Daily Archives

December 26, 2019

ମୋ ଉପରେ ନିର୍ଭର କରୁନି ଦଳ? ବିଜେଡିର ୨୩ତମ ପ୍ରତିଷ୍ଠା ଦିବସରେ ନବୀନଙ୍କ ବୟାନର ଇସାରା କୁଆଡେ?

କନକ ବ୍ୟୁରୋ : ବିଜେଡିର ପ୍ରତିଷ୍ଠା ଦିବସରେ ବଡ ବୟାନ ଦେଇଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । କର୍ମୀ ମାନଙ୍କୁ ବିକାଶର ମନ୍ତ୍ର ଦେବା ସହ ବିଜୁ ଜନତା ଦଳ ଭବିଷ୍ୟତ ସମ୍ପର୍କରେ କରିଛନ୍ତି ସବୁଠାରୁ ବଡ ଇସାରା । ନବୀନ କହିଛନ୍ତି, ବିଜେଡି ଏକ ରାଜନୈତିକ ଦଳ ନୁହେଁ । ଦଳ ବଞ୍ଚିରହିବା…

ହାତରେ ଚାଲୁଛନ୍ତି, ପାପୁଲିରେ ବଂଶୀ ବାଦନ କରୁଛନ୍ତି ରାଉରକେଲାର ଶରତ ଚନ୍ଦ୍ର ପଣ୍ଡା : ସଙ୍ଗୀତ ନିର୍ଦ୍ଦେଶକ ଓ ଯୋଗ…

କନକ ବ୍ୟୁରୋ : ହାତରେ ଚାଲୁଛନ୍ତି, ପାପୁଲିରେ ବଂଶୀ ବାଦନ କରୁଛନ୍ତି ରାଉରକେଲାର ଶରତ ଚନ୍ଦ୍ର ପଣ୍ଡା । ଆଉ ଏଥିପାଇଁ ସେ କୌଣସି ପ୍ରଶିକ୍ଷଣ ନେଇ ନାହାନ୍ତି । ଆଉ ଏହି ସ୍ଥାନରେ ପହଂଚିବା ପାଇଁ ପ୍ରେରଣା ଯୋଗାଇଛି ପିଲାଦିନେ ଗାଁରେ ଦେଖିଥିବା ବାଉଁଶ ରାଣୀ ଖେଳ । କେବଳ ଯୋଗ ଗୁରୁ ନୁହେଁ…

ଦେଶବାସୀଙ୍କୁ ମୋଦି ସରକାରଙ୍କ ଉପହାର : ୨୦୨୦ ମାର୍ଚ ସୁଦ୍ଧା ଗ୍ରାମାଞ୍ଚଳରେ ମିଳିବ ମାଗଣା ଓ୍ଵାଇଫାଇ ସେବା

କନକ ବ୍ୟୁରୋ : ଗ୍ରାମାଞ୍ଚଳରେ ମିଳିବ ମାଗଣା ଓ୍ଵାଇ-ଫାଇ ସେବା । ଭାରତନେଟ୍ ଜରିଆରେ ମାଗଣା ୱାଇଫାଇ ସେବାର ଲାଭ ଉଠାଇପାରିବେ ଗ୍ରାମୀଣ । ୨୦୨୦ ସୁଦ୍ଧା ଭାରତର ସମସ୍ତ ଗାଁକୁ ମାଗଣାରେ ୱାଇ-ଫାଇ ଯୋଗାଇ ଦିଆଯିବ  । ଭାରତ ନେଟ୍ ଅପ୍ଟିକ୍ ଫାଇବର୍ ଦ୍ୱାରା ସଂଯୋଗ ହୋଇଥିବା ଗାଁମାନଙ୍କରେ ମାର୍ଚ…

ରାସ୍ତା କଡରେ ଆଉ ଭିକ୍ଷା ମାଗିବେନି କିନ୍ନର । କାମ କରିବେ, ସ୍ୱାଭିମାନର ସହ ବଞ୍ଚିବେ । ଓମଫେଡ ପାର୍ଲର ଖୋଲି…

କନକ ବ୍ୟୁରୋ: ଆଉ ରାସ୍ତାକଡରେ ଛିଡା ହୋଇ କାହାକୁ ହାତ ପତେଇବେନି କି କାହା ଅଟହାସ୍ୟର ଶିକାର ହେବେନି କିନ୍ନର । ସ୍ୱାଭିମାନରେ ବଞ୍ଚିବେ । ସମ୍ମାନର ସହ ଜିଇଁବେ ତୃତୀୟ ଲିଙ୍ଗୀ । କାମ କରି ନିଜ ପେଟ ନିଜେ ପୋଷିବେ କିନ୍ନର । କାରଣ କିନ୍ନରମାନଙ୍କୁ ଆତ୍ମନିର୍ଭରଶୀଳ କରିବ ଓମଫେଡ ପାର୍ଲର ।…

ଜନସନ ଆଣ୍ଡ ଜନସନ ଉପରେ ୨୩୦ କୋଟି ଟଙ୍କାର ଜୋରିମାନା : ଭୁଲ ଉପାୟରେ ଗ୍ରାହକଙ୍କ ଠାରୁ ଟଙ୍କା ଆଦାୟ କରିଥିଲା କମ୍ପାନୀ

କନକ ବ୍ୟୁରୋ : ଜନସନ ଆଣ୍ଡ ଜନସନ କମ୍ପାନୀ ଉପରେ ସଙ୍କଟ । ଶିଶୁ ଉତ୍ପାଦ ତିଆରିରେ ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବା କମ୍ପାନୀ ଜନସନ ଆଣ୍ଡ ଜନସନର ପୁଣି ଅଡ଼ୁଆରେ । ପୂର୍ବରୁ ବେବି ପାଉଡ଼ରେ କ୍ୟାନସର ସୃଷ୍ଟିକାରୀ ତତ୍ୱ ଥିବା ଅଭିଯୋଗରେ ବିବାଦ ଘେରକୁ ଟାଣି ହୋଇଆସିଥିବା ବେଳେ ଏବେ କମ୍ପାନୀ…

ପିଲା ପଢିବେ ଭୂତ ପାଠ: ବିଶ୍ୱବିଦ୍ୟାଳୟରେ ଆରମ୍ଭ ହେବ ଭୂତ ବିଦ୍ୟା ସମ୍ପର୍କିତ ପାଠ୍ୟକ୍ରମ । ୬ ମାସିଆ କୋର୍ସରେ…

କନକ ବ୍ୟୁରୋ: ଆପଣ ଭୂତପ୍ରେତଙ୍କ ଦୁନିଆ, ସେମାନଙ୍କ ଅଲୌକିକ କାରନାମା ବାବଦରେ ଜାଣିବାକୁ ଇଚ୍ଛୁକ କି ? ଯଦି ହଁ ତେବେ ବନାରସ ହିନ୍ଦୁ ୟୁନିଭର୍ସିଟି (ବିଏଚୟୁ)ରେ ଏଥିପାଇଁ ପାଠ୍ୟକ୍ରମ ଆରମ୍ଭ କରାଯାଇଛି । ଭୂତ ବିଦ୍ୟା ବା ସାଇନ୍ସ ଅଫ ପାରାନର୍ମାଲ ନାମରେ ଏହି ୬ ମାସିଆ ସାର୍ଟିଫିକେଟ…