Daily Archives

February 24, 2022

ଇଶାନ ଓ ଶ୍ରେୟସଙ୍କ ବିସ୍ଫୋରକ ବ୍ୟାଟିଂ । ଶ୍ରୀଲଙ୍କା ଆଗରେ ୨୦୦ ରନର ବିଶାଳ ବିଜୟଲକ୍ଷ୍ୟ ଧାର୍ଯ୍ୟ କଲା ଟିମ୍ ଇଣ୍ଡିଆ…

କନକ ବ୍ୟୁରୋ : ଇଶାନ କିଷାନଙ୍କ ଧୂଆଁଧାର ବ୍ୟାଟିଂ । ଲକ୍ଷ୍ନୌରେ ଆଜି ଖେଳାଯାଉଥିବା ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦ରେ ଦମଦାର ବ୍ୟାଟିଂ ପ୍ରଦର୍ଶନ କରିଛି ଟିମ୍ ଇଣ୍ଡିଆ । ଯୁବ ତାରକା ଇଶାନ କିଷାନ ଏବଂ ଶ୍ରେୟସ ଆୟରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୨ଟି ୱିକେଟ୍ ହରାଇ…

ନୱାବ ମଲ୍ଲିକ ଗିରଫ ପରେ ମହାରାଷ୍ଟ୍ରରେ ତେଜିଲା ରାଜନୀତି: ରାଜରାସ୍ତାକୁ ଓହ୍ଲାଇଲେ ଏନସିପି କର୍ମୀ ଓ ନେତା

କନକ ବ୍ୟୁରୋ: ଏନସିପି ନେତା ନୱାବ ମଲ୍ଲିକଙ୍କୁ ଇଡି ଗିରଫ କରିବା ପରେ ମହାରାଷ୍ଟ୍ର ରାଜନୀତି ତେଜିବାରେ ଲାଗିଛି । ଏନସିପି ନେତା ଓ କର୍ମକର୍ତା ମାନେ ରାଜ ରାସ୍ତାକୁ ଓହ୍ଲାଇ ପ୍ରଦର୍ଶନ କରିଛନ୍ତି । ୨୦୦୫ରେ ଅଣ୍ଡରୱାଲର୍ଡ ଡନ ଦାଉଜ ଇବ୍ରାହିମଙ୍କ ଭଉଣି ହସିନାଙ୍କ ଠାରୁ ଅତି କମ ମୁଲ୍ୟରେ…

ୟୁକ୍ରେନରେ ଲାଗିଲା ମାର୍ସଲ ଲ’: ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ଆହ୍ୱାନ, ସବୁ ସକ୍ଷମ ବ୍ୟକ୍ତି ଉଠାନ୍ତୁ ଅସ୍ତ୍ର

କନକ ବ୍ୟୁରୋ: ରୁଷର ଆକ୍ରମଣ ପରେ ୟୁକ୍ରେନ ରାଷ୍ଟ୍ରପତି ଦେଶବାସୀଙ୍କୁ ଏକ ବଡ଼ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି ଦେଶର ଯେକୌଣସି ନାଗରିକ ଅସ୍ତ୍ର ଉଠାଇବାକୁ ସକ୍ଷମ, ସେମାନେ ଯୁଦ୍ଧରେ ସାମିଲ ହୁଅନ୍ତୁ ଓ ଦେଶପାଇଁ ଲଢ଼ନ୍ତୁ । ରୁଷର କଡ଼ା ମୁକାବିଲା ପାଇଁ ଦେଶବାସୀଙ୍କ ସହାୟତା ଲୋଡ଼ିଛନ୍ତି…

ଅର୍ଥନୀତି ଉପରେ ଯୁଦ୍ଧର ବଡ଼ ପ୍ରଭାବ: ବଢିବ କି ତେଲ ଦର? ଅନ୍ତର୍ଜାତୀୟ ବଜାରରେ ମହଙ୍ଗା ମାଡ

କନକ ବ୍ୟୁରୋ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ସଂକଟ ବଢିବାରେ ଲାଗିଛି । ଯାହାର ସିଧାସଳଖ ପ୍ରଭାବ ପଡିଛି ଅର୍ନ୍ତଯାତୀୟ ତେଲ ବଜାର ଉପରେ ପଡିଛି । ବ୍ୟାରେଲ ପିଛା ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୨ ଶହ ୯୮ ଟଙ୍କା ବୃଦ୍ଦି ହୋଇଛି । ଯାହା ଫଳରେ ବ୍ୟାରେଲ ପିଛା ତେଲ ଦର ପାଖା ପାଖି ୧୦୦ ଡଲାର ରେ…

ଶେଷ ହେଲା ପଞ୍ଚମ ପର୍ଯ୍ୟାୟ ପଞ୍ଚାୟତ ଭୋଟ୍ । ୭୦ ପ୍ରତିଶତ ମତଦାନ, ଭୋଟ୍ ବାକ୍ସରେ ସିଲ ନେତାଙ୍କ ଭାଗ୍ୟ । 

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ସରିଛି । ପ୍ରଥମ ୩ଟି ପର୍ଯ୍ୟାୟରେ ହିଂସାକାଣ୍ଡ ପରେ ଆଜି ୫ମ ପର୍ଯ୍ୟାୟରେ ନିଆଳି ଓ ଭଦ୍ରକରେ ଗଣ୍ଡଗୋଳ ଦେଖିବାକୁ ମିଳିଛି । ଭଦ୍ରକରେ ବୁଥରେ ପଶି ବାଲାଟ ପେପର ଲୁଟ ହୋଇଥିବା ବେଳେ ନିଆଳିରେ ଏକାଧିକ ସ୍ଥାନରେ ଭୋଟ ବାକ୍ସ ଲୁଟ ସହ ସରକାରୀ…

ଏପଟେ ଋଷିଆ ସେପଟେ ଆମେରିକା । କାହାକୁ ସମର୍ଥନ କରିବ ଦ୍ୱନ୍ଦ୍ୱରେ ଭାରତ ।

କନକ ବ୍ୟୁରୋ : ଭାରତ ପାଇଁ ଜଟିଳ ପରିସ୍ଥିତି । ଗୋଟିଏ ପଟେ ରୁଷିଆ ଅନ୍ୟପଟେ ଆମେରିକା । ରୁଷିଆ ହେଉଛି, ୭୫ ବର୍ଷର ପୁରୁଣା ବନ୍ଧୁ ରାଷ୍ଟ୍ର । ଭାରତର ପ୍ରାୟ ୭୦ ପ୍ରତିଶତ ଅସ୍ତ୍ରଶସ୍ତ୍ର ଓ ଯୁଦ୍ଧ ସରଞ୍ଜାମ ରୁଷିଆ ହିଁ ଯୋଗାଇ ଥାଏ । ଏବଂ ସବୁବେଳେ ଭାରତ ସହ ଭଲ ସମ୍ପର୍କରେ ରହି ଆସିଛି ।…