Daily Archives

July 17, 2023

ଟିପିଏନଓଡିଏଲ ପକ୍ଷରୁ କେନ୍ଦୁଝର ସହରର ଡିଟିଆର କ୍ଷମତା ବୃଦ୍ଧି

କନକ ବ୍ୟୁରୋ: ଟିପିଏନଓଡିଏଲ ପକ୍ଷରୁ କେନ୍ଦୁଝର ସହରର ଶକ୍ତିଗୃହ ଠାରେ ଅବସ୍ଥିତ ଡିଟିଆର କ୍ଷମତାକୁ ୨୫୦କେଭିଏ ରୁ ୪୦୦କେଭିଏ ପର୍ୟ୍ୟନ୍ତ ବୃଦ୍ଧି କରାଯାଇ ଏକ ନିର୍ଭରଶୀଳ ବିଦ୍ୟୁତ ଯୋଗାଣ ଆରମ୍ଭ ହେଇଛି । ଗତକାଲି ଏଥିରେ ନୂଆ ୪୦୦କେଭିଏ ସଫଳତାପୂର୍ଣ୍ଣ ଭାବରେ ଚାର୍ଜ କରାଯାଇଅଛି । ସମାନ…

ଆଗାମୀ ୪୮ ଘଣ୍ଟାରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ  ସୃଷ୍ଟି ସମ୍ଭାବନା: ପ୍ରଭାବରେ ୧୯ରୁ ୨୨ ତାରିଖ…

କନକ ବ୍ୟୁରୋ: ଆଗାମୀ ୪୮ ଘଂଟା ମଧ୍ୟରେ ଉତର- ପଶ୍ଚିମ ବଙ୍ଗୋପସାଗର ଅଂଚଳରେ ଏକ ଘୂର୍ଣ୍ଣିବଳୟ  ସୃଷ୍ଟି ହେବାର ସମ୍ଭାବନା ରହିଛି । ପ୍ରଭାବରେ ରାଜ୍ୟରେ ୧୯ରୁ ୨୨ ତାରିଖ ଯାଏଁ  ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି…

ପୁଣି ବିଜେଡି ଦୋହରାଇଲା ସମଦୂରତା କଥା: ଉଭୟ ଏନଡିଏ ଓ ୟୁପିଏ ଦଳର ବୈଠକରେ ସାମିଲ ହେବନି ବିଜୁ ଜନତା ଦଳ

କନକ ବ୍ୟୁରୋ: ପୁଣି ବିଜେଡି ଦୋହରାଇଲା ସମଦୂରତା କଥା । ଉଭୟ ଏନଡିଏ ଓ ୟୁପିଏ ଦଳର ବୈଠକରେ ସାମିଲ ହେବନି ବିଜୁ ଜନତା ଦଳ । ବିଜେଡି ସାଂସଦ କହିଲେ, ସମଦୂରତ୍ୱ ତତ୍ୱରେ ବିଶ୍ୱାସ କରନ୍ତି ମୁଖ୍ୟମନ୍ତ୍ରୀ । ସାମ୍ବାଦିକ ରବି ଦାସ କହିଲେ ବୈଠକରେ ଯୋଗ ନଦେଲେ ବି ଏନଡିଏ ଆଡକୁ ଢଳି ରହିଛି ବିଜେଡି…

ଆସନ୍ତାକାଲି ଅମିତ ଶାହ ଶୁଭାରମ୍ଭ କରିବେ ପୋର୍ଟାଲ, ସାହାରା ଇଣ୍ଡିଆରେ ନିବେଶ କରିଥିବା ଲୋକଙ୍କୁ ମିଳିବ ସେମାନଙ୍କ…

କନକ ବ୍ୟୁରୋ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ସାହାରା ରିଫଣ୍ଡ ପୋର୍ଟାଲର ଶୁଭାରମ୍ଭ କରିବେ । ଏହି ସାଇଟର ଶୁଭାରମ୍ଭ ଆସନ୍ତାକାଲି ଦିନ ୧୧ଟାରେ ଅଟଳ ଉର୍ଜା ଭବନରେ କରାଯିବ । ଏହି ପୋର୍ଟାଲ ଜରିଆରେ ନିବେଶକମାନେ ପଇସା ଫେରିପାଇବେ । ଯେଉଁମାନଙ୍କର ନିବେଶ ଅବଧି ଶେଷ ହୋଇଛି…

ମୁଁ ଜଣେ ସ୍ୱାଭିମାନୀ ଲୋକ, କିଛି କୁଚକ୍ରୀଙ୍କ ପାଇଁ ମୋତେ ଦଳରୁ ସସପେଣ୍ଡ କରାଯାଇଛି: ଚିରଞ୍ଜୀବ ବିଶ୍ୱାଳ

କନକ ବ୍ୟୁରୋ: କଂଗ୍ରେସରୁ ନିଲମ୍ବନ ପରେ ପ୍ରେସମିଟ କଲେ ଚିରଞ୍ଜୀବ ବିଶ୍ୱାଳ । ଦଳର କାର୍ଯ୍ୟାନୁଷ୍ଠାନ ନେଇ ସେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, କିଛି କୁଚକ୍ରୀଙ୍କ ପାଇଁ ମୋ ଦଳରୁ ସସପେଣ୍ଡ କରାଯାଇଛି । ଏହି ଚକ୍ରାନ୍ତକୁ ପଣ୍ଡ କରିବାକୁ ଏକାଠି ହେବାକୁ ପଡିବ । ନହେଲେ ଏପରି…

ସସପେଣ୍ଡ ପରେ ମୁହଁ ଖୋଲିଲେ ଚିରଞ୍ଜୀବ ବିଶ୍ୱାଳ: କହିଲେ, ମୋ ରକ୍ତରେ ବେଇମାନ କରିବାର ନାହିଁ

କନକ ବ୍ୟୁରୋ: କଂଗ୍ରେସ ଦଳରୁ ସସପେଣ୍ଡ ହେବା ପରେ ଆଜି ମୁହଁ ଖୋଲିଛନ୍ତି ପୂର୍ବତନ କଂଗ୍ରେସ ବିଧାୟକ ଚିରଞ୍ଜୀବ ବିଶ୍ୱାଳ । ଆସି ପ୍ରେସମିଟ କରି ସେ କହିଛନ୍ତି, ମୁଁ କଂଗ୍ରେସ ପରିବାରର ଲୋକ । ମୋ ଜେଜେ ମୋତେ କଂଗ୍ରେସ ସମ୍ପର୍କରେ କହୁଥିଲେ । ଆମେ କଂଗ୍ରେସର ଥାର୍ଡ ଜେନେରସନ । ମୋ ରକ୍ତରେ…