Daily Archives

February 19, 2022

ଶ୍ରୀଲଙ୍କା ବିପକ୍ଷ ସିରିଜରେ ଟିମ୍ ଇଣ୍ଡିଆରେ ସ୍ଥାନ ପାଇଲେ ସୌରଭ କୁମାର । ଜାଣନ୍ତୁ, କିଏ ଏହି କ୍ରିକେଟର?

କନକ ବ୍ୟୁରୋ: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ଯେଉଁଥିରେ ନୂଆ ମୁହଁ ଭାବେ ସାମିଲ ହୋଇଛନ୍ତି ଉତ୍ତରପ୍ରଦେଶ କ୍ରିକେଟର ସୌରଭ କୁମାର । ତେବେ ପ୍ରଥମ କରି ତାଙ୍କୁ ଭାରତୀୟ ଦଳରେ ଦେଖିବାକୁ ପାଇବେ ଦର୍ଶକ । ତେଣୁ ଏବେ ଏହି କ୍ରିକେଟର ଜଣକ କିଏ ତାକୁ ନେଇ…

ଶ୍ରୀଲଙ୍କା ବିପକ୍ଷ ଟି-୨୦ ଓ ଟେଷ୍ଟ ସିରିଜ୍ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ଦେଖନ୍ତୁ, ଦଳରେ ସ୍ଥାନ ପାଇଲେ କିଏ କିଏ?

କନକ ବ୍ୟୁରୋ: ଚଳିତ ମାସ ଶେଷ ଆଡକୁ ହେବାକୁ ଥିବା ଭାରତ-ଶ୍ରୀଲଙ୍କା ଟି-୨୦ ସିରିଜ୍ ଓ ଟେଷ୍ଟ ସିରିଜ୍ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ତେବେ ଉଭୟ ଟି-୨୦ ଓ ଟେଷ୍ଟ ଦଳର ଅଧିନାୟକ ପଦ ରୋହିତ ଶର୍ମାଙ୍କୁ ଦିଆଯାଇଛି । ଅନ୍ୟପଟେ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରୁ ବିରାଟ କୋହଲି, ରିଷଭ ପନ୍ତ…

ଆତଙ୍କବାଦୀଙ୍କୁ ଯୋଗାଉଥିଲେ ଦେଶର ସୁରକ୍ଷା ସଂପର୍କିତ ତଥ୍ୟ, ଶେଷରେ ବାନ୍ଧିଲା ନିଜ ବିଭାଗ

କନକ ବ୍ୟୁରୋ : ଦେଶ ମାତୃକାର ସେବା କରିବାକୁ ସଂକଳ୍ପ ନେଇଥିଲେ । ତାଙ୍କ କାର୍ଯ୍ୟକାଳରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ ସେବା ମେଡାଲରେ ବି ସମ୍ମାନୀତ କରାଯାଇଥିଲା । ହେଲେ ଶେଷରେ ସେ ଜଣେ ଦେଶଦ୍ରୋହୀ ବୋଲି ଜଣାପଡିବା ପରେ ନିଜ ବିଭାଗ ତାଙ୍କୁ ଗିରଫ କରିବାକୁ ବାଧ୍ୟ ହୋଇଛି । ଦେଶରେ…

ପୁରୀରେ ମହାମହିମ ରାଷ୍ଟ୍ରପତି । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମହାପ୍ରଭୁଙ୍କୁ କରିବେ ଦର୍ଶନ ।

କନକ ବ୍ୟୁରୋ: ପୁରୀରେ ପହଞ୍ଚିଛନ୍ତି ମହାମହିମ ରାଷ୍ଟ୍ରପତି । ପୁରୀ ସହରରେ ବିଶେଷ କରି ତାଳବଣିଆ ଠାରୁ ଆରମ୍ଭ କରି ବଡଦାଣ୍ଡ ଦେଇ ଶ୍ରୀମନ୍ଦିର ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏଥିପାଇଁ ବରିଷ୍ଠ ପୋଲିସ ଅଧିକାରୀଙ୍କ ଠାରୁ ଆରମ୍ଭ କରି ୪୦ ପ୍ଲାଟୁନ୍ ପୋଲିସ କର୍ମୀ…

ଓଡିଶାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସଂଧ୍ୟା ୫ଟାରୁ ୫ଟା ୪୫ ମଧ୍ୟରେ ଶ୍ରୀମନ୍ଦିରରେ କରିବେ ମହାପ୍ରଭୁଙ୍କ ଦର୍ଶନ

କନକ ବ୍ୟୁରୋ : ଓଡିଶାରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ବାୟୁସେନାର ସ୍ୱତନ୍ତ୍ର ବିମାନରେ ପହଞ୍ଚିଲେ ରାଷ୍ଟ୍ରପତି । ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଛନ୍ତି । ଏହାପରେ ଭୁବନେଶ୍ୱରରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପୁରୀ ଯିବେ । …

ଖଲ୍ଲିକୋଟର ବିଭିନ୍ନ ଗାଁରେ ଜମିବାରେ ଲାଗିଛି ପ୍ରଚାର । ବିଜେପି ପାଇଁ ପ୍ରଚାର କରୁଛନ୍ତି ଅଭିନେତା ଓ ଅଭିନେତ୍ରୀ

କନକ ବ୍ୟୁରୋ : ଗାଁ ଦାଣ୍ଡରେ ଜମୁଛି ପ୍ରାର୍ଥୀଙ୍କ ପଚାର ପ୍ରସାର । ବିଜେପି ତରଫରୁ ଅଭିନେତା ଅଭିନେତ୍ରୀଙ୍କ ମାରାଥନ ପ୍ରଚାର ଦେଖିବାକୁ ମିଳିଛି । ପ୍ରଚାର ମଇଦାନରେ ଓଲିଉଡ ଅଭିନେତ୍ରୀ ବିଦୁସ୍ମିତା ଓ ଅଶ୍ରୁମୋଚନ ମହାନ୍ତିଙ୍କୁ ଦେଖିବାକୁ ମିଳିଛି । ବିଦୁସ୍ମିତା ଖଲ୍ଲିକୋଟ ୧୧ନଂ ଜୋନର…