Daily Archives

December 26, 2019

ପସନ୍ଦ ହେଉନି ଇଜିପ୍ଟ ପିଆଜ । ଓଜନ ଅଧିକ, ସ୍ୱାଦ ପାଣିଚିଆ । ଲୋକେ କିଣିବା ଅପେକ୍ଷା ଫଟୋ ଉଠାଉଛନ୍ତି ଅଧିକ ।

କନକ ବ୍ୟୁରୋ : ଆଶା କରାଯାଉଥିଲା ବଜାରକୁ ଇଜିପ୍ଟ ପିଆଜ ଆସିଗଲେ ନିୟନ୍ତ୍ରଣ ଭିତରକୁ ଆସିଯିବ ପିଆଜ ଦର । କିନ୍ତୁ ପରିସ୍ଥିତିରେ କିଛି ବି ସୁଧାର ଆସିନି । ଏବେ ବି କେଜି ୮୦ରୁ ୯୦ ଟଙ୍କାରେ ବିକ୍ରି ହେଉଛି । ଅନ୍ୟପକ୍ଷରେ ଲୋକେ ଇଜିପ୍ଟ ପିଆଜ କିଣିବାକୁ ପସନ୍ଦ କରୁନାହାନ୍ତି । ଇଜିପ୍ଟ…

ନୂଆବର୍ଷ ପୂର୍ବରୁ ଭିତରକନିକାରେ ପଡିଲା ତାଲା । ୩୧ ତାରିଖରୁ ହେବ କୁମ୍ଭୀର ଗଣନା, ୫ ଦିନ ପୂର୍ବରୁ ବନ୍ଦ କରିବାକୁ ନେଇ…

କନକ ବ୍ୟୁରୋ : ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହୋଇଗଲା ଭିତରକନିକା । ୨୦୨୦ ଜାନୁଆରୀ ୪ ତାରିଖ ଯାଏଁ ଭିତର କନିକା ବନ୍ଦ ରହୁଥିବାରୁ ନୂଆବର୍ଷରେ ପର୍ଯ୍ୟଟକମାନେ ବୁଲିବାର ମଜା ନେଇପାରିବେ ନାହିଁ । କୁମ୍ଭୀର ଗଣନା ବେଳେ ଭିତର କନିକା ବନ୍ଦ ରହୁଥିବା ବେଳେ ଡିସେମ୍ବର ୩୧ ତାରିଖରୁ ଆରମ୍ଭ…

ପେଟ୍ରୋଲ ଓ ଡିଜେଲ ରେଡ୍ଡୀ କର ରଖ, ନିର୍ଦ୍ଦେଶ ମିଳିଲେ ନିଆଁ ଲଗାଇଦେବ । ନାବାଳିକାକୁ ନ୍ୟାୟ ନ ମଳିଲେ ଆଇନକୁ ହାତକୁ…

କନକ ବ୍ୟୁରୋ : ଗୋଟିଏ ପଟେ ପ୍ରଶାସନର ରହସ୍ୟମୟ ନିଷ୍କ୍ରିୟତା ପ୍ରତିବାଦରେ ନବରଙ୍ଗପୁରରେ ନିଆଁ ଜଳୁଥିବା ବେଳେ  ଏପଟେ ପ୍ରଦୀପ ମାଝୀଙ୍କ ବିବାଦୀୟ ବୟାନର ଭିଡିଓ ଭାଇରାଲ ହୋଇଛି । କଂଗ୍ରେସ ନେତା ପ୍ରଦୀପ ମାଝୀ ଏହି ଭିଡିଓରେ ଜଣେ ସମର୍ଥକଙ୍କୁ ଡିଜେଲ ଓ ପେଟ୍ରୋଲ ପ୍ରସ୍ତୁତ କରି ରଖିବାକୁ…

ନବରଙ୍ଗପୁରରେ ନିଆଁ ଜଳୁଛି । ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ମୁହଁ ଖୋଲୁନି ପୋଲିସ, ରହସ୍ୟ ଘେରରେ…

କନକ ବ୍ୟୁରୋ : ନବରଙ୍ଗପୁର ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ପୋଲିସକୁ କୌଣସି ସଫଳତା ମିଳିନାହିଁ । ଅନ୍ଧାରରେ ବାଡି ବୁଲାଉଛି ପୋଲିସ । ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ଆଜି ନବରଙ୍ଗପୁର ବନ୍ଦ ପାଳନ କରିଛି କଂଗ୍ରେସ । ୧୩ ତାରିଖ ରାତିରେ ଦିଆଳି ପର୍ବରେ ଗୁମଣ୍ଡଳୀ ଗାଁ ଲୋକ…

ପିଆଜ ପଡିବନି, ସ୍ୱାଦ ଆସିବନି… ବିନା ପିଆଜରେ ଫିକା ପଡିବ କି ନୂଆବର୍ଷ ଭୋଜି ? ଦର କମୁନଥିବାରୁ ଆଶା ଆଶଙ୍କାରେ…

କନକ ବ୍ୟୁରୋ: କେବେ କମିବ ପିଆଜ ଦର ? ନୂଆବର୍ଷ ପୂର୍ବରୁ ପିଆଜ ପାଟିରେ ବାଜିବ ନା ଏଥର ବିନା ପିଆଜରେ ପାଳନ ହେବ ନୂଆବର୍ଷ? ଆକାଶ ଛୁଆଁ ପିଆଜ ଦର ତଳକୁ ଖସୁନଥିବାରୁ ଏଭଳି କିଛି ପ୍ରଶ୍ନ ଖାଉଟି ଓ ବ୍ୟବସାୟୀଙ୍କ ମନରେ ଉଙ୍କି ମାରୁଛି । ତେବେ ଗତ ମାସେ ଧରି ପିଆଜ ଖାଲି ଓଡିଶା ନୁହେଁ ସାରା…

ହାତରୁ ଲିଭିନଥିଲା ମେହେନ୍ଦି, ମଥାରୁ ଲିଭିଗଲା ସିନ୍ଦୂର । ଜନ୍ମଦିନରେ ସହିଦ ହୋଇଗଲେ ବୀର ଯବାନ ।

କନକ ବ୍ୟୁରୋ : ଜନ୍ମଦିନରେ ଲିଭିଗଲା ଜୀବନଦୀପ । ଦେଶ ପାଇଁ ସହିଦ ହୋଇଗଲେ ବୀର ଯବାନ ସୌରଭ କଟାରା । ମଙ୍ଗଳବାର ଜମ୍ମୁ-କାଶ୍ମୀରର କୁପୱାଡାରେ ହୋଇଥିବା ବୋମା ବିସ୍ଫୋରଣରେ ଦେଶ ପାଇଁ ପ୍ରାଣବଳି ଦେଇଛନ୍ତି ସୌରଭ । ଆଉ ନିଜ ବୀର ଯବାନ ପୁଅକୁ ହରାଇ ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନଥିବା…