Daily Archives

August 14, 2021

ପ୍ରଧାନମନ୍ତ୍ରୀଙ୍କ ଘୋଷଣା: ୧୪ ଅଗଷ୍ଟକୁ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ଭାବେ ପାଳିବ ଭାରତ

କନକ ବ୍ୟୁରୋ: ଅଗଷ୍ଠ ୧୪ ତାରିଖକୁ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ଭାବେ ପାଳନ କରିବାକୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।ଅଗଷ୍ଟ ୧୫କୁ ସମସ୍ତେ ଖୁସିରେ ପାଳିଥିବାବେଳେ ତା ଅଗଷ୍ଟ ୧୪ ତାରିଖର ସ୍ମୃତି ଆଖିରେ ଲୁହ ଭରିଦିଏ । ଇଏ ସେହି ଦିନ ଯେଉଁଦିନ ଭାରତ ଓ ପାକିସ୍ତାନ…

ବୁର୍ଲା ଭିମସାରରେ ୨ ଶିଶୁ କରୋନା ପଜିଟିଭ । ୮ ମାସର ଓ ୫ ବର୍ଷର ଶିଶୁ କୋଭିଡ ସଂକ୍ରମିତ ହୋଇଥିବା ଭିମସାର ଅଧୀକ୍ଷକଙ୍କ…

କନକ ବ୍ୟୁରୋ : ବୁର୍ଲା ଭିମସାରରେ ୨ ଶିଶୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ୭ ମାସର ଓ ଅନ୍ୟ ଜଣେ ୫ ବର୍ଷର ଶିଶୁ । ଭିମସାର ଅଧୀକ୍ଷକ ଡାକ୍ତର ଲାଲମୋହନ ନାୟକ ଦେଇଥିବା ସୂଚନା ଅନୁସାରେ ଉଭୟ ଶିଶୁ ଅସୁସ୍ଥତା ଯୋଗୁଁ ଭିମସାରରେ ଭର୍ତି ହୋଇଥିଲେ । ମାତ୍ର ଆଂଟିଜେନ…

ଆନ୍ଧ୍ରକୁ ଓଡିଶାଦେଲା କଡ଼ା ଜବାବ । ‘କୋଟିଆ ମୋର’ କହି ୨୧ ଖଣ୍ଡ ଗାଁରେ ଲାଗିଲା ଓଡ଼ିଆ ସାଇ ବୋର୍ଡ

କନକ ବ୍ୟୁରୋ : କାଟିଆକୁ ନେଇ ବଢିଲା ଆନ୍ଧ୍ର-ଓଡିଶା ବିବାଦ । କୋଟିଆରେ ଲାଗିଲା ଓଡିଆ ନାମ ଫଳକ । କୋଟିଆ ଗ୍ରାମପୁଞ୍ଜର ୨୧ଟିଗାଁରେ ଓଡିଆରେ ନାମ ଫଳକ । ପଟାଙ୍ଗି ବ୍ଲକ ପ୍ରଶାସନ ପକ୍ଷରୁ ନେରେଡି ୱାଲସା ଓ ତାଡିୱାଲସାରେ ଓଡିଆ ସାଇନ ବୋର୍ଡ ଲେଖାଯାଇଛି । ଆଗକୁ ଅନ୍ୟ ଗାଁରେ ବି ଓଡିଆ ସାଇନ…

ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଡିଏସପିଙ୍କ ନେତୃତ୍ୱରେ ୩ ଜଣିଆ ଟିମ୍ ଗଠିତ

କନକ ବ୍ୟୁରୋ : ଦିନକୁ ଦିନ ଜଟିଳ ହେବାରେ ଲାଗିଛି ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା । ସୌମ୍ୟରଞ୍ଜଙ୍କ ମୃତ୍ୟୁକୁ ମାସେ ବିତିଯାଇଥିଲେ ବି ପୋଲିସ ହାତରେ କୌଣସି ତଥ୍ୟ ଲାଗିନି । ତେଣୁ ଏହି ମାମଲାରେ ଏଣିକି କ୍ରାଇମବ୍ରାଞ୍ଚ ତଦନ୍ତ କରିବ । ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାର…

ମୁଠାଏ ଚାଉଳ ପାଇଁ ୨୫ କିଲୋମିଟର ଚାଲିଲେ ବୃଦ୍ଧା । ବାହାନା ଦେଖାଇ ଚାଉଳ ଦେବାକୁ ମନା କରୁଥିଲେ ଅଧିକାରୀ, ଶେଷରେ…

କନକ ବ୍ୟୁରୋ: ମୁଠାଏ ଚାଉଳ ପାଇଁ ୭୦ ବର୍ଷିୟା ବୃଦ୍ଧା ଚାଲିଲେ ୨୫ କିଲୋମିଟର । ଏଭଳି ଘଟଣା ସାମ୍ନାକୁ ଆସିଛି ନୂଆପଡା ଜିଲ୍ଲାରୁ । ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବୃଦ୍ଧାଙ୍କୁ ରାସନକାର୍ଡ ଯୋଗାଇଦିଆଯାଇଛି । ଖବର ଅନୁସାରେ, ନୂଆପଡା ଜିଲ୍ଲା ସଦର ବ୍ଲକ ମୋଟା ନୂଆପଡା ପଂଚାୟତ କୁକୁରୀମୁଣ୍ଡି…

ଭାରତକୁ ତାଲିବାନର ଧମକ: ଆଫଗାନିସ୍ତାନରେ ଭାରତର ପ୍ରୋଜେକ୍ଟ ପ୍ରଶଂସନୀୟ, ହେଲେ ସେନା ପଠାଇଲେ ପରିଣତି ଭୟାବହ

କନକ ବ୍ୟୁରୋ: ଆଫଗାନିସ୍ତାନରେ ରକ୍ତର ହୋଲି ଖେଳୁଥିବା ତାଲିବାନ ଭାରତକୁ ଚେତାବନୀ ଦେଇଛି । ଗୋଟେପଟେ ଆଫଗାନିସ୍ତାନରେ ଭାରତର ପ୍ରଗତିମୂଳକ କାର୍ଯ୍ୟକ୍ରମକୁ ତାଲିବାନ ପ୍ରଶଂସା କରୁଥିବାବେଳେ ସେନା ପଠାଇବା ଯୋଜନାକୁ ନେଇ ଧମକ ଦେଇଛି । ଆଫଗାନିସ୍ତାନକୁ ଭାରତ ସେନା ପଠାଇଲେ ପରିଣତି ଭୟାବହ…