Daily Archives

June 20, 2023

ଗଡିଲା ନନ୍ଦିଘୋଷ ରଥ: ଆଗରେ ଭାଇ-ଭଉଣୀ ପଛରେ ବାହାରିଲେ ମହାପ୍ରଭୁ

କନକ ବ୍ୟୁରୋ: ବଡଦାଣ୍ଡେ ଗଡିଲା ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ । ଘଣ୍ଟାଘଣ୍ଟ ଧ୍ୱନିରେ ଗଗନପବନ ପ୍ରକମ୍ପିତ । ହରିବୋଲ, ହୁଳହୁଳିରେ କମ୍ପୁଛି ଚତୁର୍ଦ୍ଦିଗ । ଜଗାର ରଥକୁ ଟାଣି ନେଉଛନ୍ତି ଲକ୍ଷଲକ୍ଷ ଭକ୍ତ । ଆଗରେ ବଡ ଭାଇ ଭଳଭଦ୍ର ପରେ ଭଉଣୀ ସୁଭଦ୍ରା ବାହାରିବା ପରେ ଏବେ ପଛରେ…

ଟାଇଟନିକର ଭଗ୍ନାବଶେଷ ଦେଖିବାକୁ ଯାଇଥିବା ବୁଡା ଜାହାଜ ନିଖୋଜ । ୭୦ ଘଣ୍ଟା ମଧ୍ୟରେ ସରିଯିବ ଅକ୍ସିଜେନ

କନକ ବ୍ୟୁରୋ : ବିଶ୍ୱର ସବୁଠାରୁ ଚର୍ଚ୍ଚିତ ବୁଡା ଜାହାଜ ଟାଇଟନିକକୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି । ଆଟଲାଣ୍ଟିକା ମହାସାଗରରେ ବୁଡି ଯାଇଥିବା ଟାଇଟନିକ ଜାହାଜର ଭଗ୍ନାବଶେଷ ଦେଖିବାକୁ ରବିବାର ଦିନ ଏକ ଯାତ୍ରୀବାହୀ ବୁଡାଜାହାଜରେ ୫ଜଣ ଯାତ୍ରୀ ଯାଇଥିଲେ । ହେଲେ ଏବେ ସେହି ବୁଡା…

ରାଜ୍ୟରେ ପ୍ରାକ୍ ମୌସୁମୀ ବର୍ଷା । ହାଲକା ବର୍ଷାରେ ଭିଜିଲା ୪ ଜିଲ୍ଲା, କାଲିଠୁ ବର୍ଷା ବଢିବା ନେଇ ପାଣିପାଗ ବିଭାଗର…

କନକ ବ୍ୟୁରୋ: ଆଜି ରାଜ୍ୟର କିଛି ଜିଲ୍ଲାରେ ପ୍ରାକ୍ ମୌସୁମୀ ବର୍ଷା ହୋଇଛି । ଦକ୍ଷିଣ ଓଡିଶାର ନୂଆପଡା, ନବରଙ୍ଗପୁର, ମାଲକାନାଗିରି, କୋରାପୁଟ ଆଦି ଜିଲ୍ଲାରେ ପ୍ରାକ୍ ମୌସୁମୀ ବର୍ଷା ହୋଇଛି । ଅନେକ ସ୍ଥାନରେ ଆକାଶ ପ୍ରାୟ ମେଘୁଆ ଥିବାରୁ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି । ତେବେ ଜୁନ…

ଭାରତର ଘାତକ ଡ୍ରୋନ୍ । ସୀମା ଜଗିବ, ୨୦ହଜାର ଫୁଟ୍ ଉପରୁ ଶତ୍ରୁ ଉପରେ ବୋମା ବର୍ଷା କରିବ

କନକ ବ୍ୟୁରୋ : ଭାରତ ସରକାର ଆମେରିକାରୁ ୩୦ଟି ପ୍ରିଡେଟର ଡ୍ରୋନ କିଣିବା ନିଷ୍ପତ୍ତି ନେବା ସମଗ୍ର ବିଶ୍ବରେ ଚର୍ଚ୍ଚାର ବିଷୟ ପାଲଟିଛି । କାରଣ ଏହି ଶକ୍ତିଶାଳୀ ଡ୍ରୋନ ବିଶ୍ବର ଅଳ୍ପକିଛି ଦେଶଙ୍କୁ ହିଁ ଆମେରିକା ବିକିଛି । ତେବେ କେବଳ ବିଦେଶୀ ଡ୍ରୋନ ନୁହେଁ ସ୍ବଦେଶୀ ଜ୍ଞାନକୌଶଳରେ ବି…

ଆଗେ ଆଗେ ବଡ ଭାଇ, ପଛରେ ହଳଦୀ ମୁହିଁ: ବଡଦାଣ୍ଡେ ଗଡିଲା ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥ

କନକ ବ୍ୟୁରୋ: ଶ୍ରୀକ୍ଷେତ୍ରରେ ଚାଲିଛି ଶ୍ରୀଗୁଣ୍ଡିଚା ଯାତ୍ରା । ସିଂହଦ୍ୱାର ଛାଡି ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡିଲା ମା ସୁଭଦ୍ରାଙ୍କ ଦର୍ପଦଳନ ରଥ । ପରମ୍ପରା ଅନୁସାରେ ପ୍ରଥମେ ଶ୍ରୀ ବଳଭଦ୍ରଙ୍କର ରଥ ଟଣା ଯାଇଥିଲା । ବଡ ଭାଇଙ୍କ ପଛେ ପଛେ ଏବେ ଆଗେଇ ଚାଲିଛନ୍ତି ମା ସୁଭଦ୍ରା । ବିଭିନ୍ନ…

ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ । ଭେଟିବେ ୨୪ ନାମିଦାମୀ ଲୋକଙ୍କୁ

କନକ ବ୍ୟୁରୋ : ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆସନ୍ତା କାଲିଠୁ ୨୪ତାରିଖ ଯାଏଁ ଆମେରିକାରେ ରହିବେ ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଧାନମନ୍ତ୍ରୀଙ୍କ ଏହି ଆମେରିକା ଗସ୍ତ ଭାରତ ପାଇଁ ବଡ ଫାଇଦା ଦେଇପାରେ । ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ସୁପର ପାୱାର ବନାଇଲା ଭଳି ଏକ ବଡ…