Daily Archives

April 23, 2020

ମଣିଷ ଦେହରେ ଟୀକା ପରୀକ୍ଷା । କରୋନା ଭ୍ୟାକସିନ୍ ପ୍ରସ୍ତୁତିରେ ଆଉ ପାଦେ ଆଗେଇଲା ବିଟ୍ରେନ୍ , ଅକ୍ସଫୋର୍ଡ…

କନକ ବ୍ୟୁରୋ: କରୋନାକୁ ରୋକିବ ଟୀକା । ମହାମାରୀକୁ ମାତ୍ ଦେବ ଔଷଧ । ସାରା ବିଶ୍ୱ କରୋନାର ସଙ୍କଟ ଭିତରେ ବୁଡି ରହିଥିବା ବେଳେ ଏଥିରୁ ଉଦ୍ଧାର କରିବାକୁ ବ୍ରିଟେନ୍ ବାହାର କରୁଛି ଟିକା । ଆମେରିକା ପରେ ବ୍ରିଟେନ୍ ମଣିଷ ଦେହରେ ପରୀକ୍ଷା ମୂଳକ ଭାବେ ଟିକା ପ୍ରୟୋଗ କରିଛି । ଏବଂ ଏହି ପରୀକ୍ଷା…

ସଟଡାଉନ ହେଲା ୩ ଜିଲ୍ଲା । ୬୦ ଘଣ୍ଟା ପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର ସଟଡାଉନ । ଆଜି ରାତି ୧୦ଟାରୁ ୨୬ ତାରିଖ ସକାଳ…

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବଡ ଘୋଷଣା । ସଟଡାଉନ ହେଲା ୩ ଜିଲ୍ଲା ସଟଡାଉନ । ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲ୍ଲା ସଟଡାଉନ ହେଲା । ୩ ଜିଲ୍ଲାକୁ ୬୦ ଘଣ୍ଟାପାଇଁ ସଟଡାଉନ କଲେ ସରକାର । । ଆଜି ରାତି ୧୦ଟାରୁ ୨୬ ତାରିଖ ସକାଳ ୧୦ଟା ଯାଏଁ ସଡଟାଉନ । ସଂକ୍ରମଣ…

ବାଲେଶ୍ୱରରେ ଆଉ ୨ ଆକ୍ରାନ୍ତ ଚିହ୍ନଟ । ଜଣେ ପୁରୁଷ, ଜଣେ ମହିଳାଙ୍କ ନମୂନାରେ କରୋନା ପଜିଟିଭ । ୧୦ରେ ପହଞ୍ଚିଲା…

କନକ ବ୍ୟୁରୋ: ରାଜ୍ୟରେ ପୁଣି ୨ କରୋନା ଆକ୍ରାନ୍ତ ଚିହ୍ନଟ । ବାଲେଶ୍ୱରରେ ଚିହ୍ନଟ ହେଲେ ଆଉ ୨ ପଜିଟିଭ । ୨ ଜଣଙ୍କ ନମୂନାରେ କରୋନା ପଜିଟିଭ ଚିହ୍ନଟ । ତେବେ ୨ ନୂଆ ଆକ୍ରାନ୍ତ ପରେ ବାଲେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ରେ ପହଞ୍ଚିଲା । ନୂଆ ୨ ଆକ୍ରାନ୍ତ ମଧ୍ୟରେ ଜଣେ ପୁରୁଷ ଓ ଜଣେ…

ପଶ୍ଚିମବଙ୍ଗରୁ ଯାଜପୁରକୁ ଫେରିଛନ୍ତି ୬ଶହରୁ ୭ଶହ ଲୋକ । ସଙ୍ଗରୋଧରେ ନରହୁଥିବା ଫେରନ୍ତାଙ୍କୁ ସରକାରୀ କ୍ୱାରେଣ୍ଟାଇନକୁ…

କନକ ବ୍ୟୁରୋ: ଯାଜପୁରରେ ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ସାମ୍ନାକୁ ଆସିଲା ଆଉ ଏକ ସତ । ତାଲାବନ୍ଦ୍ ସମୟରେ ପଶ୍ଚିମବଙ୍ଗରୁ ଯାଜପୁରକୁ ଫେରିଛନ୍ତି ୬ଶହରୁ ୭ ଶହ ଲୋକ । ଏନେଇ ସୂଚନା ଦେଇଛନ୍ତି ଯାଜପୁର ଜିଲ୍ଲାପାଳ । ତେବେ ଏହି ପଶ୍ଚିମବଙ୍ଗ ଫେରନ୍ତା ଜିଲ୍ଲାପ୍ରଶାସନ ପାଇଁ ଚିନ୍ତାର…

ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । କରୋନା କଟକଣା ଭିତରେ ଶ୍ରୀଜିଉଙ୍କ ଚନ୍ଦନଯାତ୍ରା ଓ…

କନକ ବ୍ୟୁରୋ: କରୋନା କଟକଣା ଭିତରେ କେମିତି ହେବ ମହାପ୍ରଭୁଙ୍କ ରଥଯାତ୍ରା ଏବଂ ଚନ୍ଦନ ଯାତ୍ରା । ଏନେଇ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳ । ବନ୍ଦ କୋଠରୀରେ ରଥଯାତ୍ରା ଏବଂ ଚନ୍ଦନ ଯାତ୍ରାକୁ ନେଇ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କରିଛନ୍ତି…

ଯାଜପୁରର ନୂଆ ୪ ପଜିଟିଭଙ୍କ ପୂରା ତଥ୍ୟ ଦେଲେ ସରକାର । ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ପୁରୁଷ, ୩ ଜଣ ମହିଳା । ସମସ୍ତେ…

କନକ ବ୍ୟୁରୋ: ଆସିଲା ୪ ଆକ୍ରାନ୍ତଙ୍କ ସବିଶେଷ ସୂଚନା । ଯାଜପୁର ଜିଲ୍ଲାର ନୂଆ ୪ ଆକ୍ରାନ୍ତଙ୍କ ପୂରା ତଥ୍ୟ ଦେଲେ ସରକାର । ନୂଆ ଆକ୍ରାନ୍ତଙ୍କ ସମ୍ପର୍କରେ ଟୁଇଟ କରି ସ୍ପଷ୍ଟ କଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ । ଜଣେ ଦଶରଥପୁର ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ୩ ଜଣ ଯାଜପୁରର । ତେବେ ନୂଆ ୪…