Daily Archives

April 8, 2020

‘ବିଶ୍ୱ ମହାମାରୀ’ରେ ବିଶ୍ୱ ହନ୍ତସନ୍ତ । କରୋନା ଭୂତାଣୁରେ ଆକ୍ରାନ୍ତ ହେଲେଣି ୧୩ ଲକ୍ଷରୁ ଅଧିକ, ୭୮ ହଜାର ଟପିଲା…

କନକ ବ୍ୟୁରୋ: ସାରା ବିଶ୍ୱ ପାଇଁ ବଡ଼ ସଙ୍କଟ ଆଣିଛି କରୋନା ଭୂତାଣୁ । ଏପର୍ଯ୍ୟନ୍ତ ବିଶ୍ୱରେ କରୋନା ଆକ୍ରାନ୍ତ ସଂଖ୍ୟା ୧୩ ଲକ୍ଷ ୮୦ ହଜାର ଅତିକ୍ରମ କରିଛି । ଆଉ ଏହା ମଧ୍ୟରେ କରୋନା ଦ୍ୱାରା ବିଶ୍ୱରେ ୭୮ ହଜାର ୩୧୩ ଜଣଙ୍କ ଜୀବନ ଗଲାଣି । ତେବେ ବିଶ୍ୱରେ ଏବେ କରୋନାରେ ସବୁଠାରୁ ଅଧିକ…

କାଲିଠୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଅତି ଜରୁରୀରେ ଘରୁ ବାହାରିଲେ ପିନ୍ଧିବେ ମାସ୍କ, ବିଭିନ୍ନ ସ୍ଥାନରେ ମାସ୍କ…

କନକ ବ୍ୟୁରୋ: ବିଶ୍ୱ ମହାମାରୀ କରୋନାର ମୁକାବିଲା ପାଇଁ ସରକାର ବିଭିନ୍ନ ପପକ୍ଷେପ ନେଉଛନ୍ତି । ଲକଡାଉନ କରି ଦୋକାନ ବଜାର ରାସ୍ତାଘାଟ ଆଦିକୁ ସଂପୁର୍ଣ୍ଣଭାବେ ବନ୍ଦ କରାଯାଇଛି । ଅନ୍ୟପଟେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ସାମାଜିକ ଦୁରତା କୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଏହି…

ଦେଶରେ ହୁ ହୁ ହୋଇ ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା : ବଢ଼ିପାରେ ଲକଡାଉନ୍ ଅବଧି ,ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ…

କନକ ବ୍ୟୁରୋ : ଏପ୍ରିଲ ୧୪ ତାରିଖରେ ନହଟିପାରେ ଲକଡାଉନ୍ । ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଏନେଇ ସଂକେତ ଦେଇଛନ୍ତି । ଦେଶରେ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ତେଣୁ ତାଲା ବନ୍ଦ ଆସନ୍ତା ୧୪ ତାରିଖରେ ହଟି ନପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ତାଲା ବନ୍ଦ…

ଭୁବନେଶ୍ୱରରେ ୩୪ କରୋନା ଆକ୍ରାନ୍ତ । କେଉଁ ଅଞ୍ଚଳରେ କେତେ ପଜିଟିଭ୍ ? ଟ୍ୱିଟ୍ କରି ସୂଚନା ଦେଲା ସ୍ୱାସ୍ଥ୍ୟ ବିଭାଗ ।

କନକ ବ୍ୟୁରୋ: ଓଡ଼ିଶା କରୁଛି କରୋନା ମୁକାବିଲା । ଭୁବନେଶ୍ୱରର କେଉଁ ଅଞ୍ଚଳରେ କେତେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେନେଇ ରାଜଧାନୀବାସୀଙ୍କ ମଧ୍ୟରେ ଦ୍ୱନ୍ଦ ଲାଗି ରହିଥିବାବେଳେ ଦ୍ୱନ୍ଦ ଦୂର କରିଛି ସ୍ୱାସ୍ଥ୍ୟ ବିଭାଗ । ଟ୍ୱିଟ୍ କରି ସ୍ୱାସ୍ଥ୍ୟ ବିଭାଗ କହିଛି କି, ଭୁବନେଶ୍ୱରର…

କର୍ତ୍ତବ୍ୟ ଆଗ ପରିବାର ପଛ : କରୋନା ପାଇଁ ଅଟକିଛି ସାରା ଦେଶ, ହେଲେ ଅଟକି ନାହାନ୍ତି ସଫେଇ କର୍ମଚାରୀ

କନକ ବ୍ୟୁରୋ : କରୋନା ମହାମାରୀ ପାଇଁ ଅଟକିଛି ସାରା ଦେଶ । ହେଲେ ଅଟକି ନାହାନ୍ତି ସଫେଇ କର୍ମଚାରୀ । କରୋନା ମୁକାବିଲା ପାଇଁ ସାଧାରଣ ଲୋକେ ଘରେ ରହୁଥିବା ବେଳେ ସଫେଇ କର୍ମଚାରୀମାନେ ସ୍ୱଚ୍ଛତା ବଜାଇ ରଖିବାକୁ ପରିବାରକୁ ପଛ କରି ବାହାରକୁ ବାହାରିଛନ୍ତି । କରୋନାର ଭୟ ଥିଲେ ବି ପରିବେଶକୁ…

ବ୍ରହ୍ମବରଦା କଣ୍ଟେନମେଣ୍ଟ ଅଞ୍ଚଳର ଅବଧି ବଢାଇଲା ପ୍ରଶାସନ: ୧୨ ତାରିଖ ରାତି ୮ଟା ଯାଏଁ ବଢିଲା ଅବଧି; ଯାଜପୁରରେ ପ୍ରଥମ…

କନକ ବ୍ୟୁରୋ: ଯାଜପୁର ଜିଲ୍ଲାର ପ୍ରଥମ କରୋନା ସଂକ୍ରମିତ ବ୍ରହ୍ମବରଦା କଂଟେନମେଂଟ ଜୋନର ସମୟ ଅବଧିକୁ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ବଢ଼ାଇଛି ଜିଲ୍ଲା ପ୍ରଶାସନ । ବ୍ରହ୍ମବରଦା ଅଂଚଳରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସଂପୃକ୍ତ ଅଂଚଳକୁ କଂଟେନମେଂଟ ଜୋନ ଭାବେ ଘୋଷଣା କରିଥିଲା…