Daily Archives

April 8, 2020

ଗଜପତିର ପାରଳାଖେମୁଣ୍ଡିରେ କାର୍ଯ୍ୟକ୍ଷମ ହେଲା ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ : ୧୧୦ ବେଡ ବିଶିଷ୍ଟ ହସ୍ପିଟାଲର…

କନକ ବ୍ୟୁରୋ : ଗଜପତି ପାରଳାଖେମୁଣ୍ଡିରେ କାର୍ଯ୍ୟକ୍ଷମ ହେଲା ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ । ୧୧୦ ବେଡ ବିଶିଷ୍ଟ ଏହି ସ୍ୱତନ୍ତ୍ର ହସ୍ପିଟାଲରେ କେବଳ କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା କରାଯିବ । ହାଇଟେକ ମେଡିକାଲ କଲେଜ ଏହାର ପରିଚାଳନା କରିବ । ଏନେଇ ଆର୍ଥିକ ସହାୟତା ଦେଇଛି ଓଡିଶା…

ମାଗଣାରେ କରାଯାଉ କରୋନା ପରୀକ୍ଷା : କେନ୍ଦ୍ର ସରକାରଙ୍କୁ ସୁପ୍ରମିକୋର୍ଟଙ୍କ ନିର୍ଦ୍ଦେଶ, ଘରୋଇ ପରୀକ୍ଷାଗାରରେ…

କନକ ବ୍ୟୁରୋ : ମାଗଣାରେ କରୋନା ଭାଇରସର ପରୀକ୍ଷା କରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହା ସହିତ କିଭଳି ଅଧିକରୁ ଅଧିକ ପରୀକ୍ଷା କରାଯାଇପାରିବ ସେଥିପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ବର୍ତ୍ତମାନ ସୁଦ୍ଧା ଦେଶର ୧ଲକ୍ଷରୁ…

ଏପ୍ରିଲ ୧୪ରେ ସରିବ କି ଲକଡାଉନ୍? ସର୍ବଦଳୀୟ ନେତାଙ୍କ ସହ ମୋଦିଙ୍କ ଆଲୋଚନା: ତାଲାବନ୍ଦ ଅବଧି ବଢ଼ିବ କି ନାହିଁ ବୈଠକ;…

କନକ ବ୍ୟୁରୋ: କରୋନା ପାଇଁ ମାର୍ଚ୍ଚ ୨୪ ତାରିଖରୁ ଏପ୍ରିଲ ୧୪ ଯାଏ ଦେଶରେ ୨୧ ଦିନିଆ ଲକଡାଉନ୍ ଜାରି ହୋଇଥିବା ବେଳେ ଏହି ଅବଧି ବଢିବ ନା ଲକଡାଉନ୍ ହଟିଯିବ ସେନେଇ ଚର୍ଚ୍ଚା ଜୋର ଧରିଛି । ଏନେଇ ଦେଶର ବିଭିନ୍ନ ଦଳର ନେତାଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରୁଛନ୍ତି ପ୍ରଧାନମନ୍ତ୍ରୀ ।…

ଦୀର୍ଘ ୭୬ ଦିନ ପରେ ଚୀନର ଉହାନରୁ ଉଠିଲା ଲକଡାଉନ କଟକଣା: ଏବେ ଦେଶର ଅନ୍ୟ ପ୍ରାନ୍ତକୁ ବିନା ଅନୁମତିରେ ଯାଇପାରିବେ…

କନକ ବ୍ୟୁରୋ: କରେନା ଭାଇରସର ଉତ୍ପତିସ୍ଥଳ ଚୀନର ଉହାନ ସହରରୁ ସମ୍ପୂର୍ଣ୍ଣ ଭାବେ ଲକଡାଉନ କଟକଣାକୁ ଉଠାଇ ଦିଆଯାଇଛି । ଦୀର୍ଘ ୧୧ ସପ୍ତାହ ବା ୭୬ ଦିନ ପରେ ଏହି କଟକଣାକୁ ଉଠାଯାଇଛି । ଏବେ ଏହି ସହରର ଲୋକେମାନେ ବିନା ଅନୁମତିରେ ଦେଶର ଅନ୍ୟ ପ୍ରାନ୍ତକୁ ଯାଇପାରିବେ । କଟକଣା ହଟିବା ପରେ…

ଗଞ୍ଜାମରେ ସମସ୍ତ ଲୋକଙ୍କର ହେବ ସ୍ଥାସ୍ଥ୍ୟ ପରୀକ୍ଷା : ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ନେଇ ଜିଲ୍ଲାପାଳଙ୍କ ସୂଚନା,…

କନକ ବ୍ୟୁରୋ : ଗଞ୍ଜାମରେ ସବୁ ଲୋକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଘର ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରିବେ ଡାକ୍ତର । ସମସ୍ତଙ୍କର ସ୍କ୍ରିନିଂ କରାଯିବ । କରୋନାର କୌଣସି ଲକ୍ଷଣ ଅଛି କି ନାହିଁ ପରୀକ୍ଷା କରାଯିବ । ସାମାଜିକ ଦୂରତ୍ୱକୁ ନଜରରେ ରଖି ଏହି ସବୁ କାମ କରାଯିବ । ୩ ଦିନ…

ପ୍ରଧାନମନ୍ତ୍ରୀଙ୍କୁ ସୋନିଆଙ୍କ ପରାମର୍ଶ: କରୋନା ମୁକାବିଲା ପାଇଁ ସରକାର ଏବେ ଖର୍ଚ୍ଚକାଟ୍ ପଦକ୍ଷେପ ଗ୍ରହଣ କରନ୍ତୁ…

କନକ ବ୍ୟୁରୋ: କରୋନା ମୁକାବିଲା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ପୂର୍ବ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଏବଂ ବିଭିନ୍ନ ଦଳର ନେତୃବୃନ୍ଦମାନଙ୍କ ସହ ଫୋନରେ କଥା ହୋଇଥିଲେ। ଏନେଇ ସେ ପ୍ରମୁଖ ନେତୃବୃନ୍ଦଙ୍କଠାରୁ ପରାମର୍ଶ ମାଗିଥିଲେ। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ…