Daily Archives

March 14, 2022

ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଆସିଲା ପରୀକ୍ଷା ସୂଚୀ, ଜାଣନ୍ତୁ କେବେ ଓ କେମିତି ହେବ ପରୀକ୍ଷା?

କନକ ବ୍ୟୁରୋ : ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ବଡ ଖବର । ମାଟ୍ରିକ ପରୀକ୍ଷାର ସମୟସୀମା ଓ କେତେ ମାର୍କର ପରୀକ୍ଷା ହେବ ସେନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆସି ସୂଚନା ଦିଆଯାଇଛି । ଆସନ୍ତା ଏପ୍ରିଲ ୨୯ରୁ ମେ ୭ ଯାଏଁ ପରୀକ୍ଷା ହେବ  । ସବମେଟିଭ ଆସେସମେଣ୍ଟ -୨ ପରୀକ୍ଷା ହେବ…

ଅମରିନ୍ଦର କହିଲେ ୫ ରାଜ୍ୟରେ କଂଗ୍ରେସର ପରାଜୟ ପାଇଁ ଗାନ୍ଧୀ ପରିବାର ଦାୟୀ । ସୋନିଆ କହିଲେ, କ୍ୟାପଟେନଙ୍କୁ ସମର୍ଥନ…

କନକ ବ୍ୟୁରୋ : ପଞ୍ଜାବ ବିଧାନସଭା ନିର୍ବାଚନ ସମେତ ଅନ୍ୟ ୪ ରାଜ୍ୟ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ମଣିପୁରରେ କଂଗ୍ରେସର ଶୋଚନୀୟ ପରାଜୟ ଏବେ ଅନେକ ପ୍ରଶ୍ନ ଛିଡା କରିଛି । ଏହି ପରାଜୟକୁ ନେଇ କଂଗ୍ରେସ ପକ୍ଷରୁ ମାନସମନ୍ଥନ କରାଯାଇଥିବା ବେଳେ ଆଗାମୀ ଭବିଷ୍ୟତ କଣ ହେବ ସେବାବଦରେ ଆଲୋଚନା…

ପୁଷ୍ପା ଫିଲ୍ମ ଷ୍ଟାଇଲରେ ଗଂଜେଇ ଚାଲାଣ । ରିଲିଆନ୍ସ କମ୍ପାନୀର ଟ୍ରଲି ତଳେ ଥିଲା ଗଞ୍ଜେଇ ।

କନକ ବ୍ୟୁରୋ: ପୁଷ୍ପା ଷ୍ଟାଇଲରେ ଗଂଜେଇ ଚାଲାଣ । ତଳେ ଗଂଜେଇ ଉପରେ ନାମି ଦାମି କମ୍ପାନି ର ଲେବେଲ ଥିବା ଶପିଙ୍ଗ ଟ୍ରଲି ଓ ବାସସ୍କେଟ । ହାଇଦ୍ରାବଦ ର ରୁ ଟ୍ରକ ଟି ରିଲିଆନ୍ସ କମ୍ପାନୀ ର ଟ୍ରଲି ଓ ବାସ୍କେଟ ନେଇ ଉତର ପ୍ରଦେଶ ଯାଉ ଥିଲା । ତେବେ ବାଟରେ ଆନ୍ଦ୍ର ଦାରାକୋଣ୍ଡା ଅଂଚଳ ରୁ ୨୦ ଟି…

ସିବିଏସଇ ଦଶମ ଓଡିଆ ପରୀକ୍ଷା ମୂଲ୍ୟାୟନରେ ତ୍ରୁଟି ଅଭିଯୋଗ ଘଟଣା: ମୂଲ୍ୟାୟନ ତ୍ରୁଟିର ଯାଞ୍ଚ କରିବ କମିଟି

କନକ ବ୍ୟୁରୋ: ସିବିଏସଇ ଦଶମ ଓଡିଆ ପରୀକ୍ଷା ମୂଲ୍ୟାୟନରେ ତ୍ରୁଟି ଅଭିଯୋଗ ଘଟଣା । ଘଟଣାର ତଦନ୍ତ ପାଇଁ ସିବିଏସଇ ପକ୍ଷରୁ ବିଶେଷଜ୍ଞ କମିଟି ମଧ୍ୟ ଗଠନ ହୋଇଛି । ଓଡିଆ ପରୀକ୍ଷାରେ ପ୍ରଶ୍ନ ଓ ଉତ୍ତରରେ ସାମଞ୍ଜସ୍ୟ ନଥିବା ଅଭିଯୋଗ ଥିଲା । ୨୪ ଘଣ୍ଟାରେ ପଦକ୍ଷେପ ପାଇଁ ବିଶେଷଜ୍ଞ କମିଟିକୁ…

ମିସାଇଲ ଏତେ କ୍ଷୀପ୍ର ଗତିରେ ଯାଇଥିଲା ଯେ… । ଜାଣନ୍ତୁ ଭାରତର ମିସାଇଲକୁ କାହିଁକି ଆକାଶପଥରେ ନଷ୍ଟ କରିବାରେ…

କନକ ବ୍ୟୁରୋ : ଭାରତର ଏକ ମିସାଇଲ ପାକିସ୍ତାନରେ କ୍ରାସ କରିବା ପରେ ଏବେ ନୂଆ ନୂଆ ଘଟଣା ସାମ୍ନାକୁ ଆସୁଛି । ପାକିସ୍ତାନ ପକ୍ଷରୁ କୁହାଯାଇଛି ଯେ, ଭାରତରୁ ଆସିଥିବା ମିସାଇଲ ପାକିସ୍ତାନ ବାୟୁସୀମା ନିୟମର ଉଲ୍ଲଘଂନ କରିଛି । ଏପରିକି ଏହି କ୍ରାସ ଫଳରେ ପାକିସ୍ତାନର କିଛି ବିଲ୍ଡିଂ ନଷ୍ଟ…

ଭୟଙ୍କର ରୂପ ନେଉଛି ଋଷ-ୟୁକ୍ରେନ୍ ଯୁଦ୍ଧ… ହେବକି ଜୈବିକ, ରାସାୟନିକ ଅସ୍ତ୍ରର ପ୍ରୟୋଗ? ନୂଆ ବିପଦ ନେଇ ବଢିଲା…

କନକ ବ୍ୟୁରୋ : ଭୟଙ୍କର ପରିସ୍ଥିତି ଆଡକୁ ଗତି କରୁଛି ଋଷ-ୟୁକ୍ରେନ୍ ଯୁଦ୍ଧ । ଟ୍ୟାଙ୍କ, ତୋପ ଏବଂ ଯୁଦ୍ଧବିମାନରେ ଆରମ୍ଭ ହୋଇଥିବା ଯୁଦ୍ଧ ଏବେ ଜୈବିକ ଏବଂ ରାସାୟନିକି ଅସ୍ତ୍ରଶସ୍ତ୍ର ପର୍ଯ୍ୟନ୍ତ ପହଞ୍ଚିଗଲାଣି । ୟୁକ୍ରେନ୍ ଆମେରିକା ସହ ମିଶି ଜୈବିକ ଏବଂ ରାସାୟନିକ ଅସ୍ତ୍ରଶସ୍ତ୍ର ତିଆରି…