Daily Archives

April 28, 2020

ଲୁଡୁ ଖେଳର ଲୋମଟାଙ୍କୁରା କାହାଣୀ । ଲକଡାଉନରେ ସମୟ ଅତିବାହିତ କରିବାକୁ ଅନଲାଇନ୍ ଲୁଡୁ ଖେଳୁଥିଲେ ସ୍ୱାମୀ-ସ୍ତ୍ରୀ ।…

କନକ ବ୍ୟୁରୋ: ଲୁଡୁ ଖେଳର ଲୋମ ଟାଙ୍କୁରା କାହାଣୀ । ହାରିବା ପରେ ସ୍ତ୍ରୀକୁ ପିଟିଲା ସ୍ୱାମୀ । ନିସ୍ତୁକ ମାରିଲେ, ମେରୁଦଣ୍ଡ ଭାଙ୍ଗିଦେଲେ । ଲକଡାଉନ ସମୟରେ ବଢୁଛି ଘରୋଇ ହିଂସା । ସମସ୍ତେ ଘରେ ରହୁଥିବାରୁ ସମ୍ପର୍କ ମିଠା ହେବା ପରିବର୍ତ୍ତେ ଅନେକଙ୍କ ପାରିବାରିକ ଜୀବନରେ ଦେଖାଦେଉଛି…

ବେସାହାରଙ୍କ ସାହାରା ହେଲେ ଡାକ୍ତର ଦମ୍ପତି…ଅସହାୟ ବୃଦ୍ଧବୃଦ୍ଧାଙ୍କୁ କରୁଛନ୍ତି ମାଗଣା ଚିକିତ୍ସା

କନକ ବ୍ୟୁରୋ: କରୋନା ଭୂତାଣୁ ବିରୁଦ୍ଧରେ ଯୁଦ୍ଧ ଲଢୁଛି ସାରା ଭାରତ । ଆଉ ଏଭଳି ଘଡିଶନ୍ଧୀ ମୂହୂର୍ତରେ ବେସାହାରଙ୍କ ସାହାରା ପାଲଟିଛନ୍ତି ବରଗଡ଼ର ଡାକ୍ତର ଦମ୍ପତି । ବରଗଡ଼ ଜିଲ୍ଲାର ଅପହଂଚ ଇଲାକାର ବିଭିନ୍ନ ବୃଦ୍ଧାଶ୍ରମ ଯାଇ ମାଗଣାରେ ଚିକିତ୍ସା କରିବା ସହ ଆବଶ୍ୟକୀୟ ଔଷଧ ଯୋଗଇ ଦେଇଛନ୍ତି ।…

ଦେଶରେ କମୁଛି କରୋନା ସଂକ୍ରମଣ : ୭ ଦିନ ମଧ୍ୟରେ ୮୦ ଜିଲ୍ଲାରୁ ଆସିନି କୌଣସି ସଂକ୍ରମଣ ତଥ୍ୟ,ସୂଚନା ଦେଲେ କେନ୍ଦ୍ର…

କନକ ବ୍ୟୁରୋ : ଦେଶରେ କମୁଛି କରୋନା ସଂକ୍ରମଣ । ଗତ ୭ ଦିନ ମଧ୍ୟରେ ୮୦ ଜିଲ୍ଲାରୁ କରୋନା ଆକ୍ରାନ୍ତଙ୍କ ସମ୍ପର୍କରେ କୌଣସି ତଥ୍ୟ ଆସିନାହିଁ । ଆଜି ଏହି ତଥ୍ୟ ଦେଇଛନ୍ତି ହର୍ଷବର୍ଦ୍ଦନ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଗତ ୧୪ ଦିନ ମଧ୍ୟରେ ୪୭ ଜିଲ୍ଲାରେ କରୋନା…

କରୋନା ମୁକାବିଲା ନେଇ ଆନ୍ଧ୍ର ଆପଣେଇଲା ଆମେରିକା ରାସ୍ତା: ବାହାର ଫେରନ୍ତାଙ୍କୁ ଅଟକାଇବା ପାଇଁ ପିଚୁ ରାସ୍ତାକୁ ଖୋଳି…

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରାସ୍ତା ଆପଣାଇଲେ ତାମିଲନାଡୁ ଓ ଆନ୍ଧ୍ର ସୀମାନ୍ତ ବାସିନ୍ଦା । କରୋନା କଟକଣା ସମୟରେ ଏବେ ବାହାର ରାଜ୍ୟ ଲୋକଙ୍କୁ ଅଟକାଇବାକୁ ରାତାରାତି ସୀମାରେ ପିଚୁ ରାସ୍ତାରେ ଖୋଳି ଦିଆଗଲା ଖାଲ ଏବଂ ତିଆରି ହେଲା…

ନୀତି ଆୟୋଗ କାର୍ଯ୍ୟାଳୟ ସିଲ୍: ଜଣେ ଅଧିକାରୀଙ୍କଠାରେ କରୋନା ପଜିଟିଭ ଆସିବା ପରେ ପଦକ୍ଷେପ; ସାନିଟାଇଜ୍ କରାଯିବ ପୂରା…

କନକ ବ୍ୟୁରୋ: ନୂଆଦିଲ୍ଲୀ ସ୍ଥିତି ନୀତିଆୟୋଗ କାର୍ଯ୍ୟାଳୟ ସିଲ । ଜଣେ ଅଧିକାରୀଙ୍କ ଠାରେ କରୋନା ପଜିଟିଭ ଆସିବା ପରେ ପଦକ୍ଷେପ ନିଆଯାଇଛି । ୨ ଦିନ ପାଇଁ ନୀତିଆୟୋଗ ବିଲଡିଂକୁ ସିଲ କରାଯାଇଛି । ବିଲ୍ଡିଂକୁ ସଂପୂର୍ଣ୍ଣ ସାନିଟାଇଜ୍ କରାଯିବ । ପ୍ରଥମେ ରାଷ୍ଟ୍ରପତି ଭବନ, ଏହା ପରେ…

କରୋନା ଭିତରେ କର୍ତ୍ତବ୍ୟ ଆଗରେ ହାର ମାନିନି ମାଆର ମମତା: ୭ ବର୍ଷର ଝିଅକୁ ଧରି ଡ୍ୟୁଟି କରୁଛନ୍ତି…

କନକ ବ୍ୟୁରୋ: ବର୍ତ୍ତମାନ କରୋନା ମୁକାବିଲାରେ ଡାକ୍ତରଙ୍କ ପରି ପୋଲିସ ମଧ୍ୟ ପାଲଟିଛି ଅସଲ କରୋନା ଯୋଦ୍ଧା । ଏପରି ସ୍ଥିତିରେ କର୍ତବ୍ୟ ଆଗରେ ସବୁକିଛିକୁ ପଛ କରିଦେଇ ଦାୟିତ୍ୱର ସହ କରୋନା ଡ୍ୟୁଟି ସଂପାଦନ କରୁଛନ୍ତି ଅନେକ ପୋଲିସ କର୍ମୀ । ଏହାର ଏକ ଚିତ୍ର ଦେଖିବାକୁ ମିଳିଛି ପୁରୀ ଜିଲ୍ଲାର…