Daily Archives

April 22, 2022

ପୋର୍ଟ, ଏୟାରପୋର୍ଟ ପରେ ଏବେ ଜାହାଜ ଚଳାଇବେ ଆଦାନୀ । କିିଣିଲେ ଦେଶର ସବୁଠୁ ବଡ କମ୍ପାନୀ

କନକ ବ୍ୟୁରୋ: ଗୌତମ ଅଦାନୀଙ୍କ ବିଜନେସ୍ ଗ୍ରୁପ୍ (APSEZ )ର ଆଉ ଏକ ପଦକ୍ଷେପ । ପୋର୍ଟ , ଏୟାରପୋର୍ଟ ପରେ ଏବେ ଜାହାଜ ଚଳାଇବେ ଆଦାନୀ । ଏଥିପାଇଁ ତାଙ୍କ କମ୍ପାନୀ Ocean Sparkle ର ୧୦୦ ପ୍ରତିଶତ ସୋୟାର ଅଧିଗ୍ରହଣ କରିବାକୁ ଘୋଷଣା କରିଛି । ଆଦାନୀ ପୋର୍ଟସ୍ ଆଣ୍ଡ୍ ସ୍ପେଶାଲ…

ନବରଙ୍ଗପୁରରୁ ଜୁନାଗଡ଼ ଯାଏଁ ହେବ ରେଳ ସଂଯୋଗୀକରଣ । ମାଲକାନଗିରିରେ ସମୀକ୍ଷା ପରେ ସୂଚନା ଦେଲେ ରେଳମନ୍ତ୍ରୀ ଅଶ୍ୱିନୀ…

କନକ ବ୍ୟୁରୋ : ନବରଙ୍ଗପୁରରୁ ଜୁନାଗଡ ଯାଏଁ ହେବ ରେଳ ଲାଇନ ସଂଯୋଗୀକରଣ । ଏଥିପାଇଁ ସର୍ଭେ କାମ ଶେଷ ହୋଇଛି । ମାଲକାନଗିରି ଗସ୍ତରେ ଥିବା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏନେଇ ସମୀକ୍ଷା କରିବା ପରେ ସୂଚନା ଦେଇଛନ୍ତି । ସେହିପରି ମାଲକାନଗିରିରୁ ଭଦ୍ରାଚଳମ ରେଳ ଲାଇନ ପ୍ରକଳ୍ପର ଅଗ୍ରଗତି ନେଇ…

୨୪ ଘଣ୍ଟାରେ ୧୧ ଆକ୍ରାନ୍ତ ଚିହ୍ନଟ : ରାଜ୍ୟର ସ୍ଥିତି ଭଲ ଥିବା କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ; ସଂକ୍ରମଣ ନ ବଢିବା…

କନକ ବ୍ୟୁରୋ : ପୁଣି ଥରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି । ଯେହେତୁ ଦେଶର ସଂକ୍ରମଣ ବଢ଼ୁଛି, ରାଜ୍ୟରେ ସଂକ୍ରମଣ ନ ବଢ଼ିବ ବୋଲି କହିହେବନି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ଼ାକ୍ତର ବିଜୟ ମହାପାତ୍ର  ।  କିପରି କରୋନା ସଂକ୍ରମିତଙ୍କ ସଂଖ୍ୟା ନ ବଢ଼ି ଆୟତରେ ରଖାଯିବ ତାକୁ…

ଜଳବାୟୁ ପରିବର୍ତ୍ତନର ପ୍ରଭାବ, ଗୁଗୁଲ ଡୁଡୁଲରେ ସେୟାର କଲା କିଛି ଚମକ୍ରାର ଫଟୋ

କନକ ବ୍ୟୁରୋ : ଆଜି ପୃଥିବୀ ଦିବସ । ଏହି ଅବସରରେ ଗୁଗୁଲ ତରଫରୁ ଏକ ପରିବେଶ ପରିବର୍ତ୍ତନ ନେଇ ଗୁଗୁଲ ଡୁଡଲରେ ଏକ କଳାକୃତି ପ୍ରଦର୍ଶନ କରାଯାଇଛି । ଏହି କଳାକୃତି ମାଧ୍ୟମରେ ଗୁଗୁଲ ତରଫରୁ ପରିବେଶ ସୁରକ୍ଷା ନେଇ ଏକ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଛି । ଏହାସହ ବିଭିନ୍ନ ଅଞ୍ଚଳରେ…

ତିହାର ଜେଲରେ ପୁଣି ହିଂସା । ୧୫ କଏଦୀ ଗୁରୁତର ।

କନକ ବ୍ୟୁରୋ: ଦେଶର ଅତି ସୁରକ୍ଷିତ କୁହାଯାଉଥିବା ଦିଲ୍ଲୀର ତିହାର ଜେଲରେ ପୁଣି ହିଂସା । ଦୁଇ ଗୋଷ୍ଠୀ ମଧ୍ୟରେ ହିଂସା ଘଟି ୧୫ଜଣ କଏଦୀ ଗୁରୁତର ଆହତ ହୋଇଛନ୍ତି । କଏଦୀଙ୍କ ମଧ୍ୟରେ ବଚସାକୁ ନେଇ ହିଂସା କାଣ୍ଡ ଘଟିଥିବା ଜଣାପଡିଛି । ତିହାର ପ୍ରଶାସନର ସୂଚନା ମୁତାବକ, କିଛି କଏଦୀଙ୍କୁ…

କେନ୍ଦୁଝରରେ ଫାଇଭ ଟି’ ସଚିବ ଏବଂ ମୁଖ୍ୟ ଶାସନ ସଚିବ : କାନପୁରର ବୃହତ ଜଳସେଚନ ପ୍ରକଳ୍ପ ପରିଦର୍ଶନ କରି ପ୍ରକଳ୍ପର…

କନକ ବ୍ୟୁରୋ : କେନ୍ଦୁଝର ଗସ୍ତରେ ଫାଇଭ ଟି’ ସଚିବ ଭି.କେ ପାଣ୍ଡିଆନ ଏବଂ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ପ୍ରଥମେ ଚମ୍ପୁଆ ବ୍ଲକର ଚିମିଳା ନିକଟସ୍ଥ ହେଲିପ୍ୟାଡ଼ରେ ପହଂଚିବା ପରେ ବାସୁଦେବପୁର ନିକଟରେ ଥିବା କାନପୁରର ବୃହତ ଜଳସେଚନ ପ୍ରକଳ୍ପ ପରିଦର୍ଶନ କରିଛନ୍ତି । ପ୍ରକଳ୍ପର ମନ୍ଥର…