Daily Archives

March 29, 2022

ସଂସଦ ଭବନରେ ମୁଖ୍ୟମନ୍ତ୍ରୀ : ଦଳୀୟ ସାଂସଦଙ୍କ ସହ କଲେ ଆଲୋଚନା; କହିଲେ ରାଷ୍ଟ୍ରପତି ନିର୍ବାଚନ ନେଇ ନିଆଯାଇନି…

କନକ ବ୍ୟୁରୋ : ତିନି ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସଂସଦ ଭବନ ମୁଖ୍ୟମନ୍ତ୍ରୀ ଦଳୀୟ ସଂସଦମାନଙ୍କ ସହିତ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ରାଷ୍ଟ୍ରପତି ନିର୍ବାଚନ ନେଇ ଏଯାଏଁ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ସରକାର କିମ୍ବା ବିରୋଧୀ…

ଥରିଲା କାଶ୍ମୀର । ଲେହରେ ଭୂମିକମ୍ପ ।

କନକ ବ୍ୟୁରୋ: ଜମ୍ମୁ-କାଶ୍ମୀରରେ ମଙ୍ଗଳବାର ଭୋର ସମୟରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଲେହଠାରେ ସକାଳ ପାଖାପାଖି ୭ଟା ସମୟରେ ହାଲକା ଭୂମକମ୍ପ ଅନୁଭୂତ ହୋଇଥିଲା । ଏଥିରେ କୌଣସି ଧନଜୀବନ ହାନୀର କିଛି ସୂଚନା ମିଳିନାହିଁ । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୩ ଥିବା ଜଣାପଡିଛି ।…

ବିଧାନସଭାରେ ଉଠିଲା ଖଣି ଦୁର୍ନୀତି ପ୍ରସଙ୍ଗ । ୧୦୪ ଖଣି ମାଲିକ ଓଡ଼ିଶାର ସମ୍ପତ୍ତି ଲୁଟ କରୁଥିବା କଂଗ୍ରେସ ବିଧାୟକଙ୍କ…

କନକ ବ୍ୟୁରୋ : ବିଧାନସଭାରେ ଉଠିଲା ଖଣି ଦୁର୍ନୀତି ପ୍ରସଙ୍ଗ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ୧୦୪ ଖଣି ମାଲିକ ଓଡ଼ିଶାର ସମ୍ପତିକୁ ହରିଲୁଟ୍ କରିଛନ୍ତି । ଶହ ଶହ ଟ୍ରକ୍ ଖଣିଜ ପଦାର୍ଥ ବାହାର ରାଜ୍ୟକୁ ଚାଲାଣ କରାଯାଉଛି । ତେଣୁ ଏହି କମ୍ପାନୀ ମାନଙ୍କ ବିରୋଧରେ…

ବିଜେପି ସାଂସଦମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ, ନିଜ ନିର୍ବାଚନ ମଣ୍ଡଳୀରେ ଖୋଳାଯାଉ ଏତେ ପୋଖରୀ

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ସାରା ଦେଶରେ ଏବେ ସ୍ୱାଧୀନତାର ୭୫ ବର୍ଷ ଉପଲକ୍ଷେ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରାଯାଉଛି । ଏହି କ୍ରମରେ ପ୍ରଧାନମନ୍ତ୍ରୀ ନିଜ ଦଳର ସାଂସଦମାନଙ୍କୁ ଏକ ଅଜବ ପରାମର୍ଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି କି ସମସ୍ତ…

ସୂଚନା ଓ ଲୋକସମ୍ପର୍କ ବିଭାଗ ହ୍ୱାଟ୍ସଆପ୍ ଗ୍ରୁପରୁ ବିଦା ହେଲେ ନିରଞ୍ଜନ ସେଠୀ

କନକ ବ୍ୟୁରୋ : ସୂଚନା ଓ ଲୋକସମ୍ପର୍କ ବିଭାଗ ହ୍ୱାଟ୍ସଆପ୍ ଗ୍ରୁପରୁ ବିଦା ହେଲେ ନିରଞ୍ଜନ ସେଠୀ । ମାନସ ମୃତ୍ୟୁ ମାମଲାରେ ଗିରଫ ହୋଇଛନ୍ତି ପୂର୍ବତନ ଓଆଇଏସ୍ ନିରଞ୍ଜନ ସେଠୀ । ଗିରଫର ଏତେ ଦିନ ପରେ ବି କାହିଁକି ତାଙ୍କୁ ଗ୍ରୁପରେ ରଖାଯାଇଥିଲା । କାହିଁକି ତାଙ୍କୁ ଗ୍ରୁପରୁ ବିଦା…

ଗୃହରେ ଉଠିଲା ପାଣି ପ୍ରସଙ୍ଗ : ଅସନ୍ତୋଷ ପ୍ରକାଶ କଲେ ଉଭୟ ଶାସକ ଓ ବିରୋଧୀ ସଦସ୍ୟ; ମନ୍ତ୍ରୀ କହିଲେ, ୨୦୨୪ ସୁଦ୍ଧା…

କନକ ବ୍ୟୁରୋ : ପାନୀୟ ଜଳ ପ୍ରକଳ୍ପ ଓ ପିଇବା ପାଣି ସଙ୍କଟ ନେଇ ଗୃହରେ ଉଦବେଗ ପ୍ରକାଶ ପାଇଛି । ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ବିଳମ୍ବ ନେଇ ଗୃହରେ ଆଲୋଚନା ବେଳେ ପିଇବା ପାଣି ପ୍ରସଙ୍ଗ ମଧ୍ୟ ଉଠାଇ ଉଭୟ ଶାସକ ଓ ବିରୋଧୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଖରାଦିନେ ପିଇବା ପାଣି ସଙ୍କଟ…