Daily Archives

April 21, 2020

ଆସିଲା କୁନି କରୋନା ଆକ୍ରାନ୍ତର ଟ୍ରାଭେଲ ହିଷ୍ଟ୍ରି । ଜାଣନ୍ତୁ ବାଲେଶ୍ୱରର ୨ ବର୍ଷର ଝିଅକୁ କେମିତି ହେଲା କରୋନା ? କଣ…

କନକ ବ୍ୟୁରୋ: ଆସିଲା କୁନି କରୋନା ଆକ୍ରାନ୍ତର ଗସ୍ତ ବିବରଣୀ । ବାଲେଶ୍ୱରର ୨ ବର୍ଷ ଝିଅର ଗସ୍ତ ବିବରଣୀ ଦେଲେ ସରକାର । କରୋନାରେ ଆକ୍ରାନ୍ତ ହୋଇଥିବା ୨ ବର୍ଷର ଶିଶୁ କନ୍ୟା ବାଲେଶ୍ୱର ବରହମପୁର ରିଗିଡି ଅଞ୍ଚଳର । ତେବେ ୬ ତାରିଖରୁ ଆଜି ଯାଏଁ କୁନି ଝିଅ ଦେହରେ ଥଣ୍ଡା ଓ କାଶ ଥିଲା । ପରେ…

ଆସିଲା ୬ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି । ବାଲେଶ୍ୱର-ଭଦ୍ରକ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଲେ ସରକାର ।…

କନକ ବ୍ୟୁରୋ: ଆସିଲା ୬ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି । ବାଲେଶ୍ୱର ଭଦ୍ରକର ୬୧, ୬୨, ୬୩, ୬୪, ୬୫, ୬୬ ନମ୍ବର ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଲେ ସରକାର । ୬୧ ନମ୍ବର କରୋନା ଆକ୍ରାନ୍ତ ବାଲେଶ୍ୱର ନେଳିଆବାଗର ୫୮ ବର୍ଷୀୟ ବ୍ୟକ୍ତି । ସେ ୧୩ ମାର୍ଚ୍ଚରେ ଗାଡି ଭଡା କରି ଝାଡଖଣ୍ଡ…

ଓଡ଼ିଶା କରୁଛି କରୋନା ମୁକାବିଲା: କାହିଁକି ସୀମାକୁ ସିଲ୍ କରୁ ନାହାନ୍ତି ସରକାର? ଜଗିବାରେ କେଉଁଠି ରହିଛି ସମସ୍ୟା?…

କନକ ବ୍ୟୁରୋ: ଯେତେବେଳେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି ଏବଂ ପରେ ସେହି ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରିକୁ ନେଇ ସାଧାରଣ ଲୋଙ୍କ ମନରେ ବିଭିନ୍ନ ପ୍ରଶ୍ନ ଉଠୁଛି । ସେ ସୀମାପାର ହୋଇ କେମିତି ଆସୁଛନ୍ତି? ରାଜ୍ୟର ସୀମାକୁ ସିଲ୍ କାହିଁକି କରାଯାଉ ନାହିଁ ଏବଂ ପୋଲିସ କର୍ମୀ କ’ଣ…

କରୋନା ନୁହେଁ କ୍ୟାନ୍ସରରେ ମୃତ । ସୁସ୍ଥ ପରେ ଆଖି ବୁଜିଲେ ୪୪ ନମ୍ବର ଆକ୍ରାନ୍ତ । କରୋନାରୁ ସମ୍ପୂର୍ଣ୍ଣ ସୁସ୍ଥ ହେବା…

କନକ ବ୍ୟୁରୋ: କରୋନାର ବଡ ଖବର । ୪୪ ନମ୍ବର କରୋନା ଆକ୍ରାନ୍ତ ମୃତ । କରୋନା ଭୂତାଣୁରୁ ସୁସ୍ଥ ହେବା ପରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ପଶ୍ଚିମବଙ୍ଗ ମେଦିନପୁରରୁ ଆସିଥିବା ୭୦ ବର୍ଷିୟ ବ୍ୟକ୍ତିଙ୍କ ଆଜି ସକାଳେ ମୃତ୍ୟୁ ହୋଇଛି । ସେ ଭୁବନେଶ୍ୱରରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ୪୪…

ଏକାଥରେ ସୁସ୍ଥ ହେଲେ ୫ ଆକ୍ରାନ୍ତ । କରୋନା ମୁକ୍ତ ହେଲା ରାଜ୍ୟର ଏକାଧିକ ଜିଲ୍ଲା, ଜାଣିବା ପାଇଁ ପଢ଼ନ୍ତୁ କରୋନା କବଳରୁ…

କନକ ବ୍ୟୁରୋ: ଓଡ଼ିଶା ପାଇଁ ଭଲ ଖବର । ଧିରେ ଧିରେ ସୁସ୍ଥ ହେଉଛନ୍ତି କରୋନା ଆକ୍ରାନ୍ତା । ଗୋଟିଏ ପଟେ ପଜିଟିଭ୍ ସଂଖ୍ୟା ବଢୁଥିବା ଯୋଗୁଁ ରାଜ୍ୟବାସୀଙ୍କ ଚିନ୍ତା ବଢ଼ାଇଥିବାବେଳେ ଏବେ ଏକ ସଙ୍ଗେ ୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାହାକି ଓଡ଼ିଶାବାସୀଙ୍କୁ ଆଶ୍ୱସ୍ତି କରିଛି ।…

ଓଡିଶା ପାଇଁ ଭଲ ଖବର । ସୁସ୍ଥ ହେଲେ ରାଜ୍ୟର ଆଉ ୫ କରୋନା ଆକ୍ରାନ୍ତ । ଏବେ ୨୯ରେ ପହଞ୍ଚିଲା ମୋଟ ସୁସ୍ଥଙ୍କ ସଂଖ୍ୟା ।…

କନକ ବ୍ୟୁରୋ: ଓଡିଶା ପାଇଁ ଭଲ ଖବର । ସୁସ୍ଥ ହେଲେ ରାଜ୍ୟର ଆଉ ୫ କରୋନା ଆକ୍ରାନ୍ତ । ୫ଟି ସ୍ଥାନରୁ ୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ । ଭୁବନେଶ୍ୱର, ଢେଙ୍କାନାଳ, କଳାହାଣ୍ଡି, ସୁନ୍ଦରଗଡ ଓ କେନ୍ଦ୍ରାପଡାର ଜଣେ ଲେଖାଏଁ ସୁସ୍ଥ । ତେବେ ୫ ଜମ ଆକ୍ରାନ୍ତ ସୁସ୍ଥ ହେବା ପରେ ରାଜ୍ୟରେ ବର୍ତ୍ତମାନ…