Daily Archives

December 22, 2019

ସମୁଦ୍ରରେ ଭାସିଗଲେ ପର୍ଯ୍ୟଟକ । ଅସ୍ତରଙ୍ଗ ସମୁଦ୍ରକୂଳରେ ଅଘଟଣ । ଗାଧୋଇବା ବେଳେ ଢେଉରେ ଭାସିଗଲେ ୨ ପର୍ଯ୍ୟଟକ । ଜଣେ…

କନକ ବ୍ୟୁରୋ: ପୁରୀ ଜିଲ୍ଲା ଅସ୍ତରଙ୍ଗ ପିର ଜାହାନିଆ ପୀଠରେ ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ । ସମୁଦ୍ର ଢେଉରେ ଦୁଇ ଜଣ ପର୍ଯ୍ୟଟକ ବୁଡ଼ିଗଲା ବେଳେ ଜଣକୁ ଉଦ୍ଧାର କରାଯାଇଛି ଓ ଅନ୍ୟ ଜଣେ ଏବେ ବି ନିଖୋଜ ଅଛନ୍ତି । ସୁଚନା ଅନୁସାରେ ଗତକାଲି ଭୁବନେଶ୍ୱର ଟେକ ମହିନ୍ଦ୍ରା କମ୍ପାନୀର ୨୮ଜଣ ଯୁବକ…

ଦିଲ୍ଲୀ ରାମଲୀଳା ମୈଦାନରେ ‘ଧନ୍ୟବାଦ ମୋଦି’ ରାଲି । ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଲେ, ନୂଆ ସକାଳ ଆଣିବାକୁ…

କନକ ବ୍ୟୁରୋ: ଦିଲ୍ଲୀରେ ମୋଦିଙ୍କ ମହାରାଲି । ନାଗରିକତା ସଂଶୋଧନ ଆଇନକୁ ନେଇ ହେଉଥିବା ପ୍ରତିବାଦ ରାଲି ଭିତରେ, ଆଜି ଦିଲ୍ଲୀ ରାମଳୀଳା ମୈଦାନରେ ‘ଧନ୍ୟବାଦ ମୋଦି ରାଲି’ । ଏଥିରେ ଦିଲ୍ଲୀ ବିଜେପିର ବରିଷ୍ଠ ନେତାଙ୍କ ସହ କେନ୍ଦ୍ରୀୟ ନେତା ଓ ବିଜେପିର ପଦାଧିକାରୀମାନେ ସାମିଲ ହୋଇଛନ୍ତି ।…

ଲାଗିଲା ଅଫର… ଗୋଟେ ଛକାକୁ କିଲେ ପିଆଜ ! ଛକା ମାରିବ ଟିମ ଇଣ୍ଡିଆ, ଦର୍ଶକ ଦେବେ ପିଆଜ…ବାରବାଟୀ…

କନକ ବ୍ୟୁରୋ: ବାରବାଟୀ ଲଢେଇ ପାଇଁ କଟକରେ ପହଂଚିସାରିଛନ୍ତି ଦୁଇ ଦଳର ଯୋଦ୍ଧା । ଏପରିକି ଟସ୍ ଜିତି ପ୍ରଥମେ ୱେଷ୍ଟଇଣ୍ଡିଜ ଟିମ୍ ବ୍ୟାଟିଂ, ସହ ଟିମ୍ ଇଣ୍ଡିଆ ଫିଲ୍ଡିଂ ନିଷ୍ପତି ନେଇଛି । ତେବେ କ୍ୟାପଟେନ କୋହଲିଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଏବଂ କିରଣ ପୋଲାର୍ଡଙ୍କ ନେତୃତ୍ୱରେ…

ବାରବାଟୀ ପଡିଆକୁ ବଲ ଧରି ଓହ୍ଲାଇବ ଟିମ୍ ଇଣ୍ଡିଆ । ଟସ୍ ଜିତି ଭାରତର ଫିଲ୍ଡିଂ ନିଷ୍ପତ୍ତି । ଟିମ୍ ଇଣ୍ଡିଆର ହେଲା…

କନକ ବ୍ୟୁରୋ: ସବୁ ଧକଧକ ଶେଷ । ଇଣ୍ଡିଆ-ଇଣ୍ଡିଜ ମ୍ୟାଚ ପାଇଁ ପଡିଲା ଟସ୍ । ବାରବାଟୀ ପଡିଆରେ ପ୍ରଥମେ ଫିଲ୍ଡିଂ କରିବ ଭାରତ । ଟସ ଜିତି ଭାରତର ଫିଲ୍ଡିଂ ନିଷ୍ପତ୍ତି । ବାରବାଟୀ ଦିନିକିଆରେ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇବ ୱେଷ୍ଟ ଇଣ୍ଡିଜ । ତେବେ ଭାରତୀୟ ଦଳରେ ଗୋଟିଏ…

ବାରବାଟୀରେ ପହଞ୍ଚିଲେ ଦୁଇ ଦଳର ଯୋଦ୍ଧା: କଡା ସୁରକ୍ଷା ମଧ୍ୟରେ ଭୁବନେଶ୍ୱରରୁ ଯାଇ କଟକରେ ପହଞ୍ଚିଲେ । ଦିନ ଦେଢଟାରେ…

କନକ ବ୍ୟୁରୋ: ବାରବାଟୀ ପହଞ୍ଚିଲେ ଦୁଇ ଦଳ । ମ୍ୟାଚ୍ ପାଇଁ ବାରବାଟୀ ଷ୍ଟାଡିୟମରେ ପହଞ୍ଚିଛନ୍ତି ଇଣ୍ଡିଆ ଏବଂ ୱେଷ୍ଟଇଣ୍ଡିଜ ଟିମ୍ । କଡା ସୁରକ୍ଷା ମଧ୍ୟରେ ଭୁବନେଶ୍ୱର ମେ ଫେୟାର ହୋଟେଲରୁ ବାହାରି କଟକ ବାରବାଟୀରେ ପହଞ୍ଚିଛନ୍ତି । ତେବେ ଆଉ କିଛି ସମୟ ପରେ ଅର୍ଥାତ ଦିନ ସାଢେ ଗୋଟାଏରେ…

ନାଗରିକତା ଆଇନ ତାତି ଯୋଗୁଁ ୟୁପିରେ ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି । ୫୪ଶହ ପ୍ରଦର୍ଶନକାରୀ ଗିରଫ । ଦଙ୍ଗାକାରୀଙ୍କ…

କନକ ବ୍ୟୁରୋ: ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ସାରା ଦେଶରେ ପ୍ରତିବାଦର ନିଆଁ ଜଳୁଛି । ଉତରପ୍ରଦେଶରେ ଏହି ଆଇନ ବିରୋଧୀ ଆନ୍ଦୋଳନ ହିଂସାତ୍ମକ ରୂପ ନେଇଛି । ବିରୋଧ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି । ସେହିପରି ଆନ୍ଦୋଳକାରୀଙ୍କ ଆକ୍ରମଣରେ ଉତରପ୍ରଦେଶରେ ୨୬୩ଜଣ…