Daily Archives

March 27, 2022

ସୁଲେଖାଙ୍କ କଣ୍ଠରେ ଲତାଙ୍କ ଗୀତ । ଭୁବନେଶ୍ୱରର ଭିଡ ଭିତରେ ମନକୁ ଛୁଇଁଯାଉଛି, ହୃଦୟ କିଣି ନେଉଛି ସୁମଧୁର ସ୍ୱର ।

କନକ ବ୍ୟୁରୋ: ସୁରିଲା ସ୍ୱର, ମନଛୁଆଁ କଣ୍ଠ । ହୃହୟ କିଣିନେଲା ପରି ଗୀତ । ବ୍ୟସ୍ତ ବହୁଳ ରାଜଧାନୀର ଗାଡି ମଟରର କେଁ କାଁ ଭିତରେ, ଭିଡ ଫଟେଇ କାନରେ ବାଜୁଛି, ମନକୁ ଛୁଇଁଛି କାହା ସ୍ୱର । ଗୀତ ଶୁଣି ବାଟରେ ଯାଉଥିବା ଲୋକେ ବି ଘଡିଏ ଅଟକି ଯାଉଛନ୍ତି ଆଉ ଶୁଣୁଛନ୍ତି ସୁଲେଖାଙ୍କ କଣ୍ଠରେ…

ଆସନ୍ତାକାଲିଠୁ କେନ୍ଦ୍ର ଟ୍ରେଡ୍ ୟୁନିଅନର ଭାରତ ବନ୍ଦ ଡାକରା । ଦୁଇ ଦିନ ପାଇଁ ପ୍ରଭାବିତ ହୋଇପାରେ ଏହିସବୁ…

କନକ ବ୍ୟୁରୋ: ଆସନ୍ତା ଦୁଇ ଦିନ ପାଇଁ ଜରୁରୀ ସେବା ଯେମିତିକି ବ୍ୟାଙ୍କ୍, ପରିବହନ, ରେଳ ସେବା ପ୍ରଭାବିତ ହୋଇପାରେ । କାରଣ ଦୁଇ ଦିନ ପାଇଁ ଟ୍ରେଡ ୟୁନିଅନ୍ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ଡାକରାକୁ ବ୍ୟାଙ୍କ, ଟେଲିକମ ସଂଘ ଆଦି ଅନେକ ସଂଗଠନ ସମର୍ଥନ କରିଛନ୍ତି । ଦେଶର…

ସୁପ୍ରିମୋଙ୍କୁ ଭେଟିଲେ ସଂଘମିତ୍ରା । ବିଜୟ ପରେ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କଲେ ବ୍ରହ୍ମପୁର ମେୟର ।

କନକ ବ୍ୟୁରୋ: ବିଜୟ ପରେ ବିଜେଡି ସୁପ୍ରିମୋଙ୍କୁ ଭେଟିଛନ୍ତି ବ୍ରହ୍ମପୁରର ନବ ନିର୍ବାଚିତ ମେୟର ସଂଘମିତ୍ରା ଦଳେଇ । ପୌର ନିର୍ବାଚନରେ ବିପୁଳ ଜନ ସମର୍ଥନ ପାଇ ବିଜେଡିର ବ୍ରହ୍ମପୁର ମେୟର ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି ଆଉ ଆଜି ନବୀନ ନିବାସ ଆସି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ…

ବିହାର ମୁଖ୍ୟମନ୍ତ୍ରୀ ନୀତିଶଙ୍କୁ ଚାପୁଡା ମାରିବାକୁ ଯୁବକଙ୍କ ଉଦ୍ୟମ, ଉଠାଇନେଲା ପୋଲିସ । ଭିଡ଼ିଓ ହେଲା ଭାଇରାଲ ।

କନକ ବ୍ୟୁରୋ :ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସୁରକ୍ଷା ବ୍ୟବସ୍ଥାରେ ବଡ ଧରଣର ତ୍ରୁଟି । ରବିବାର ପାଟଣାର ବଖତିଆରପୁରରେ ନୀତିଶଙ୍କୁ ଚାପୁଡା ମାରିବାକୁ ଉଦ୍ୟମ କରି ଗିରଫ ହେଲେ ଯୁବକ । Bihar | A youth tried to attack CM Nitish Kumar during a program in…

ଭଲ ଲାଭ ଦେଉଛି ମାଛ ଓ ଛତୁ ଚାଷ । ରୋହି, ଭାକୁର, ମିରକାଳି, ଗ୍ରାସକପ୍ ଭଳି ମାଛ ଚାଷ କରି ସ୍ୱାବଲମ୍ବୀ ହୋଇଛନ୍ତି…

କନକ ବ୍ୟୁରୋ : ମାଛ ଓ ଛତୁ ଚାଷ ଦେଇଛି ରୋଜଗାର । ଏହି ଚାଷ ଏବେ ସ୍ୱୟଂସହାୟକ ଗୋଷ୍ଠୀର ମହିଳା ମାନଙ୍କୁ କରିଛି ଆତ୍ମନିର୍ଭରଶୀଳ । ସ୍ୱୟଂସହାୟକ ଗୋଷ୍ଠର ମହିଳା ମାନେ ପରସ୍ପର ସାହାଯ୍ୟ ସହଯୋଗରେ ମାଛ ଏବଂ ଛତୁ ଚାଷ କରି ପାଉଛନ୍ତି ସଫଳତା । ଭଲ ଦୁଇପଇସା ରୋଜଗାର କରି ପରିବାରର ଆର୍ଥିକ…

ବାଲେଶ୍ୱର ଏବଂ ଜଳେଶ୍ୱର ରେଳ ଷ୍ଟେସନରେ ଖୋଲାଯାଇଛି ସେଲସ ହବ୍  ।  ହାତ ତିଆରି ସାମଗ୍ରୀ ଓ କାରିଗରଙ୍କୁ ମିଳିବ ନୂଆ…

କନକ ବ୍ୟୁରୋ : ୱାନ ଷ୍ଟେସନ ୱାନ ପ୍ରଡକ୍ଟ ଯୋଜନାରେ ରେଳ ଷ୍ଟେସନରେ ବିକ୍ରି ହେଉଛି ହାତ ତିଆରି ସାମଗ୍ରୀ । ବାଲେଶ୍ୱର ଏବଂ ଜଳେଶ୍ୱର ରେଳ ଷ୍ଟେସନରେ ଖୋଲାଯାଇଛି ସେଲସ ହବ୍ । ସ୍ଥାନୀୟ ଉତ୍ପାଦ ଓ କାରିଗରଙ୍କୁ ମିଳିବ ନୂଆ ପରିଚୟ । ୧୫ ଦିନ ପାଇଁ ଏହି ଯୋଜନାକୁ ଏକ ପାଇଲଟ ପ୍ରକଳ୍ପ ଭାବେ…