Daily Archives

April 28, 2020

ଓଡିଶା ବାହୁଡିବାକୁ ବଢୁଛି ବ୍ୟଗ୍ରତା । ଲକଡାଉନ ଭିତରେ ଆରମ୍ଭ ହୋଇଛି ପ୍ରବାସୀ ଓଡିଆଙ୍କ ଫେରିବା ପ୍ରକ୍ରିୟା । ନିଜ…

କନକ ବ୍ୟୁରୋ: ଆଜି ରାଜ୍ୟରେ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ରେ ପହଁଚିଛି । ସେପଟେ ଲକ୍ଷ ଲକ୍ଷ ପ୍ରବାସୀ ଓଡ଼ିଆ ଘରକୁ ଫେରିବା ପାଇଁ ଅପେକ୍ଷା କରି ରହିଛନ୍ତି । ଏତେ ସଂଖ୍ୟକ ଲୋକ କିପରି ଫେରିବେ, ଅନ୍ୟପଟେ ଏତେ ଲୋକଙ୍କୁ କ୍ୱାରେଂଟିନରେ ରଖାଯିବାର…

ଚିନ୍ତା ବଢ଼ାଇଲେ ରାଜ୍ୟର ୬୧ ନମ୍ବର କରୋନା ଆକ୍ରାନ୍ତ ! ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି ୪ ଜଣ ପଡୋଶୀ, ପଢ଼ନ୍ତୁ…

କନକ ବ୍ୟୁରୋ: ରାଜ୍ୟର ୧୦୪ ରୁ ୧୦୮ ନମ୍ବର କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ବାବଦରେ ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ । ୧୦୪ ନମ୍ବର ଆକ୍ରାନ୍ତ ବାଲେଶ୍ୱର ନୀଳିଆବାଗ ଅଂଚଳର ୨୨ ବର୍ଷୀୟ ମହିଳା । ସେ ୬୧ ନମ୍ବର ଆକ୍ରାନ୍ତଙ୍କ ପଡୋଶୀ । ଅବରୋଧ ଅଂଚଳରୁ ତାଙ୍କୁ ଚିହ୍ନଟ କରାଯାଇ ନମୁନା…

ଓଡ଼ିଶା କରୁଛି କରୋନା ମୁକାବିଲା । ସଂକ୍ରମଣ ରୋକିବାରେ କିଭଳି ଧନ, ଜନ, ଜ୍ଞାନ ବଳ ଥିବା ଦେଶମାନଙ୍କୁ ପଛରେ ପକାଇଛି…

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ଧନ, ଜନ, ଜ୍ଞାନ ବଳରେ ଥିବା ଦେଶମାନେ ମଧ୍ୟ ସାମଗ୍ରୀ ବଳ ପଛରେ ପଡ଼ି ଯାଉଛନ୍ତି । ଏପରି ସ୍ଥିତିରେ ଓଡ଼ିଶାର ସାମଗ୍ରୀ ବଳ ଛୁଞ୍ଚି ଠାରୁ ପିପିଇ ପର୍ଯ୍ୟନ୍ତ, ମାସ୍କଠାରୁ ସାନିଟାଇଜର୍ ଏବଂ ଭିଟିଏମ୍ କିଟ୍ ଠାରୁ ଆରମ୍ଭ କରି ଭେଣ୍ଟିଲେଟର ଏସବୁ…

କାଲି ସୁଦ୍ଧା ସତର୍କ ରୁହ ୧୭ ଜିଲ୍ଲା ! କାଳବୈଶାଖୀ ସହ ବଜ୍ରପାତ ବିପଦ ନେଇ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ।

କନକ ବ୍ୟୁରୋ: ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୭ ଜିଲ୍ଲାକୁ ୱେଲୋ ୱାର୍ଣ୍ଣି ସତର୍କତା ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ । ରାଜ୍ୟର ୧୭ଟି ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ ସହ କୁଆ ବର୍ଷା ହେବାର ପୂର୍ବାନୁମାନ କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ…

ଫେରୁଥିବା ଶ୍ରମିକ ମାନଙ୍କୁ ସରକାରଙ୍କ ଫୋକସ୍ । ଖାଦ୍ୟ ନିରାପତ୍ତାକୁ ଅଧିକ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ…

କନକ ବ୍ୟୁରୋ: ବାହାର ରାଜ୍ୟରୁ ଫେରୁଥିବା ଶ୍ରମିକଙ୍କ ଖାଦ୍ୟ ନିରାପତ୍ତାକୁ ନେଇ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି । ଫେରୁଥିବା ଶ୍ରମିକମାନେ ଯେପରି ଖାଦ୍ୟ ନିରପତ୍ତାରୁ…