Daily Archives

December 6, 2019

ଗୋଟିଏ ରାତିରେ ୮ଟି ଦୋକାନରୁ ପିଆଜ ଚୋରୀ । ସାଲେପୁର ରାଇସୁଙ୍ଗୁଡା ବଜାରରୁ ପିଆଜ ଚୋରୀ କରିନେଲେ ଦୁର୍ବୃତ୍ତ

କନକ ବ୍ୟୁରୋ: ପିଆଜର ଦାମ୍ ଆକାଶଛୁଆଁ ହେବା ପରେ ଲୋକଙ୍କ ମୁଣ୍ଡବ୍ୟଥା ବଢିବା ସଙ୍ଗେ ସଙ୍ଗେ ଚୋରଙ୍କ ପ୍ରକୃତି ମଧ୍ୟ ବଦଳିଛି । ଏବେ ସୁନା,ଗହଣା ନୁହଁ ଚୋରଙ୍କ ଟ୍ରେଣ୍ଡରେ ଅଛି ପିଆଜ । ତେବେ ପିଆଜ ଚୋରୀ ହେବା ଘଟଣା ବାହାର ରାଜ୍ୟରୁ ଏବେ ଓଡିଶାକୁ ଡେଇଁଛି । ଓଡିଶା ଚୋରଙ୍କୁ ଏବେ ପିଆଜ ଚୋରୀ…

ବନ୍ଧୁକ ଛଡାଇନେଲେ, ଆଖିବୁଜା ଗଳିଚାଳନା କଲେ…ଶେଷରେ ଆତ୍ମରକ୍ଷା ପାଇଁ କଲୁ ଏନକାଉଣ୍ଟର…ପୁଲିସ ବଖାଣିଲା…

କନକ ବ୍ୟୁରୋ: ହାଇଦ୍ରାବାଦ ଏନକାଉଣ୍ଟରକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରିଛି ସାଇବରାବାଦ ପୋଲିସ । ତେବେ କିଭଳି ସ୍ଥିତିରେ ଏହି ଏନକାଉଣ୍ଟର କରିଥିଲା ପୋଲିସ ? କଣ ଘଟିଥିଲା ରାତିରେ ସେ ନେଇ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛି ସାଇବରାବାଦ ପୋଲିସ । ତେବେ ଆତ୍ମରକ୍ଷା ପାଇଁ ଏନକାଉଣ୍ଟର…

ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟାକାଣ୍ଡ ଘଟଣା: ରାଷ୍ଟ୍ରପତିଙ୍କୁ ରାଜକ୍ଷମା ଆବେଦନ ଫାଇଲ୍ ପଠାଇଲା ଗୃହ ମନ୍ତ୍ରାଳୟ;…

କନକ ବ୍ୟୁରୋ: ଦିଲ୍ଲୀର ନିର୍ଭୟା ଗଣଦୁଷ୍କର୍ମ ହତ୍ୟା ମାମଲା । ଦୋଷୀଙ୍କ ରାଜକ୍ଷମା ଆବେଦନ ଫାଇଲକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଲା କେନ୍ଦ୍ର ଗୃହ ବିଭାଗ । ଏହା ସହିତ ଏହି ରାଜକ୍ଷମା ଆବେଦନକୁ ଖାରଜ କରିବା ପାଇଁ ରାଷ୍ଟ୍ରପତିଙ୍କୁ ନିବେଦନ କରିଛି କେନ୍ଦ୍ର ଗୃହମନ୍ତ୍ରାଳୟ । ଏବେ…

ଅଭିଯୁକ୍ତଙ୍କ ଏନକାଉଣ୍ଟରକୁ ସମର୍ଥନ ଜଣାଇଲେ ଆଇନ ମନ୍ତ୍ରୀ ପ୍ରତାପ ଜେନା । କହିଲେ, ଏଭଳି ଅପରାଧିଙ୍କୁ କଠୋର ଦଣ୍ଡ…

କନକ ବ୍ୟୁରୋ: ହାଇଦ୍ରାବାଦ ମହିଳା ଡାକ୍ତରଙ୍କ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତଙ୍କୁ ପୁଲିସର ଏନକାଉଂଟର ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା ।  ତେବେ ଏହି ଏନକାଉଂଟର ଘଟଣାରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ହାଇଦ୍ରାବାଦ ପୁଲିସକୁ  ସମର୍ଥନ ଜଣାଇବା ସହ ଦୋଷୀଙ୍କୁ…

ହାଇଦ୍ରାବାଦ ଏନକାଉଣ୍ଟର ଘଟଣାରେ ସାରା ଦେଶ ପୋଲିସକୁ ସଲାମ୍ କରୁଥିବାବେଳେ ସମାଲୋଚନା କଲେ ବିଜେପି ସାଂସଦ ମେନକା…

ହାଇଦ୍ରାବାଦ ଘଟଣାକୁ ନେଇ ସାରା ଦେଶରେ ଖୁସିର ଲହରି ଖେଳିଯାଇଛି । ମାତ୍ର ୧୦ ଦିନ ଭିତରେ ପୀଡିତାଙ୍କୁ ନ୍ୟାୟ ମିଳିଥିବାରୁ ପୋଲିସକୁ ସାଲ୍ୟୁଟ କରୁଛନ୍ତି ମହିଳା । ପୋଲିସକୁ ସାବାସୀ ଦେଉଛି ସମଗ୍ର ଦେଶ । କିନ୍ତୁ କେତେକ ନେତା ଓ ବରିଷ୍ଠ ବ୍ୟକ୍ତି ଏହି ଏନକାଉଣ୍ଟରକୁ ବିରୋଧ କରି ସମାଲୋଚନା…

କାଳିଆ-କିଷାନ… ବିଜେଡି ବିଜେପି ଭିତରେ ସଂପର୍କର ସେତୁ ନା ସଂଘୀୟ ଗଣତନ୍ତ୍ରର ସ୍ଥିତି ମଜଭୁତ ପାଇଁ ପ୍ରୟାସ?

୨୦୧୯ ନିର୍ବାଚନର ସବୁଠାରୁ ଶକ୍ତିଶାଳୀ ଅସ୍ତ୍ରକୁ ନେଇ ଯେତେବେଳେ ଦୁଇ ରାଜନୈତିକ ଦଳ ମୁହାଁମୁହିଁ ହେଉଥିଲେ, ସେତେବେଳେ ହୁଏତ ଖୁବ କମ ଲୋକ ଏହି ଧାରଣା ଭିତରକୁ ଆସିଥିବେ ଯେ, ଆଗାମୀ ଦିନରେ ଦୁଇଟି ଯାକ ଅସ୍ତ୍ର ଏକାଠି ହୋଇଯିବେ । ନିର୍ବାଚନ ସରିବା ସହିତ ଏବେ ରାଜନୀତି ପାଣିପାଗ କିଛି ଏଭଳି…