Daily Archives

December 25, 2019

ବ୍ରହ୍ମପୁତ୍ର ନଦୀ କୂଳରେ ନିର୍ମାଣ ଚାଲିଛି ଶରଣାର୍ଥୀ ଶିବିର । ଅନୁପ୍ରବେଶକାରୀଙ୍କ ପାଇଁ ପାଲଟିବ ଆଉ ଏକ ‘କଳାପାଣି’ ।

ଅନୁପ୍ରବେଶକାରୀ ସାବଧାନ । ଦେଶରେ ନାଗରିକତା ଆଇନ ଓ ଏନଆରସିକୁ ନେଇ ସଡକରୁ ସଂସଦ ଯାଏଁ ପ୍ରତିବାଦ ଦେଖିବାକୁ ମିଳିଥିବା ବେଳେ ଏବେ ଏନପିଆର ଲାଗୁ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଏନଆରସିକୁ ନେଇ ବିବାଦ ଦେଖିବାକୁ ମିଳୁଥିବା ବେଳେ ଏନପିଆରକୁ ନେଇ ଦ୍ୱନ୍ଦ୍ୱ ଦେଖାଯାଇଛି । କାରଣ ଏହା…

ଉତ୍ତରପ୍ରଦେଶରେ ପ୍ରସ୍ତୁତ ହେବ ପ୍ରଥମ କିନ୍ନର ବିଶ୍ୱବିଦ୍ୟାଳୟ : ପ୍ରଥମ ଶ୍ରେଣୀରୁ ଆରମ୍ଭ କରି ପିଏଚଡି ପର୍ଯ୍ୟନ୍ତ…

ମହାତ୍ମା ବୁଦ୍ଧ ନିର୍ବାଣସ୍ଥଳୀ କୁଶୀନଗରରେ ଦେଶର ପ୍ରଥମ କିନ୍ନର ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନା ହୋଇଛି । ଏଠାରେ ସମସ୍ତ ଦେଶର କିନ୍ନର ବିଦ୍ୟାର୍ଥୀମାନଙ୍କୁ ପ୍ରଥମ ଶ୍ରେଣୀରୁ ଆରମ୍ଭ କରି ଉଚ୍ଚଶିକ୍ଷା ପ୍ରଦାନ କରାଯିବ। ୨୦୦ କୋଟି ଟଙ୍କା ବ୍ୟୟରେ ୫୦ ଏକରରେ ତିଆରି ହେବାକୁ…

ଓଡିଶାର ୬ ଆକାଂକ୍ଷୀ ଜିଲ୍ଲା ହସ୍ପିଟାଲ ହେବ ମେଡିକାଲ କଲେଜ । ସ୍ପଷ୍ଟ କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ, ଆୟୁଷ୍ମାନ…

କନକ ବ୍ୟୁରୋ : ଭୁବନେଶ୍ୱରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ଓଡିଶାର ୬ ଆକାଂକ୍ଷୀ ଜିଲ୍ଲା ହସ୍ପିଟାଲକୁ ମେଡିକାଲ କଲେଜ କରାଯିବ । ଏହାଛଡା ଏହି ତାଲିକାରେ ଓଡିଶାର ଆଉ ୨ଟି ହସ୍ପିଟାଲକୁ ସାମିଲ କରାଯିବା ନେଇ ବିଚାର ବିମର୍ଷ ଚାଲିଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ…

ପଲିଥିନ ତଳେ ପାଞ୍ଚ ବର୍ଷ: ଘର ଖଣ୍ଡିଏ ନଥିବାରୁ ଜରି ପାଲ ତଳେ ବିତୁଛି ଜୀବନ… ଯେତେ ନେହୁରା ହେଲେ ବି ଶୁଣୁନି…

କନକ ବ୍ୟୁରୋ: ମତେ ଘର ଖଣ୍ଡିଏ ଦିଅ... ମୁଣ୍ଡ ଗୁଞ୍ଜିବାକୁ ମୋ ପିଲାଙ୍କୁ ସାହା ହୁଅ ସରକାର, ମୋ ଗୁହାରୀ ଶୁଣି ପିଲାଙ୍କୁ ସାହାଯ୍ୟ କର... । କୋହ ଭରା କଣ୍ଠରେ ଏଭଳି ଆକୁଳ ନିବେଦନ କରିଛନ୍ତି ଜଗତସିଂହପୁର ସଦର ବ୍ଲକ ବାଜପୁର ଗାଁର କଳ୍ପନା ସାହୁ । ପଲିଥିନ ତଳେ ଜୀବନ ଜିଇଁବା କାଠିକର…

ବିକାଶ ଆସିବ ପାହାଡ ଡେଇଁ ! ଲାଲଗଡରେ ସରକାରୀ ଯୋଜନା ପହଞ୍ଚାଇବାକୁ ପାହାଡ ଡେଇଁ ଅନ୍ଧାରୀ ମୁଲକରେ ପହଞ୍ଚିଲେ ମାଥିଲି…

କନକ ବ୍ୟୁରୋ: ବିକାଶ ପହଞ୍ଚିବ ଲାଲଗଡରେ । ସରକାରୀ ଯୋଜନାରେ ସାମିଲ ହେବେ ଲାଲଗଡର ଆଦିବାସୀ । ବର୍ଷ ବର୍ଷ ଧରି ଯେଉଁ ଅଞ୍ଚଳରକୁ ମାଓବାଦୀଙ୍କ ଭୟରେ କୌଣସି ଅଧିକାରୀ କିମ୍ବା ସରକାରୀ କର୍ମଚାରୀଙ୍କ ପାଦ ପଡୁନଥିଲା । ସେଠାରେ ଆଜି ପହଞ୍ଚିଛନ୍ତି ସରକାରୀ ବାବୁ । ୧୦ଟି ପାହାଡ ଚଢି ଲୋକଙ୍କ…

କମଲେଶ ତିୱାରୀ ହତ୍ୟା ମାମଲାରେ ୧୩ ଅଭିଯୁକ୍ତଙ୍କ ନାଁରେ ଚାର୍ଜସିଟ୍ ଦାଖଲ : ଅକ୍ଟୋବର ୧୮ ରେ କମଲେଶଙ୍କୁ ଲକ୍ଷ୍ନୌରେ…

ହିନ୍ଦୁ ସମାଜବାଦୀ ପାର୍ଟି ନେତା କମଲେଶ ତିୱାରୀ ହତ୍ୟା ମାମଲାରେ ଉତ୍ତରପ୍ରଦେଶ ପୁଲିସ୍ ୧୩ ଜଣ ଅଭିଯୁକ୍ତଙ୍କ ନାମରେ ଅଭିଯୋଗ ଫର୍ଦ୍ଦ(ଚାର୍ଜସିଟ୍) ଦାଖଲ କରିଛି। ଅକ୍ଟୋବର ୧୮ ତାରିଖରେ କମଲେଶଙ୍କୁ ଲକ୍ଷ୍ନୌର ନାକା ଅଞ୍ଚଳରେ ଗୁଳି କରାଯାଇଥିଲା। ସେ ଗୁରୁତର ଭାବେ ଆହତ ହେବା ପରେ ତାଙ୍କୁ…