Daily Archives

March 29, 2022

ପ୍ରତି ପରିବାରକୁ ବର୍ଷକୁ ମିଳିବ ୩ ଟି ରୋଷେଇ ଗ୍ୟାସ ସିଲିଣ୍ଡର ମାଗଣା, ଜାଣନ୍ତୁ କେଉଁ ରାଜ୍ୟ ସରକାର କଲେ ଘୋଷଣା

କନକ ବ୍ୟୁରୋ : ଦେଶରେ ଦିନକୁ ଦିନ ରୋଷେଇ ଗ୍ୟାସର ଦାମ ଅହେତୁକ ଭାବେ ବୃଦ୍ଧି ପାଉଛି । ଫଳରେ ଏହାକୁ ନେଇ ବି ରାଜନୈତିକ ଦଳମାନେ ସେମାନଙ୍କର ରାଜନୀତି ଆରମ୍ଭ କରିଦେଇଛନ୍ତି । ଏହି କ୍ରମରେ ଗୋଆ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି । ଗୋଆ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା…

କଙ୍ଗାରୁକୋର୍ଟ ନିଷ୍ପତ୍ତିର ଶିକାର ହେଲେ ଦିବ୍ୟାଙ୍ଗ ଦୁଷ୍କର୍ମ ପୀଡିତା : ନ୍ୟାୟ ବଦଳରେ ମିଳିଲା ଲାଞ୍ଝନା; ନବଜାତ…

କନକ ବ୍ୟୁରୋ : କଙ୍ଗାରୁକୋର୍ଟ ନିଷ୍ପତ୍ତିର ଶିକାର ହୋଇଛନ୍ତି ଦିବ୍ୟାଙ୍ଗ ଦୁଷ୍କର୍ମ ପୀଡିତା । ନ୍ୟାୟ ମିଳିବା ବଦଳରେ ମିଳିଛି ଲାଞ୍ଝନା । ଅଭିଯୁକ୍ତକୁ କଠୋର ଦଣ୍ଡ ମିଳିବା ବଦଳରେ କେବଳ ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାପରେ ଦୁଷ୍କର୍ମ କରିଥିବା ଅଭିଯୁକ୍ତ ପୀଡ଼ିତାଙ୍କ…

କିଏ ଏହି ପ୍ରଦୀପ ଗୱାଣ୍ଡେ? ଯିଏ ଆଇଏଏସ ଅଫିସର ଟୀନା ଦାବିଙ୍କୁ କରିବେ ବିବାହ ।

କନକ ବ୍ୟୁରୋ : ଆଇଏଏସ ଟୀନା ଡାବି ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ନିଜର ବ୍ୟକ୍ତିଗତ ଜୀବନକୁ ନେଇ ପୁଣିଥରେ ଚର୍ଚ୍ଚାକୁ ଟାଣି ହୋଇ ଆସିଛନ୍ତି ଟୀନା । କାରଣ ବିବାହ ବିଚ୍ଛେଦର ୨ ବର୍ଷ ପରେ ପୁଣିଥରେ ବିବାହ କରିବାକୁ ଯାଉଛନ୍ତି ଟୀନା ଡାବି । ଆସନ୍ତା ଏପ୍ରିଲ ୨୨ ତାରିଖରେ ଜୟପୁରରେ ବିବାହ…

ମଶାଣି ପାଲଟିଗଲାଣି ୟୁକ୍ରେନର ବଡବଡ ସହର । ଚାରିଆଡେ ଧ୍ୱଂସର ତାଣ୍ଡବଲୀଳା , ଚାରିଆଡେ ପଡିରହିଛି ମୃତଦେହ ।

କନକ ବ୍ୟୁରୋ: ଋଷ ଆକ୍ରମଣରେ ଛାରଖାର ୟୁକ୍ରେନ୍ । ବଦଳିଯାଇଛି ଏହାର ମାନଚିତ୍ର । ଯୁଆଡେ ଦେଖିଲେ ଖାଲି ଧ୍ୱଂସ ଆଉ ଧ୍ୱଂସର ତାଣ୍ଡବଲୀଳା । ଶ୍ମଶାନ ପାଲଟିଛି ବଡବଡ ସହର । ପ୍ରାଣ ହରାଉଛନ୍ତି ହଜାରହଜାର ନିରୀହ ନାଗରିକ । ଋଷ- ୟୁକ୍ରେନ ଯୁଦ୍ଧ ଆସି ୩୫ ଦିନରେ ପହଞ୍ଚିଲାଣି । ଲଗାତାର…

ଜାତୀୟ ରାଜନୀତିରେ ଦଳର ଭବିଷ୍ୟତ ଯୋଜନା ନେଇ କେଜ୍ରିୱାଲଙ୍କ ବଡ ବୟାନ, ଜାଣନ୍ତୁ କଣ କହିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରା : ଦେଶରେ ଖସୁଛି କଂଗ୍ରେସ ଓ ବଢୁଛି ଆମ୍ ଆଦମୀ ପାର୍ଟିର ଲୋକପ୍ରିୟତା । ଦିଲ୍ଲୀ ପରେ ପଞ୍ଜାବରେ ଦଳକୁ ବହୁମତ ମିଳିବା ପରେ ଏବେ ଜାତୀୟ ରାଜନୀତିରେ ଏକ ଚେହେରା ହୋଇସାରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ । ଏହି…

ଶ୍ରୀମନ୍ଦିରର ବିକାଶ ନାଁରେ ଯଦି ବିପଦ ସୃଷ୍ଟି ହୁଏ ସେଥିପାଇଁ ସରକାର ଦାୟୀ ହେବେ । ପ୍ରକୃତ ସତ କଣ ଜାଣିବାକୁ…

କନକ ବ୍ୟୁରୋ : ବିଧାନସଭାର ବଜେଟ ଅଧିବେଶନର ଶୂନ୍ୟକାଳରେ ଉଠିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ । ବିକାଶମୂଳକ କାର୍ଯ୍ୟକୁ କେହି ବିରୋଧ କରିବେ ନାହିଁ ।ମାତ୍ର ବିକାଶ ନାଁ ରେ ମନ୍ଦିର ପ୍ରତି ବିପଦ ଯଦି ସୃଷ୍ଟି ହେବ ସେଥିପାଇଁ ସରକାର ଦାୟୀ ହେବେ । ଭାଇବ୍ରେସନ ପାଇଁ ମନ୍ଦିରରେ…