Daily Archives

July 12, 2023

ସୁନୀଲଙ୍କୁ ବାଧୁଛି ଟମାଟୋ ଦର । କହିଲେ, ହୋଟେଲ ଚଲାଉଛି, ସେଥିପାଇଁ ମୂଲଚାଲ କରିବାକୁ ପଡୁଛି । 

କନକ ବ୍ୟୁରୋ : ଆଗରୁ ପିଆଜ କନ୍ଦାଉଥିଲା, ଏବେ ଟମାଟୋ ଦର ଶୁଣି ଆଖିରେ ଲୁହ ଆସିଯାଉଛି । ଟମାଟୋର ଦର ଏବେ ପକେଟ ଫାଙ୍କା କରି ଦେଉଛି । ଗରିବଙ୍କ ଠାରୁ ଧନୀ ସମସ୍ତଙ୍କୁ ଟମାଟୋ ଦର ଭାରି ବାଧୁଛି । ଯେଉଁ ତାଲିକାରେ ବଲିଉଡ ଅଭିନେତା ସୁନୀଲ ସେଟ୍ଟୀ ମଧ୍ୟ ରହିଛନ୍ତି । ସୁନୀଲ କହିଛନ୍ତି, ଆମେ…

ରାଜ୍ୟରେ ଆଗୁଆ ନିର୍ବାଚନ ନେଇ ବଢିଲା ଚର୍ଚ୍ଚା । ଅର୍ଥ ବିଭାଗ ପକ୍ଷରୁ ଅତିରିକ୍ତ ବଜେଟକୁ ନେଇ ପ୍ରସ୍ତୁତି ଆରମ୍ଭ ।…

କନକ ବ୍ୟୁରୋ: ରାଜ୍ୟରେ ବଢ଼ିଲା ଆଗୁଆ ନିର୍ବାଚନ ସମ୍ଭାବନା । ବିଶେଷ କରି ରାଜ୍ୟରେ ଅତିରିକ୍ତ ବଜେଟ୍ ନେଇ ଅର୍ଥ ବିଭାଗର ଚିଠି ପରେ ଏହି ସମ୍ଭାବନା ଅଧିକ ବଢ଼ିଛି । ଆଉ ଏବେ ଏହାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି । ବିଜେପି କହିଛି, ଅତିରିକ୍ତ ବଜେଟ୍ ଆଣିବା ଏକ ପ୍ରହେଳିକା । ଆଉ ଏହା ଆଗୁଆ…

ସଚିନ ପାଇଁ ଘର ଛାଡିଲେ, ଦେଶ ଛାଡିଲେ… ସୀମାଙ୍କ ପ୍ରେମ ସତ ନା ଷଡଯନ୍ତ୍ର? ଏ ନେଇ ତେଜିଲା ପ୍ରଶ୍ନ ।

କନକ ବ୍ୟୁରୋ: ପଡୋଶୀ ପାକିସ୍ତାନରୁ ନିଜ ପ୍ରେମକୁ ପାଇବାକୁ ଭାରତ ଚାଲିଆସିଲେ ସୀମା ହାଇଦର । ହେଲେ ଏବେ ସେ ଭାରତୀୟ ଯାଞ୍ଚ ଏଜେନ୍ସିର ରାଡାରରେ । କାରଣ ସଚିନଙ୍କ ପ୍ରତି ତାଙ୍କ ଭଲପାଇବା ସତ ନା ଏକ ଷଡଯନ୍ତ୍ର ସେ ନେଇ ଏବେ ପ୍ରଶ୍ନ । ସୀମା ସଚିନଙ୍କ ପାଇଁ ଥିବା ଅହେତକୁ ପ୍ରେମ ପାଇଁ…

ଶିକ୍ଷକଙ୍କ ମାଡ଼ରେ ଛାତ୍ର ଗୁରୁତର : କାମାକ୍ଷାନଗର ମେଡିକାଲରେ ହେଉଛନ୍ତି ଚିକିତ୍ସିତ 

କନକ ବ୍ୟୁରୋ : ଶିକ୍ଷକଙ୍କ ମାଡ଼ରେ ଛାତ୍ର ଗୁରୁତର । କାମାକ୍ଷନଗର କଙ୍କଡାହାଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କ ବିରୋଧରେ ଆସିଛି ଏପରି ଅଭିଯୋଗ । ଅଭିଯୋଗ ଅନୁସାରେ, ସ୍କୁଲରେ ପ୍ରାର୍ଥନା ଚାଲିଥିବା ବେଳେ ଶିକ୍ଷୟିତ୍ରୀ ହଠାତ୍ ଷଷ୍ଠ ଶ୍ରେଣୀର ଛାତ୍ର ଗଣପତି ମହାନ୍ତଙ୍କ ଛାତିକୁ ମାଡ଼…

ବାହାନଗା ଟ୍ରେନ ଦୁର୍ଘଟଣା : ୭ଜଣ ରେଳ କର୍ମଚାରୀଙ୍କୁ ନିଲମ୍ବିତ

କନକ ବ୍ୟୁରୋ : ବାହାନଗା ଟ୍ରେନ ଦୁର୍ଘଟଣା । ୭ଜଣ ରେଳ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । ଦାୟିତ୍ୱରେ ଅବହେଳା କାରଣରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । କାର୍ଯ୍ୟାନୁଷ୍ଠାନ ନେଇ ଜିଏମ ଅନିଲ କୁମାର ମିଶ୍ରା ସୁଚନା ଦେଇଛନ୍ତି । ବାହାନଗା ଦୁର୍ଘଟଣା ପରେ ଦକ୍ଷିଣ-ପୂର୍ବ ରେଳ ସୁରକ୍ଷା…

ପୁରୁଣା ମଦକୁ ନୂଆ ବୋତଲରେ ଢାଳିବା ନବୀନ ସରକାରର ଅଭ୍ୟାସ । ରାଜ୍ୟ ସରକାରଙ୍କୁ ପୃଥ୍ୱୀରାଜଙ୍କ ଟାର୍ଗେଟ ।

କନକ ବ୍ୟୁରୋ : ମୋ ସରକାର ଅଧିନରେ ଆସିବ ଜନଅଭିଯୋଗର ଶୁଣାଣି । ଆସନ୍ତା ମାସ ଠାରୁ ମୁଖ୍ୟମନ୍ତ୍ରୀଙ୍କ ଅଫିସ ପକ୍ଷରୁ ଲୋକଙ୍କୁ ଫୋନ କରାଯାଇ ସେମାନଙ୍କ ସମସ୍ୟାର କିପରି ସମାଧାନ କରାଯାଉଛି, ସେ ସମ୍ପର୍କରେ ମତାମତ ନିଆଯିବ । ଏନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ପରେ ତେଜିଛି ରାଜନୀତି ।…