Daily Archives

July 2, 2023

କଳାହାଣ୍ଡିର କାଠଚୁଲି ମିଠା, ବିଭିନ୍ନ ପ୍ରକାରର ଫୁଲ ଓ ଗଂଜା ଆକୃତିର ମିଠା ପ୍ରସ୍ତୁତ କରୁଛନ୍ତି କାରିଗର

କନକ ବ୍ୟୁରୋ : ରାଜ୍ୟର କିଛି ସ୍ଥାନରେ ସ୍ୱତନ୍ତ୍ର ପ୍ରକାରର ମିଠା ଏବଂ ଖାଇବା ଜିନିଷ ମିଳିଥାଏ । ଯେମିତିକି ନିମାପଡ଼ା ଛେନାଝିଲି, କେନ୍ଦ୍ରାପଡ଼ା ରସାବଳୀ, କଟକ ଦହିବରା । ସେହିଭଳି କଳାହାଣ୍ଡି ଜିଲ୍ଲାରେ କାଠ ଚୁଲିରେ ପ୍ରସ୍ତୁତ ହେଉଥିବା ଏକ ସ୍ୱତନ୍ତ୍ର ପ୍ରକାରର ମିଠାର ଚାହିଦା ରହିଛି ।…

ମୋଦି ସରକାରଙ୍କ ୯ ବର୍ଷର ସେବା ଅବସରରେ ଆୟୋଜିତ କନକ୍ଲେଭରେ କେନ୍ଦ୍ରମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ଉପରେ ଜନ ଭରସା…

କନକ ବ୍ୟୁରୋ : କୋଭିଡ୍ ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଜନ ଭରସା କୋଭିଡକୁ ମୁକାବିଲା କରିବାର ବଡ଼ ଅସ୍ତ୍ର ଥିଲା ବୋଲି ରବିବାର ଦିଲ୍ଲୀରେ ମୋଦି ସରକାରଙ୍କ ୯ ବର୍ଷର ସେବା ଅବସରରେ ଆୟୋଜିତ କନକ୍ଲେଭରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ…

ଦିବ୍ୟାଙ୍ଗ ପରିବାରର ଦୁଃଖ କାହାଣୀ । ୭ବର୍ଷ ହେଲା ଦିବ୍ୟାଙ୍ଗ ବିଧବା ଝିଅ ଓ ନାତିକୁ ନେଇ ନ୍ୟାୟ ଅପେକ୍ଷାରେ ବାପା

କନକ ବ୍ୟୁରୋ : ଛଳ ଛଳ ଆଖିର ପ୍ରଶ୍ନ କରୁଛି ଅସହାୟ ବାପା । ଦୀର୍ଘ ୭ ବର୍ଷ ହୋଇଗଲା ଆଉ କେତେଦିନ ଦିବ୍ୟାଙ୍ଗ ଝିଅକୁ ନେଇ ନ୍ୟାୟ ପାଇଁ ଘୁରି ବୁଲିବେ । କେବେ ପ୍ରଶାସନ ଆଖିରେ ସେମାନଙ୍କ କଷ୍ଟ ନଜରକୁ ଆସିବ । କଳାହାଣ୍ଡିରୁ ଭୁବନେଶ୍ୱର ନିଜର ଦିବ୍ୟାଙ୍ଗ ଝିଅ ଓ ନାତିକୁ ନେଇ ଘୁରିବୁଲୁଛନ୍ତି…

ମହୁଲରୁ ମହୁଲି ନୁହେଁ ତିଆରି ହେଉଛି ଖାଦ୍ୟ ସାମଗ୍ରୀ । ଆଇସକ୍ରିମ, ଆଚାରର ସହ ପ୍ରସ୍ତୁୂତ ହେଉଛି ସାନିଟାଇଜର

କନକ ବ୍ୟୁରୋ : ମହୁଲରୁ ମହୁଲି ନୁହେଁ , ଏବେ ତିଆରି ହେଉଛି ବିଭିନ୍ନ ଖାଦ୍ୟ ସାମଗ୍ରୀ । ମହୁଲର ବିଭିିନ୍ନ ପ୍ରକାରର ଖାଦ୍ୟ ସବୁ ତିଆରି କରାଯିବା ସହିତ ଅନ୍ୟାନ ଜିନିଷ ମାନ ମଧ୍ୟ ତିଆରି କରାଯାଉଛି । ଖାଦ୍ୟ ସହ ସାନିଟାଇଜର , ଆଇସକ୍ରିମ, କୁରକୁରେ, ସରବତ, ଆଚାର ପ୍ରସ୍ତୁତ କରାଯାୁଛି । ଯାହା…

ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ଦୁଇ ପ୍ରତିଦ୍ୱନ୍ଦୀଙ୍କୁ ନେଇ ଚର୍ଚ୍ଚା, ବାରମ୍ବାର ଭେଟଘାଟ ନେଇ ବଢୁଛି ସସପେନ୍ସ

କନକ ବ୍ୟୁରୋ : ଦୁଇ ନେତାଙ୍କ ଗତି କୁଆଡେ । ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର ଦୁଇ ପ୍ରତିଦ୍ୱନ୍ଦୀଙ୍କୁ ନେଇ ଏବେ ବଢୁଛି ଚର୍ଚ୍ଚା । ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ବିଜେଡି ନେତା ସଂଜୟ କୁମାର ଦାସବର୍ମାଙ୍କ ବାରମ୍ବାର ଭେଟଘାଟ ନେଇ ବଢୁଛି ସସପେନ୍ସ । ଅନେକ ସଭାସମିତିରେ ଏହି ଦୁଇ…

କାମର ୧୫ ଦିନ ହୋଇନି ଭଦ୍ରକ ଆରଡିରେ ବୈତରଣୀ ନଦୀକୁ ୨ଶହ ଫୁଟ ଧସିଲା ବନ୍ଧ । ନିମ୍ନମାନର କାମ ହୋଇଥିବା ଅଭିଯୋଗ

କନକ ବ୍ୟୁରୋ : ଧସିଲା ନଦୀ ବନ୍ଧ । ଭଦ୍ରକ ଆରଡିରେ ବୈତରଣୀ ନଦୀର ୨ଶହ ଫୁଟ ଧସିଯାଇଛି ନଦୀ ବନ୍ଧ । ୧୫ ଦିନ ବି ଯାଇନି ତାରି ଭିତରେ ନଦୀ ପାଣିରେ ଧୋଇଯାଇଛି କୋଟି କୋଟି ଟଙ୍କାର କାମ । ତେବେ ନିମ୍ନମାନର କାମ ଯୋଗୁ ଏହି ଘଟଣା ଘଟିଥିବା ହୋଇଛି ଅଭିଯୋଗ । ବର୍ଷା ଦିନକୁ ଆଖିରେ ରଖି ବନ୍ଧର…