Daily Archives

April 21, 2020

କାଲି ସରପଞ୍ଚଙ୍କ ସହ କଥା ହେବେ ନବୀନ । ଭିଡ଼ିଓ କନଫରେନ୍ସି ଜରିଆରେ କରୋନା ଯୋଦ୍ଧାଙ୍କ ସହ କରିବେ ସମୀକ୍ଷା । କେମିତି…

କନକ ବ୍ୟୁରୋ: ଆସନ୍ତାକାଲି ପଞ୍ଚାୟତ ପ୍ରତିନିଧିଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ୬୭୯୮ଟି ପଞ୍ଚାୟତର ସରପଞ୍ଚଙ୍କ ସହ ଭିଡ଼ିଓ କନଫରେନ୍ସି ଜରିଆରେ କରୋନା ମୁକାବିଲା ନେଇ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର…

ସମୁଦ୍ର ଭିତରେ କରୋନାର କରୁଣ କାହାଣୀ । ଚେନ୍ନାଇରୁ ଦେଢ ଲକ୍ଷ ଟଙ୍କା ଦେଇ ଡଙ୍ଗା କିଣିଲେ, ୫ ଦିନ ୧୧ଶହ କିଲୋମିଟର…

କନକ ବ୍ୟୁରୋ: ତାଲାବନ୍ଦ ଯୋଗୁଁ ଓଡିଶା ବାହାରେ ଫଶି ରହିଥିବା ଓଡିଆ ଘରକୁ ଫେରିବାର ଉପାୟ ନ ପାଇ ଶେଷରେ ଭିନ୍ନ ପନ୍ଥା ଆପଣେଇଛନ୍ତି । ଚାନ୍ଦାକରି ଡଙ୍ଗା କିଣିଛନ୍ତି ଏବଂ ସେହି ଡଙ୍ଗାରେ ଘରକୁ ଫେରିଛନ୍ତି । ମୋଟ ୨୭ଜଣ ମତ୍ସ୍ୟଜୀବୀ ଏହିପରି ବିପଦପୂର୍ଣ୍ଣ ଭାବେ ସମୁଦ୍ରପଥରେ ଫେରିବାକୁ…

ବିଧାନସଭାକୁ ମନା ପାନ, ସିଗାରେଟ୍ । ବିଧାନସଭା ପରିସରରେ ଛେପ ପକାଇବାକୁ ବାରଣ କଲେ ବାଚସ୍ପତି । ମଦ ପିଇ ଆସିଲେ ସାଙ୍ଗେ…

କନକ ବ୍ୟୁରୋ: ବିଧାନସଭାକୁ ପାନ ମନା । ଓଡିଶା ବିଧାନସଭା ଭିତରକୁ ପଶି ପାରିବନି ପାନ, ଗୁଟଖା । ଏମିତି କି ପାନ, ଗୁଟଖା ସହ ସିଗାରେଟ ବି ଖାଇବା ମନା । କୌଣସି କର୍ମଚାରୀ କିମ୍ବା ବିଧାୟକ ଯଦି ପାନ ଖାଇଥାନ୍ତି କିମ୍ବା ଗୁଟଖା ଖାଇଥାନ୍ତି ତେବେ ସେମାନଙ୍କ ପ୍ରବେଶ ଉପରେ ରୋକ ଲକାଇ ଯାଇଛି ।…

କରୋନା ସଚେତନତା ବେଳେ ଦଶପଲ୍ଲାରେ ଅଭାବନୀୟ ଘଟଣା । ସଂକ୍ରମଣ ରୋକିବାକୁ ସଚେତନତା କରୁଥିବା କାର୍ଯ୍ୟରତ ଆଶାକର୍ମୀଙ୍କ…

କନକ ବ୍ୟୁରୋ: କରୋନା ଲଢେଇ ସମୟରେ ଲୋକଙ୍କ ସେବାରେ ନିୟୋଜିତ କରୋନା ଯୋଦ୍ଧାଙ୍କୁ ସଲାମ କରୁଛି ଦେଶ । କିନ୍ତୁ ନୟାଗଡ ଜିଲ୍ଲା ଦଶପଲ୍ଲାରୁ ଏକ ଏମିତି ଖବର ଆସିଛି ଯାହା ଶୁଣିଲେ ଆପଣଙ୍କ ଛାକି ଥରିଉଠିବ । ପୂର୍ବଶତ୍ରୁତାକୁ ୍ଣଳନ୍ଦ୍ର କରି ଜଣେ ଆଶାକର୍ମୀଙ୍କ ଉପରକୁ ହୋଇଛି ଗରମ ପେଜ ମାଡ ।…

ଆଉ ପଚିବନି ପୋଟଳ, ବିଲରେ ସଢ଼ିବନି ବାଇଗଣ । ଲକଡାଉନ୍ ସମୟରେ ଲୁହ ଗଡ଼ାଉଥିବା ଚାଷୀଙ୍କ ଦୁଃଖ ଦୂର କରିବାକୁ ରାଜ୍ୟ…

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ଜାରି ରହିଥିବା ଲକଡାଉନ୍ ସମୟରେ ଚାଷୀ ଭାଇମାନେ ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି । ଏନେଇ ରାଜ୍ୟର ବିଭିନ୍ନ କୋଣ ଅନୂକୋଣରୁ ଚିତ୍ର ମଧ୍ୟ ପ୍ରତିଦିନ ସାମ୍ନାକୁ ଆସୁଛି । ଏହି ସମସ୍ୟାକୁ ଦୂର କରିବାକୁ ସାମାଜିକ ଦୂରତା ବଜାୟ ରଖି ସରକାର ଆରମ୍ଭ…