Daily Archives

December 6, 2019

ଏନକାଉଂଟର ମାଷ୍ଟର ସାଇବରାବାଦ ପୋଲିସ କମିସନର ଭିସି ସଜ୍ଜନାର । ଯାହାଙ୍କ ନାଁ ଶୁଣିଲେ ଥରିଯାଏ ଅପରାଧୀଙ୍କ ଛାତି ।…

କନକ ବ୍ୟୁରୋ: ଯେଉଁଠି ନୃଶଂସତାର ସୀମା ଟପି ସଇତାନମାନେ ଅପରାଧ ଘଟାଇଥିଲେ, ସେହି ସ୍ଥାନରେ ଘଟିଲା ସେମାନଙ୍କ ଅନ୍ତ । ଅପରାଧୀଙ୍କ ବିରୋଧରେ ସାରା ଦେଶରେ ପ୍ରତିଶୋଧର ଯେଉଁ ବହ୍ନି ଜଳୁଥିଲା, ତାକୁ ଲିଭାଇ ଦେଇଛି ସାଇବରାବାଦ ପୋଲିସ । ପୋଲିସର ଏହି ଏନକାଉଂଟର, ବିଳମ୍ବିତ ନ୍ୟାୟ ପ୍ରକ୍ରିୟା…

ହାଇଦ୍ରାବାଦ ପୋଲିସର କାର୍ଯ୍ୟକୁ ସାଲ୍ୟୁଟ୍ କଲେ ମହିଳା । ପୋଲିସ ଉପରେ ଫୁଲ ବର୍ଷା କଲେ ଜନତା ।

କନକ ବ୍ୟୁରୋ: ପୋଲିସ ଉପରେ ଫୁଲ ବର୍ଷା... ଟିକେ ଭଲକରି ମନେ ପକାନ୍ତୁ, ଏଭଲି ଚିତ୍ର ଆପଣଙ୍କ ଆଖପାଖରେ କିମ୍ବା କୌଣସି ଗଣମାଧ୍ୟମରେ ପୂର୍ବରୁ କେବେ ଦେଖିଥିଲେ? ହୁଏତ କେବେ ଦେଖିନଥିବେ, ପୋଲିସ କର୍ମଚାରୀଙ୍କ ଉପରେ ଏଭଳି ଫୁଲ ବର୍ଷାର ଚିତ୍ର । ଏ ହେଉଛି ସେହି ବ୍ରିଜ, ଯେଉଁ ବ୍ରିଜ ତଳେ…

ଯେଉଁଠି ଘଟାଇଥିଲେ ଜଘନ୍ୟ ଅପରାଧ, ସେଇଠି ହେଲା ଅନ୍ତ । ହାଇଦ୍ରାବାଦରେ ୪ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ପୋଲିସର ଏନକାଉଣ୍ଟର…

କନକ ବ୍ୟୁରୋ: ସଫା ହେଲେ ସଇତାନ । ହାଇଦ୍ରାବାଦର ମହିଳା ଡାକ୍ତର ଗଣଦୁଷ୍କର୍ମକାରୀଙ୍କୁ ପୋଲିସ ଏନକାଉଁଟର କରିଛି । ହାଇଦ୍ରାବାଦ ପୋଲିସ କହିଛି, ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ ସେଦିନର ପୁରା ଘଟଣା ଜାଣିବାକୁ ଉଦ୍ୟମ କରାଯାଉଥିବା ବେଳେ ଅଭିଯୁକ୍ତମାନେ ପୋଲିସ ଠାରୁ ବନ୍ଧୁକ ଛଡାଇ ଗୁଳି…

ଅଜିତ ପାୱାରଙ୍କୁ କ୍ଲିନଚିଟ । ମହାରାଷ୍ଟ୍ର ବହୁ ଚର୍ଚ୍ଚିତ ଜଳସେଚନ ବିଭାଗ ଦୁର୍ନୀତିରେ ଏନସିପି ନେତା ମୁକ୍ତ

କନକ ବ୍ୟୁରୋ: ଅଜିତ ପାୱାରଙ୍କୁ କ୍ଲିନଚିଟ । ମହାରାଷ୍ଟ୍ର ବହୁ ଚର୍ଚ୍ଚିତ ଜଳସେଚନ ବିଭାଗ ଦୁର୍ନୀତିରେ ଏନସିପି ନେତା ଅଜିତ ପାୱାରଙ୍କୁ କ୍ଲିନଚିଟ ମିଳିଛି । ରାଜ୍ୟର ଦୁର୍ନୀତି ବିରୋଧୀ ବିଭାଗ ଅଜିତଙ୍କୁ ଏହି କ୍ଲିନଚିଟ ଦେଇଛି । ସେ ଏବେ ଏହି ଅଭିଯୋଗରୁ ମୁକ୍ତ ହୋଇଯାଇଛନ୍ତି । ଗତ ନଭେମ୍ବର…

ଜଏନିଂ ପୂର୍ବରୁ ଜୀବନ ଚାଲିଗଲା: ଆଉ କିଛି ଘଣ୍ଟା ପରେ ନୂଆ ଚାକିରି କରିଥାନ୍ତେ, ହେଲେ ତା ପୂର୍ବରୁ ସବୁ…

କନକ ବ୍ୟୁରୋ: ଦିନେ ପୁଅର କାନ୍ଦ ଶୁଣି ରହି ପାରୁନଥିଲା ମାଆ । କୁନି ପୁଅ ରାହା ଛାଡି କାନ୍ଦିଲେ ସବୁ କାମ ଛାଡି ଧାଇଁ ଆସୁଥିଲା ମାଆ । ହେଲେ ଆଜି, ମାଆର ବୁକୁଫଟା ଚିତ୍କାର ଶୁଣି ପାରୁନି ପୁଅ । ବାହୁନି ବାହୁନି ଯେତେ କାନ୍ଦିଲେ ବି ଜମା ଫେରୁନି ପୁଅ... କାରଣ ତା ପୁଅ ସବୁଦିନ ପାଇଁ…

ହାଇଦ୍ରାବାଦରେ ଗଣଦୁଷ୍କର୍ମକାରୀଙ୍କୁ ଏନକାଉଣ୍ଟର ଘଟଣା । ମୃତ ଅଭିଯୁକ୍ତଙ୍କ ଶବ ନେବାକୁ ମନା କରିଦଲେ ପରିବାର ଲୋକେ ।…

କନକ ବ୍ୟୁରୋ: ଦିଶାକୁ ମିଳିଛି ନ୍ୟାୟ । ପୁଲିସ ଗୁଳିରେ ଟଳି ପଡିଲେ ୪ ଦୁଷ୍କର୍ମ ଅଭିଯୁକ୍ତ । ଆଜି ହାଇଦ୍ରାବାଦ ପୁଲିସ ଡାକ୍ତରାଣୀଙ୍କୁ ଦୁଷ୍କର୍ମ କରିଥିବା ୪ ଅଭିଯୁକ୍ତଙ୍କୁ ଦେଇଛି ମୃତ୍ୟୁ ଦଣ୍ଡ । ତେବେ ଯେଉଁଠାରେ ସେମାନେ ପୀଡିତାଙ୍କୁ ଦୁଷ୍କର୍ମ କରି ହତ୍ୟା କରିଥିଲେ ଠିକ୍ ସେହି…