Daily Archives

December 22, 2019

ମୋଦିଙ୍କ କୁଶପୁତ୍ତଳିକା ଜଳାଅ ପଛେ ଗରିବ ଲୋକର ଅଟୋ ଜାଳନି । ରାମଲୀଳା ମୈଦାନରେ କାହିଁକି ଏମିତି କହିଲେ ମୋଦି ।

କନକ ବ୍ୟୁରୋ : ଦିଲ୍ଲୀରେ ବିଜେପିର ଧନ୍ୟବାଦ ରାଲିରେ ପୂରା ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ରାମଲୀଳା ମୈଦାନରେ ଆୟୋଜିତ ହୋଇଥିବା ଏହି ସଭାରୁ ସିଏଏକୁ ବଡ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ନାଗରିକତା ସଂଶୋଧନ ଆଇନକୁ ନେଇ ମୋଦି କହିଛନ୍ତି, ଯଦି ଆପଣଙ୍କୁ ମୁଁ ପସନ୍ଦ ନୁହେଁ କିମ୍ବା…

ବାରବାଟୀ ବ୍ୟାଟେଲ । ବିପର୍ଯ୍ୟୟ ପରେ ବ୍ୟାଟିଂ ସମ୍ଭାଳିଲା ୱେଷ୍ଟଇଣ୍ଡିଜ । ଟିମ୍ ଇଣ୍ଡିଆକୁ ଦେଲା ୩୧୬ ରନର ଟାର୍ଗେଟ୍…

କନକ ବ୍ୟୁରୋ : ବାରବାଟୀରେ ବ୍ୟାଟିଂ ବିପର୍ଯ୍ୟୟ ପରେ ଅଣ୍ଟା ସଳଖିଛି ୱେଷ୍ଟଇଣ୍ଡିଜ୍ । ଟିମ୍ ଇଣ୍ଡିଆ ଆଗରେ ଧାର୍ଯ୍ୟ କଲା ୩୧୬ ରନର ବିଜୟଲକ୍ଷ୍ୟ । କଟକ ବାରବାଟୀ ଷ୍ଟାଡିୟମରେ ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଆଜି ଖେଳାଯାଉଥିବା ଅନ୍ତିମ ତଥା ନିର୍ଣ୍ଣାୟକ ଦିନିକିଆରେ ଟସ୍ ଜିତି ପ୍ରଥମେ ବୋଲିଂ…

ଧନ୍ୟବାଦ ରାଲିରେ ବିରୋଧୀଙ୍କୁ ଧୁଲେଇ: ମମତାଙ୍କୁ ତାତ୍ସଲ୍ୟ କଲେ, ପ୍ରଶ୍ନ ପଚାରିଲେ । କହିଲେ, ଦିଦି ! ଆପଣ କାହିଁକି…

କନକ ବ୍ୟୁରୋ: ରାମଲୀଳା ମୈଦାନରେ ମୋଦିଙ୍କ ରୌଦ୍ରରୁପ । ଦିଲ୍ଲୀ ଦରବାରରୁ ଦିଦିଙ୍କ ଉପରେ ମନଇଚ୍ଛା ବର୍ଷିଲେ ମୋଦି । ବିଜେପିର ଧନ୍ୟବାଦ ରାଲିରେ ଯୋଗଦେଇ ବିରୋଧୀଙ୍କ ଉପରେ ଧୂମ ରାଗିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନାଗରିକତା ଆଇନ ଓ ଏନଆରସିକୁ ବିରୋଧ କରି ଦେଶରେ ନିଆଁ ଲଗାଉଥିଲା…

ରାଜଧାନୀରେ କଙ୍ଗାରୁ କୋର୍ଟ । ଭୁବନେଶ୍ୱରର ନାମକରା ଆପାର୍ଟମେଣ୍ଟ ରେ ଜୁଲୁମ୍, ଅଭିଯୋଗ ଆଣିବାରୁ ପାଣି ଓ ବିଜୁଳିରୁ…

କନକ ବ୍ୟୁରୋ : ବରିଷ୍ଠ ନାଗରିକଙ୍କୁ ପାଣି, ବିଜୁଳି ବାସନ୍ଦ ଚେତାବନୀ। କେଉଁ ଉପାନ୍ତ ଆଦିବାସୀ ଅଧ୍ୟୁଷିତ ଇଲାକାରେ ନୁହେଁ, ବରଂ ଖୋଦ୍‌ ରାଜଧାନୀରେ। ଡୁମୁଡୁମା ଅଞ୍ଚଳରେ ଥିବା କସମୋପଲିସ୍‌ ଆପାର୍ଟମେଣ୍ଟ କମ୍ପ୍ଲେକ୍ସରେ କଙ୍ଗାରୁ କୋର୍ଟ ଏଭଳି ନିଷ୍ପତ୍ତି ନେଇଛି। ଏଠାରେ ରହୁଥିବା…

ବାରବାଟୀ ବ୍ୟାଟେଲରେ ୱେଷ୍ଟଇଣ୍ଡିଜ ଘାଇଲା ! ନିର୍ଣ୍ଣାୟକ ମ୍ୟାଚରେ ନବଦୀପଙ୍କ ଚମତ୍କାର ବୋଲିଂ, ଡେବ୍ୟୁ ମ୍ୟାଚରେ…

କନକ ବ୍ୟୁରୋ : ସାଇନ୍ କଲେ ସଇନି । ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚରେ ଆଜି ପାଦ ରଖିଛନ୍ତି ଭାରତର ଡାହାଣହାତୀ ଦ୍ରୁତଗାମୀ ବୋଲର ନବଦୀପ ସଇନି । ସେ ଭାରତୀୟ ଟିମ୍ ପକ୍ଷରୁ ଦିନିକିଆ କ୍ରିକେଟରେ ଡେବ୍ୟୁ କରିଥିବା ୨୨୯ତମ ଖେଳାଳୀ । ୱେଷ୍ଟଇଣ୍ଡିଜ୍ ବିପକ୍ଷରେ କଟକ ବାରବାଟୀ ଷ୍ଟାଡିୟମରେ…

ରାସ୍ତାରେ ରକ୍ତ ଜୁଡୁବୁଡୁ ହୋଇ ପଡିଥିଲେ ଯୁବକ, ଆମ୍ବୁଲାନ୍ସକୁ ଅପେକ୍ଷା ନକରି ନିଜ ଗାଡିରେ ବସାଇ ମେଡିକାଲ ନେଲେ…

କନକ ବ୍ୟୁରୋ: ଜୀବନ ବଞ୍ଚାଇଲେ ଜିଲ୍ଲାପାଳ । ଦୁର୍ଘଟଣାଗ୍ରସ୍ତ ଯୁବକଙ୍କୁ ସାହାଯ୍ୟ କରି ନିଜ ମାନବିକତାର ପରିଚୟ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଦୁର୍ଘଟଣାରେ ରକ୍ତ ଜୁଡୁବୁଡୁ ହୋଇ ପଡିଥିବା ଯୁବକଙ୍କୁ ନିଜ ଗାଡିରେ ବସାଇ ମେଡିକାଲ ନେଇଥିଲେ ଜିଲ୍ଲାପାଳ । ଏକ…