Daily Archives

June 4, 2023

ତାତିରୁ ମିଳିବ କି ତ୍ରାହି, ଆଜି ମୌସୁମୀ କେରଳ ଛୁଇଁବା ନେଇ ପାଣିପାଗ ବିିଭାଗର ପୂର୍ବାନୁମାନ

କନକ ବ୍ୟୁରୋ : ଭାରତୀୟ ପାଣିପାଗ ବିଭାଗ ତରଫରୁ ଆଜି କେରଳରେ ମୌସୁମୀ ବାୟୁ ପହଂଚିବା ନେଇ ପୂର୍ବାନୁମାନ କରିଛି । ଏନେଇ ପାଣିପାଗ ବିଭାଗ ତରଫରୁ କେରଳରେ ପ୍ରବଳ ବର୍ଷା ହେବ ବୋଲି ସତର୍କ କରାଯାଇଛି । ପାଣିପାଗ ବିଭାଗର ସୂଚନା ମୁତାବକ ଏବେ ମୌସୁମୀ ବାୟୁ ଲାକ୍ଷାଦୀପ ଓ ଦକ୍ଷିଣ ଆରବ ସାଗର…

୧୨୮ କିମି ବେଗରେ ଯାଉଥିଲା କରମଣ୍ଡଳ ଏକ୍ସପ୍ରେସ, ହେଲେ ଏହା ପରେ ବି ଦୁର୍ଘଟଣା… ରେଳବାଇ ପକ୍ଷରୁ କୁହାଗଲା କଣ…

କନକ ବ୍ୟୁରୋ: ବାଲେଶ୍ୱର ବାହାନଗାରେ ରେଳ ଦୁର୍ଘଟଣା ନେଇ ରେଲୱେ ବୋର୍ଡର ପ୍ରେସମିଟ୍ । ରେଲୱେ ବୋର୍ଡ ସଦସ୍ୟ ଜୟା ବର୍ମା କହିଛନ୍ତି କେବଳ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି । ସେ କହିଛନ୍ତି ସବୁଠାରୁ ପ୍ରଥମେ ଆମେ ଉଦ୍ଧାର କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିଛୁ । ଏହା ପରେ ବର୍ତ୍ତମାନ…

ସ୍ନାନ ମଣ୍ଡପରେ ଅଘଟଣ, ଦେଖାଗଲା ରକ୍ତ ଛିଟା। ମହାପ୍ରଭୁଙ୍କ ହେବ ମହାସ୍ନାନ

କନକ ବ୍ୟୁରୋ: ସ୍ନାନ ମଣ୍ଡପରେ ରକ୍ତଛିଟା । ରକ୍ତଛିଟା ପାଇଁ ମହାପ୍ରଭୁଙ୍କ ହେବ ମହାସ୍ନାନ । ୧ ଘଣ୍ଟାରୁ ଦେଢଘଣ୍ଟା ଯାଏ ବିଳମ୍ବ ହେବ ନୀତିକାନ୍ତି । ପୂର୍ବଭଳି ଜାରିରହିବ ସାଧାରଣ ଦର୍ଶନ ।

ବିଦେଶରୁ ବିଜେପି ଉପରେ ବର୍ଷିଲେ ରାହୁଲ । କହିଲେ କଂଗ୍ରେସ ନୁହେଁ ବରଂ ଭାରତୀୟ ମାନେ ବିଜେପିକୁ ମାଟିରେ ମିସାଇଦେବେ

କନକ ବ୍ୟୁରୋ : ରାହୁଲ ଗାନ୍ଧୀ ତାଙ୍କ ଆମେରିକା ଗସ୍ତ ସମୟରେ ଲଗାତର ଭାବେ ବିଜେପି ସରକାରକୁ ଟାର୍ଗେଟ କରିବାରେ ଲାଗିଛନ୍ତି । ଏବେ ତାଙ୍କ ତାଜା ବୟାନ ମୁତାବକ ସେ କହିଛନ୍ତି କି, କର୍ଣ୍ଣାଟକରେ ଯେଭଳି ଭାବେ କଂଗ୍ରେସ ବିଜେପିକୁ ପରାଜିତ କଲା ଠିକ୍ ସେହିଭଳି ତେଲେଙ୍ଗାନା ଓ ଅନ୍ୟ ରାଜ୍ୟରେ ବି…

କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଏକାଠି ହେଉଛି ମହାପଞ୍ଚାୟତ । ଚାଷୀନେତା ଚଢୁନୀ କହିଲେ, ନିଆଯିବ ବଡ ନିଷ୍ପତ୍ତି

କନକ ବ୍ୟୁରୋ : କୁସ୍ତିସଂଘର ସଭାପତି ବ୍ରିଜଭୂଷଣଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ଆଣି ଧାରଣାରେ ବସିଥିବା ମହିଳା କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଆଜି ସୋନିପତ ଠାରେ ମହାପଞ୍ଚାୟତ ଅନୁଷ୍ଠିତ ହେଉଛି । ସୋନିପତର ମୁଣ୍ଡଲାନା ଠାରେ ଥିବା ଏକ ଷ୍ଟାଡିୟମରେ ଏହି ମହାପଞ୍ଚାୟତ ଅନୁଷ୍ଠିତ ହେଉଛି ।…

ଜନ୍ମତିଥିରେ ସ୍ନାନ କରୁଛନ୍ତି ମହାପ୍ରଭୁ: ୧୦୮ ଗରା ସୁବାସିତ ଜଳରେ ସ୍ନାନ କଲେ ଶ୍ରୀଜିଉ

କନକ ବ୍ୟୁରୋ: ଜନ୍ମତିଥିରେ ସ୍ନାନ କରୁଛନ୍ତି ମହାପ୍ରଭୁ । ୧୦୮ ଗରା ସୁବାସିତ ଜଳରେ ସ୍ନା କଲେ ଶ୍ରୀଜିଉ । ରଥଯାତ୍ରାର ଆଦ୍ୟପର୍ବ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଆଜି ସଂପୂର୍ଣ୍ଣ ନୀତିବିଧି ସହକାରେ ଅନୁଷ୍ଠିତ ହେଉଛି । ଶ୍ରୀମନ୍ଦିରରୁ ବାହାରି ସ୍ନାନବେଦୀରେ ସୁନା କୂଅର ୧୦୮ ଗରା ସୁବାସିତ…