Daily Archives

April 29, 2020

ସରକାରଙ୍କ ବଡ଼ ନିଷ୍ପତି: ଗାଁ ଲୋକେ କରିପାରିବେନି ବ୍ୟାରିକେଡ୍, କେବଳ କଣ୍ଟେନମେଣ୍ଟ ଅଞ୍ଚଳରେ ହେବ ବ୍ୟାରିକେଡ୍, ବେଆଇନ…

କନକ ବ୍ୟୁରୋ: କରୋନା ମୁକାବିଲା ବେଳେ ରାଜ୍ୟ ସରକାରଙ୍କ କଡ଼ା ନିର୍ଦ୍ଦେଶ । ଗାଁ ଲୋକେ କରିପାରିବେନି ବ୍ୟାରିକେଡ୍ । ଗ୍ରାମବାସୀଙ୍କ ଦ୍ୱାରା କରାଯାଉଥିବେ ବ୍ୟାରିକେଡ୍ ବେଆଇନ୍ । କେବଳ ପ୍ରଶାସନ ବ୍ୟତିତ କେହି ବ୍ୟାରିକେଡ୍ କରିପାରିବେନି ବୋଲି ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀଙ୍କ…

ଲକଡାଉନ ପରେ ହେବ +୨ ପରୀକ୍ଷା । ୭ ଦିନ ଆଗରୁ ଛାତ୍ରଛାତ୍ରୀମାନଙ୍କୁ କରାଯିବ ଅବଗତ, ପରୀକ୍ଷା ବନ୍ଦ ହେବାର ସମ୍ଭାବନା…

କନକ ବ୍ୟୁରୋ: କରୋନା ପାଇଁ ବଳକା ଥିବା ଯୁକ୍ତ ଦୁଇ ପରୀକ୍ଷା ହେବ କି ନାହିଁ ସେନେଇ ଛାତ୍ରଛାତ୍ରୀ ଦ୍ୱନ୍ଦ୍ୱରେ ଥିବା ବେଳେ ଏହାଉପରୁ ପରଦା ହଟାଇଛି ଗଣଶିକ୍ଷା ବିଭାଗ । ସ୍ପଷ୍ଟ ଭାବେ କୁହାଯାଇଛି ଯେ, ପରୀକ୍ଷା ବନ୍ଦ ହେବାର ସମ୍ଭାବନା ନାହି ାଁ ଲକଡାଉନ୍ ହଟିବା ପରେ ରାଜ୍ୟରେ ଯୁକ୍ତ ଦୁଇ…

ଚିନ୍ତା ବଢାଇଲା କୋଲକାତା ଲିଙ୍କ୍ । ଆଜି ଦିନକରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଛୁଇଁଲା । ସକାଳେ ୪, ସନ୍ଧ୍ୟାରେ ୩…

କନକ ବ୍ୟୁରୋ: କରୋନା ନେଇ ବର୍ତ୍ତମାନ ସମୟର ସବୁଠାରୁ ବଡ ଖବର । ବାଲେଶ୍ୱରରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ । ୩ ଜଣ ଯାକ ପୁରୁଷ । ସେମାନଙ୍କ ବୟସ ୪୪, ୬୧ ଏବଂ ୬୩ । ସମସ୍ତେ କୋଲକାତା ଫେରନ୍ତା । ୩ ଜଣ ଯାକ ଘରକୁ ଫେରିବା ପରେ ସଙ୍ଗରୋଧରେ ଥିଲେ । ତେବେ ବାଲେଶ୍ୱରର ନୂଆ ୩ ଆକ୍ରାନ୍ତ…

ବାଲେଶ୍ୱରରୁ ପୁଣି ୩ କରୋନା ପଜିଟିଭ ଚିହ୍ନଟ । ତିନି ଜଣ ଯାକ ପୁରୁଷ, ସମସ୍ତେ ପଶ୍ଚିମବଙ୍ଗ ଫେରନ୍ତା । ଏବେ…

କନକ ବ୍ୟୁରୋ: ରାଜ୍ୟରେ ଆଉ ତିନି କରୋନା ପଜିଟିଭ୍ । ସମସ୍ତ ଆକ୍ରାନ୍ତ ବାଲେଶ୍ୱର ଜିଲ୍ଲାର ବୋଲି ସରକାର ସ୍ପଷ୍ଟ କରିଛନ୍ତି । ତେବେ ସେମାନଙ୍କ ବୟସ ୪୪, ୬୧ ଏବଂ ୬୩ ହୋଇଥିବାବେଳେ ସମସ୍ତେ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସରକାର । ଏପରିକି ସେମାନଙ୍କୁ…

ପ୍ରତି ୨୫୦ ଟେଷ୍ଟିଂରେ ଗୋଟିଏ ପଜିଟିଭ । ରାଜ୍ୟରେ ସକ୍ରିୟ ୮୩ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ୬ ଜଣଙ୍କ ପାଖରେ ରହିଛି…

କନକ ବ୍ୟୁରୋ: ଓଡିଶା ଭଲ ସ୍ଥିତିରେ ରହିଛି । ଦିନକୁ ଦିନ ଯେତେ ଅଧିକ ପରୀକ୍ଷ ହେଉଛି ସେତେ କମ ପଜିଟଭ ବାହାରୁଛି । ତେବେ ପ୍ରତି ୨୫୦ଟି ପରୀକ୍ଷା କଲେ ଗୋଟିଏ ପଜିଟିଭ ବାହାରୁଛି । ଯାହା ଓଡିଶା ପାଇଁ ଆଶ୍ୱସ୍ତିକ ଖବର । ଆଗାମୀ ଦିନରେ ବଢିବ ଟେଷ୍ଟିଂ ସଂଖ୍ୟା । ବର୍ତ୍ତମାନ ଓଡିଶାରେ ନମୂନା…

ସଂପୂର୍ଣ୍ଣ ସାନିଟାଇଜ ହେବ ସିଲଭର ସିଟି । କଟକ ସହରକୁ ସାନିଟାଇଜ୍ କରିବାକୁ ରାଜ୍ୟସରକାରଙ୍କୁ ହାଇକୋର୍ଟଙ୍କ…

କନକ ବ୍ୟୁରୋ: ସଂପୂର୍ଣ୍ଣ ସାନିଟାଇଜ ହେବ କଟକ ସହର । କଟକ ସହରକୁ ସଂପୂର୍ଣ୍ଣ ସାନିଟାଇଜ କରିବାକୁ ରାଜ୍ୟସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ହାଇକୋର୍ଟରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କ ସ୍କ୍ରିନିଙ୍ଗ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଆଇନଜୀବୀ ଦିଲ୍ଲୀପ ରାୟ…