟ ହାଇସ୍କୁଲର ଛାତ୍ରଛାତ୍ରୀ ଜିଲ୍ଲାପାଳଙ୍କୁ ଗୁହାରୀ ଜଣାଇବାକୁ ପାଦରେ ଚାଲି…

ଫସଲ ଉଜାଡ଼ିଲା ଲଘୁଚାପ ବର୍ଷା : ବିକଳରେ ତୋଳି ଆଣି ଶସ୍ତାରେ ବିକୁଛନ୍ତି ଚାଷୀ; କଖାରୁ କିଲୋ ୪ଟଙ୍କା

କନକ ବ୍ୟୁରୋ : ବାଙ୍କୀରେ ପରିବା ଚାଷ ଉଜାଡ଼ି ଦେଲା ଲଘୁଚାପ ବର୍ଷା । ୨ ଦିନ ହେବ ଲଗାଣ ବର୍ଷା ଯୋଗୁଁ ପରିବା ଫସଲରେ ପାଣି ମାଡ଼ିଯାଇଛି । ପରିବା ନଷ୍ଟ ହୋଇଯିବା ଆଶଙ୍କାରେ ୪ ଟଙ୍କାରେ କଖାରୁ ବିକ୍ରି କରିଦେଲେ ଚାଷୀ । ଶିମିଳିପୁର, କୁଶପଙ୍ଗି ଓ ପାଥପୁର ଅଞ୍ଚଳରେ ଅଧିକ ପରିମାଣର କଖାରୁ ଚାଷ…

ପାର୍କିଂ ସ୍ଥଳରେ ବାଇକ ରଖିୁନଥିଲେ ସାବଧାନ ! ଦୋକାନ ଆଗରୁ ଚୋରି ହୋଇଯାଉଛି ବାଇକ; ସିସିଟିଭିରେ ଆଧାରରେ ତଦନ୍ତ ଆରମ୍ଭ

କନକ ବ୍ୟୁରୋ : ପାର୍କିଂ ସ୍ଥଳରେ ବାଇକ ରଖୁନଥିଲେ ସାବଧାନ । ଦୋକାନ ଆଗରୁ ବାଇକ ଚୋରି ହୋଇଯାଉଛି । ମାତ୍ର କେଇ ମିନିଟ୍ ମିନିଟ୍ ଭିତରେ ମୋଟର ସାଇକେଇ ଗାଏବ ହୋଇଯାଉଛି । ରାଜଧାନୀ ଭୁବନେଶ୍ୱର ବାପୁଜୀ ନଗର ଅଞ୍ଚଳର । ଚୋର ଅତି ଚତୁରତାର ସହ ଲୋକଙ୍କ ଆଖି ଆଗରୁ ବାଇକ ନେଇ ପଳାଉଛି ।…

ଅବସରର ଦୀର୍ଘ ଦିନ ପରେ ବି ମିଳିପାରିଲାନି ପେନସନ : ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ, ୧୧ ଜଣ…

କନକ ବ୍ୟୁରୋ : ଅବସର ପରେ ବି ମିଳିପାରିନି ପେନସନ୍ । କିଏ ୪ ବର୍ଷ ତଳେ ଅବସର ନେଇଛନ୍ତି ତ ଆଉ କିଏ ୩ ମାସ ତଳେ । ତ ଆଉ କିଏ ପେନସନକୁ ଅପେକ୍ଷା କରି କରି ପ୍ରାଣ ହରାଇ ସାରିଲେଣି । ଏବେ ପେନସନ ନମିିଳିବାକୁ ନେଇ ସରକାର ତତ୍ପରତା ଦେଖାଇଛନ୍ତି । ଉପରିସ୍ଥ ଅଧିକାରୀଙ୍କ ଅବହେଳା କି ଅନ୍ୟ…

ମଝି ଆକାଶରେ ବେହୋସ ହୋଇଗଲେ ପାଇଲଟ୍ । ଆଉ ତା’ପରେ ଘଟିଲା କିଛି ଏହିପରି ଘଟଣା…

କନକ ବ୍ୟୁରୋ : ଥରେ ଭାବିଲେ ଦେଖି, ଆପଣ ବିମାନରେ ଯାତ୍ରା କରୁଥିବେ ଏବଂ ମଝି ଆକାଶରେ ପାଇଲଟର ସ୍ୱାସ୍ଥ୍ୟାବସ୍ଥା ଅଚାନକ ବିଗିଡିଯିବ ଏବଂ ପାଇଲଟ୍ ଆଉ ବିମାନ ଉଡାଇବା ପରିସ୍ଥିତିରେ ନଥିବେ । ଏଭଳି ପରିସ୍ଥିତିରେ ଯାତ୍ରୀ କେବଳ ମୃତ୍ୟୁକୁ ହିଁ ଅପେକ୍ଷା କରିବା ଛଡା କିଛି କରିପାରିବେ ନାହିଁ ।…

ଓଟିପି ସେୟାରିଂ ଓ ଆତଙ୍କି ଲିଙ୍କ ମାମଲା : ଅଭିଯୁକ୍ତ ପଠାଣି ସାମନ୍ତକୁ ୫ଦିନିଆ ରିମାଣ୍ଡରେ ନେବ ପଶ୍ଚିମବଙ୍ଗ ଏସଟିଏଫ

କନକ ବ୍ୟୁରୋ : ଓଟିପି ସେୟାରିଂ ଏବଂ ଆତଙ୍କୀ ଲିଙ୍କ୍ ମାମଲା । ଗିରଫ ଅଭିଯୁକ୍ତ ପଠାଣି ସାମନ୍ତଙ୍କୁ ରିମାଣ୍ଡରେ ନେବ ପଶ୍ଚମବଙ୍ଗର ସ୍ପେଶାଲ ଟାକ୍ସ ଫୋର୍ସ । ଏନେଇ କୋର୍ଟରେ ଆବେଦନ କରିଛି ପଶ୍ଚମବଙ୍ଗ ଏସଟିଏଫ୍ । ଆସନ୍ତାକାଲିଠୁ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେଇପାରେ ପଶ୍ଚିମବଙ୍ଗ…