Daily Archives

December 25, 2019

ଦେଶ ଦେଖିବ ଓଡିଶାର କଳାସଂସ୍କୃତି: ୨ ବର୍ଷ ପରେ ଦିଲ୍ଲୀରେ ଗଡିବ ଓଡିଶାର ପ୍ରଜ୍ଞାପନ ମେଢ । ରାଜଧାନୀ ରାଜପଥରେ…

କନକ ବ୍ୟୁରୋ: ଦିଲ୍ଲୀରେ ଦିଶିବ ଓଡି଼ଶାର ପ୍ରଜ୍ଞାପନ ମେଢ । ରାଜଧାନୀ ରାଜପଥରେ ପ୍ରଦର୍ଶିତ ହେବ ଲିଙ୍ଗରାଜ ମନ୍ଦିର ସହ ରୁକୁଣା ରଥ । ଗଣତନ୍ତ୍ର ଦିବସରେ ରାଜଧାନୀ ଦିଲ୍ଲୀରେ ଦେଖିବାକୁ ମିଳିବ ଓଡିଶାର କଳା ସଂସ୍କୃତି ଓ ପରମ୍ପରାର ଝଲକ । କୋଟି କୋଟି ଦର୍ଶକଙ୍କୁ ଆକର୍ଷିତ କରିବ ଓଡିଶାର…

ମିଶିଯିବ କି ରାଜ୍ୟ ଓ କେନ୍ଦ୍ରର ଯୋଜନା? ଆୟୁଷ୍ମାନ ଯୋଜନାରେ ସାମିଲ ହେବାକୁ କେନ୍ଦ୍ରମନ୍ତ୍ରୀଙ୍କ ଅନୁରୋଧ, ବିଜେଡି…

କନକ ବ୍ୟୁରୋ : ମିଶିଯିବ କି ରାଜ୍ୟ ଓ କେନ୍ଦ୍ରର ଯୋଜନା? କାଳିଆ ଓ ପିଏମ କିଷାନ ଯୋଜନାର ମିଶ୍ରଣର ପରେ ପରେ କେନ୍ଦ୍ରର ଆୟୁଷ୍ମାନ ଭାରତ ଓ ରାଜ୍ୟର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ମିଶ୍ରଣଙ୍କୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଆୟୁଷ୍ମାନ…

ଆକାଶରେ ୩ ଘଣ୍ଟାରୁ ଅଧିକ ଚାଲିବ ଛାଇ ଆଲୁଅର ଖେଳ: ସକାଳ ୮ଟା ୧୭ରୁ ଆରମ୍ଭ ହେବ ସୂର୍ଯ୍ୟପରାଗ । ଓଡିଶାରେ କେତେବେଳେ…

କନକ ବ୍ୟୁରୋ: ଆସନ୍ତାକାଲି ଚଳିତ ଦଶନ୍ଧିର ଶେଷ ସୂର୍ଯ୍ୟପରାଗ । ଏହି ପୂର୍ଣ୍ଣ ସୂର୍ଯ୍ୟପରାଗ ହେଉଥିବା ବେଳେ ଦକ୍ଷିଣ ଭାରତ କିଛି ଅଂଚଳରେ ଏହା ବଳୟ ସୂର୍ଯ୍ୟପରାଗ ଭାବେ ଦୃଶ୍ୟମାନ ହେବ । ଅବଶ୍ୟ ଓଡିଶାରେ ଏହା ଆଂଶିକ ସୂର୍ଯ୍ୟପରାଗ ଭାବେ ଦେଖାଯିବ । ସାଧାରଣ ଲୋକଙ୍କୁ ସୂର୍ଯ୍ୟପରାଗ ଦେଖିବା…

ମନ୍ତ୍ରୀପଦ ପାଇଁ ମତଭେଦ: ‘ମହା’ରାଜା ବଛାହେଲେ ମାତ୍ର ହେଉନି ମନ୍ତ୍ରିମଣ୍ଡଳ ? ଅନେକ ଆଶାୟୀ ଥିବାରୁ ମହାରାଷ୍ଟ୍ରରେ…

କନକ ବ୍ୟୁରୋ: ମହାରାଜା ବଛାଗଲା ମାତ୍ର ମନ୍ତ୍ରିମଣ୍ଡଳ ଏ ପର୍ଯ୍ୟନ୍ତ ହୋଇ ପାରିଲାନି । ମହାରାଷ୍ଟ୍ରରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ଦିନ ଘୁଞ୍ଚି ଘୁଞ୍ଚି ଯାଉଥିବା ବେଳେ ପୁଣି ଥରେ ସଂପ୍ରସାରଣକୁ ସ୍ଥଗିତ ରଖାଯାଇଛି । ମନ୍ତ୍ରୀମାନଙ୍କ ନାଁ ଚୂଡ଼ାନ୍ତ ହୋଇପାରୁ ନଥିବାରୁ ସଂପ୍ରସାରଣ…

୨୦୨୧ ଜନଗଣନା ପାଇଁ ସରକାରଙ୍କ ପ୍ରସ୍ତୁତି । ଆପଣଙ୍କ ଘରର ଡ୍ରେନେଜ ପାଣି କେଉଁ ବାଟେ ହେଉଛି ନିଷ୍କାସନ, କିଛି ଏଭଳି…

କନକ ବ୍ୟୁରୋ : ନାଗରିକତା ସଂଶୋଧନ ଆଇନ, ଏନଆରସି ପରେ ଏବେ ଏନପିଆରକୁ ନେଇ ବିବାଦ ଦେଖାଦେଇଛି । ଗତକାଲି କେନ୍ଦ୍ର କ୍ୟାବିନେଟ ବୈଠକରେ ଏନପିଆରକୁ ଜାରି ରଖିବାକୁ ନିଷ୍ପତି ନିଆଯିବା ପରେ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ଉପୁଜିଛି । ଆଉ ଏସବୁ ଭିତରେ ୨୦୨୧ରେ ହେବାକୁ ଥିବା ଜନଗଣନା ପାଇଁ ପ୍ରସ୍ତୁତି…

ମହିଳାଙ୍କୁ ସ୍ୱାବଲମ୍ବୀ କରିଛି ନଡିଆ ତେଲ: ଶୁଖିଲା ନଡିଆରୁ ତେଲ ପ୍ରସ୍ତୁତ କରି ମାସକୁ ୪ ହଜାର ଟଙ୍କା ରୋଜଗାର…

କନକ ବ୍ୟୁରୋ: ମାଲାମାଲ କରୁଛି ମରା ନଡିଆ ତେଲ । ମହିଳାଙ୍କୁ ସ୍ୱାବଲମ୍ବୀ କରିବା ସହ ଆତ୍ମନିର୍ଭରଶୀଳ କରିଛି ଶୁଖିଲା ନଡିଆ । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ପାରକେଣା ଗାଁର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଶ୍ରୀରାଧା ମରା ନଡିଆ ତେଲ ପ୍ରସ୍ତୁତ କରି ଅନ୍ୟମାନଙ୍କ ପାଇଁ ଉଦାହରଣ…