Daily Archives

April 12, 2020

ଲକଡାଉନ ଭିତରେ ଭୁବନେଶ୍ୱର ଓ କଟକରେ ଚାଲିବ ଓଲା । ୧୦୦ଟି ଓଲା କ୍ୟାବକୁ କମିଶନରେଟ ପୁଲିସ ଅନୁମତି ଦେଇଥିବା ସୂଚନା ।…

କନକ ବ୍ୟୁରୋ: ତାଲା ବନ୍ଦ ଭିତରେ ଟୁଇନ ସିଟିରେ ଗଡିବ ଓଲା ଗାଡି । ଜରୁରୀକାଳୀନ ସେବା ପାଇଁ ୧୦୦ ଗାଡିକୁ ଅନୁମତି ଦେଇଛି କମିଶନରେଟ ପୁଲିସ । ଓଲା କେବେଠୁ ଚାଲିବ ତାହାର ନିଷ୍ପତ୍ତି ସରକାର ନେବେ ବୋଲି ସୂଚନା ମିଳିଛି । ତେବେ କେବଳ ଅସୁସ୍ଥ ବ୍ୟକ୍ତିଙ୍କୁ ଡାକ୍ତରଖାନା ନେବାକୁ ଏହି…

କରୋନା : ଇଟାଲୀକୁ ଟପିଲା ଆମେରିକା । ରୋଗୀଙ୍କୁ ଚିକିତ୍ସା କରିବା ଲାଗି ଦେଖାଦେଲାଣି ଔଷଧର ଅଭାବ ।

କନକ ବ୍ୟୁରୋ : କରୋନା ମୃତ୍ୟୁରେ ଇଟାଲୀକୁ ଟପି ଯାଇଛି ଆମେରିକା । କରୋନା ଯୋଗୁଁ ଇଟାଲୀରେ ୧୯ ହଜାର ୫୦୦ ଲୋକ ପ୍ରାଣ ହରାଇଥିବା ବେଳେ ୨୦ ହଜାର ୫୦୦ ଟପି ଯାଇଛି ଆମେରିକାରେ କରୋନା ଜନିତ ମୃତ୍ୟୁ । ୫ ଲକ୍ଷ ୩୦ ହଜାରରୁ ଅଧିକ ଆମେରିକାବାସୀ ଏବେ କରୋନାରେ ସଂକ୍ରମିତ ହୋଇ ସଂଘର୍ଷ କରୁଛନ୍ତି ।…

କରୋନା କବଳରେ ଅଧିକ ଯୁବପିଢୀ । ଓଡିଶାରେ ୫୨ ପ୍ରତିଶତ ଆକ୍ରାନ୍ତଙ୍କ ବୟସ ୧୫ରୁ ୪୦ବର୍ଷ,  ମାତ୍ର ୫ଜଣ ଆକ୍ରାନ୍ତ…

କନକ ବ୍ୟୁରୋ : ଓଡିଶାରେ ଯୁବପିଢୀ କରୋନାରେ ଅଧିକ ଆକ୍ରାନ୍ତ ହୋଇଛନ୍ତି । କରୋନା ଭୂତାଣୁ ଯୋଗୁଁ ବୟସ୍କ ଲୋକଙ୍କୁ ଅଧିକ ବିପଦ ରହିଛି । ହେଲେ ଓଡିଶାରେ ୬୦ବର୍ଷରୁ ଅଧିକ ବୟସର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୯ପ୍ରତିଶତ । ଆଉ ପ୍ରାୟ ୫୨% କରୋନା ଆକ୍ରାନ୍ତ ହେଉଛନ୍ତି ୧୫ରୁ ୪୦ବର୍ଷ ବୟସର…

ସୁସ୍ଥ ହେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ । ସପ୍ତାହ ପରେ ଡାକ୍ତରଖାନାରୁ ଘରକୁ ଫେରିଲେ ବୋରିସ ଜନସନ

କନକ ବ୍ୟୁରୋ :  ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କୁ ଲଣ୍ଡନ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ସପ୍ତାହେ ହେଲାଣି ସେ ଲଣ୍ଡନର ସେଣ୍ଟ ଥୋମାସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହେବାର ୧୦ଦିନ ପରେ ତାଙ୍କ ଅବସ୍ଥା ବିଗିଡ଼ିବାରୁ ଚିକିତ୍ସା…

ଆସିଲା ୪ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି । ଜାଣନ୍ତୁ ଗତକାଲି ଚିହ୍ନଟ ହୋଇଥିବା ୫୧, ୫୨, ୫୩, ୫୪ ନମ୍ବର…

କନକ ବ୍ୟୁରୋ: ଆସିଲା ଆଉ ୪ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି । ଗତକାଲିର ୫୧, ୫୨, ୫୩, ୫୪ ନମ୍ବର ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଜାରି କଲେ ସରକାର । ୫୧ ନମ୍ବର ଆକ୍ରାନ୍ତ ଜଣଙ୍କ ୬୭ ବର୍ଷୀୟ ବୃଦ୍ଧ । ତାଙ୍କ ଘର ସୁନ୍ଦରଗଡ ବିସ୍ରା ଅଞ୍ଚଳରେ । ଗସ୍ତ ବିବରଣୀରେ ସେ ଦିଲ୍ଲୀ ନିଜାମୁଦ୍ଦିନ…

ଦିଲ୍ଳୀ-ଏନସିଆରରେ ଭୂକମ୍ପର ଝଟକା । ରିକ୍ଟର ସ୍କେଲରେ ଭୂମିକମ୍ପର ତ୍ରୀବତା ୩.୫ ।

କନକ ବ୍ୟୁରୋ : ଥରିଲା ଦେଶର ରାଜଧାନୀ । ଦିଲ୍ଲୀ-ଏନସିଆର ଅଞ୍ଚଳରେ ଭୂମିକମ୍ପର ଝଟକା । ରିକ୍ଟର ସ୍କେଲରେ ୩. ୫ ତ୍ରୀବତାର ଭୂକମ୍ପ ଦିଲ୍ଲୀ-ଏନସିଆର ଅଞ୍ଚଳରେ ଅନୁଭୂତ ହୋଇଛି । ସୂଚନା ଅନୁସାରେ ରବିବାର ସନ୍ଧ୍ୟା ୬ଟା ସମୟରେ ଭୁମିକମ୍ପ ଅନୁଭୂତ ହୋଇଛି । ଦିଲ୍ଲୀ- ଏନସିଆର ଅଞ୍ଚଳରେ ଉଚ୍ଚ…