Daily Archives

February 18, 2021

ପୂର୍ବତନ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୋଧରେ ଯୌନ ଉତ୍ପୀଡନ ମାମଲା । କୋର୍ଟ କହିଲେ ଷଡଯନ୍ତ୍ର ଆଶଙ୍କାକୁ ଏଡାଇ…

କନକ ବ୍ୟୁରୋ : ସୁପ୍ରିମ କୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ତଥା ବର୍ତ୍ତମାନର ରାଜ୍ୟସଭା ସାଂସଦ ଥିବା ରଞ୍ଜନ ଗୋଗୋଇଙ୍କ ବିରୋଧରେ ଚାଲିଥିବା ଯୌନ ଉତ୍ପୀଡନ ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି କି ପ୍ରଧାନ ବିଚାରପତିଙ୍କ ବିରୋଧରେ ଷଡଯନ୍ତ୍ର ହୋଇଥିବା ଆଶଙ୍କାକୁ ଏଡାଇ ଦେଇ ହେବ ନାହିଁ ।…

ଗୃହରେ ଶୋକ ପ୍ରସ୍ତାଵ ଆଗତ କଲେ ମୁଖ୍ୟମନ୍ତ୍ରୀ, ଶୋକ ପ୍ରସ୍ତାବକୁ ବିରୋଧୀଙ୍କ ସମର୍ଥନ ।

କନକ ବ୍ୟୁରୋ : ଷୋଡ଼ଶ ବିଧାନସଭାର ଷଷ୍ଠ ଅଧିବେଶନ ଆରମ୍ଭ । ଗୃହରେ ଶୋକ ପ୍ରସ୍ତାଵ ଆଗତ କଲେ ମୁଖ୍ୟମନ୍ତ୍ରୀ । ପୂର୍ବତନ ବିଧାୟକ, ସୁରକ୍ଷାକର୍ମୀ, ଯବାନ ଓ କରନା ଯୋଦ୍ଧାଙ୍କ ଉଦେଶ୍ୟରେ ଶୋକପ୍ରସ୍ତାଵ ଆଗତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ରାଜ୍ୟପାଳଙ୍କ ବଜେଟ୍ ଅଭିଭାଷଣ ପରେ…

ନୟାଗଡ ‘ପରୀ’ ହତ୍ୟା ମାମଲା : ଦୋଷ ମାନିଲା ସୈତାନ; ତଳେ ପକାଇ ତଣ୍ଟିଚିପି ମାରିଥିଲି

କନକ ବ୍ୟୁରୋ : କେମିତି ହୋଇଥିଲା ‘ପରୀ’ର ହତ୍ୟା…? କେମିତି ମୃତଦେହ ଲୁଚାଇବାକୁ କରିଥିଲା ଷଡ଼ଯନ୍ତ୍ର ? ଅପରାଧର ଡେମୋ ଦେଖାଇଲା ଅଭିଯୁକ୍ତ । ସାରା ରାଜ୍ୟରେ ଚହଳ ପକାଇଥିବା କୁନି ଝିଅ ପରୀର କେମିତି ହୋଇଥିଲା ହତ୍ୟା । ନିଜେ ଅଭିଯୁକ୍ତ ସତ ମାନିଛି । ନିଜେ ଅଭିଯୁକ୍ତ ସ୍ୱିକାରୋକ୍ତି କରିଛି…

ରାଜ୍ୟପାଳଙ୍କ ବଜେଟ୍ ଅଭିଭାଷଣ: ରାଜ୍ୟ ସରକାରଙ୍କ ସଫଳତା ବଖାଣିଲେ ରାଜ୍ୟପାଳ । ପଢ଼ନ୍ତୁ କ’ଣ କହିଲେ ପ୍ରଫେସର ଗଣେଶୀ…

କନକ ବ୍ୟୁରୋ: ଆଜିଠାରୁ ଷୋଡ଼ଶ ବିଧାନସଭାର ଷଷ୍ଠ ଅଧିବେଶନ ଆରମ୍ଭ ହୋଇଛି । ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନିଜର ଅଭିଭାଷଣ ରଖି ବିଭିନ୍ନ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ସେ କରୋନା ନିୟନ୍ତ୍ରଣରେ ରାଜ୍ୟ ସରକାରଙ୍କ ଭୂମିକାକୁ ପ୍ରଶଂସନୀୟ କହିଛନ୍ତି ।…

ପଶ୍ଚିମବଙ୍ଗ ମନ୍ତ୍ରୀ ଜାକିର ହୁସେନଙ୍କ ଉପରେ ବୋମାମାଡ ଘଟଣା । ସିଆଇଡି ହାତକୁ ଗଲା ତଦନ୍ତ ଦାୟିତ୍ୱ । ମେଡିକାଲରେ…

କନକ ବ୍ୟୁରୋ : ପଶ୍ଚିମବଙ୍ଗ ସରକାରରେ ମନ୍ତ୍ରୀ ଥିବା ଜାକିର ହୁସେନଙ୍କ ଉପରେ କିଛି ଅଜଣା ଦୃର୍ବୁତ୍ତ ଗତକାଲି ସଂନ୍ଧ୍ୟାରେ ମୁଶିଦାବାଦର ଏକ ରେଳ ଷ୍ଟେସନ ନିକଟରେ ବୋମାମାଡ କରିଥିଲେ । ଏହି ବୋମାମାଡରେ ଜାକିର ଗୁରୁତର ହୋଇ ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏହି ମାମଲାର ଯାଂଚ ଏବେ…

ମୃତ୍ୟୁର ଟ୍ରାକରୁ ବଞ୍ଚିଗଲା ଜୀବନ : ମହିଳାଙ୍କ ଉପରେ ଚାଲିଗଲା ଟ୍ରେନ୍…! ଟ୍ରେନ୍ ତଳେ ଗଳି ରେଳ ଧାରଣା ପାରି…

କନକ ବ୍ୟୁରୋ : ହରିଆଣାରେ ଦେଖିବାକୁ ମିିଳିଛି ଏକ ଭୟାନକ ଭିଡିଓ । ଏକ ଚଳନ୍ତା ଟ୍ରେନ୍‌ ତଳୁ ସୁରକ୍ଷିତ ଭାବେ ନିଜ ଜୀବନ ବଞ୍ଚାଇବାରେ ସମର୍ଥ ହୋଇଛନ୍ତି ଜ‌ଣେ ମଧ୍ୟବୟସ୍କା ମହିଳା । ସେହି ସମୟର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି । ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି…